ସମାନ ନାଗରିକ ସଂହିତା (Uniform Civil Code)
ପ୍ରଚଳିତ ସମ୍ବିଧାନର ଧାରା ୪୪ରେ ହିଁ ଏହି ବାକ୍ୟଖଣ୍ଡଟିର ଉଲ୍ଲେଖ ହୋଇଛି ଓ ବାକ୍ୟଟି ହେଉଛି “ “The State shall endeavour to secure for the citizens a uniform civil code throught the territory of…
ରାଜାଙ୍କର ରଙ୍କପଣ
କାଳର ପ୍ରବାହରେ ବେଳେବେଳେ ଏମିତି ଜଣେ ଜଣେ ଯୋଗଜନ୍ମା ପୁରୁଷ ଜନ୍ମ ହୋଇଥାନ୍ତି ଯାହାଙ୍କ ପାଇଁ କାଳ ମହାକାଳ ବକ୍ଷରେ ମୁହୂର୍ତ୍ତକ ପାଇଁ ଅଟକିଯାଏ । ତାର କରାଳ ଗର୍ଭରେ ସେମାନଙ୍କୁ ଲୀନ କରିପାରେ ନାହିଁ । ସେମାନେ କାଳଜୟୀ ହୋଇଯାନ୍ତି…
‘ଚନ୍ଦ୍ରାୟନ’, ‘ଆଦିତ୍ୟାୟନ’ ଏବଂ ଆମର ପ୍ରାଥମିକତା
ଅଗଷ୍ଟ ୨୩,୨୦୨୩ ଦିନ ଭାରତର ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ଅପୂର୍ବ ସଫଳତା ପାଇଥିଲେ । ଏହାର ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ମିଳିତ ପ୍ରୟାସରେ ନିର୍ମିତ ‘ଚନ୍ଦ୍ରାୟନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ…
ସୁଭାଷଙ୍କ ଆଦର ଦୃଷ୍ଟିରେ ଗାନ୍ଧୀ
‘ଆମ ରାଷ୍ଟ୍ରର ପିତା!’ ଗାନ୍ଧୀ ଓ ସୁଭାଷଙ୍କ ମଧ୍ୟରେ ସମ୍ପର୍କକୁ ଏକ ଦୁଃସମ୍ପର୍କ ଭାବେ ଉପସ୍ଥାପିତ କରିବା, ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ବିଦ୍ୱେଷ ଥିଲା ବୋଲି ଦର୍ଶାଇବାରେ ଅନେକେ ଯେ ବେଶ୍ ଆଗ୍ରହୀ ଥିଲେ ଏହାର ସୂଚନା ମିଳେ ନେତାଜୀ…
ଦଳିତ ସାହିତ୍ୟ ଓ ଦଳିତ ଆନ୍ଦୋଳନ : କିଛି ବିଚାର ଓ ବିଶ୍ଲେଷଣ
ଆଫ୍ରିକାରେ ଆମେରିକୀୟ ବ୍ଲାକ ପାନ୍ଥରସ ଆନ୍ଦୋଳନ ଥିଲା କଳାଲୋକଙ୍କ ମୁକ୍ତି ଆନ୍ଦୋଳନ । ଏହା ଆରମ୍ଭ ହୋଇଥିଲା ୧୯୬୬ରେ, କାଲିଫର୍ଣ୍ଣିଆର ମୁକ୍ତି ଆନ୍ଦୋଳନ । ଅକଲାଣ୍ଡ୍ ସହରରେ ଏବଂ ଫେଡ଼େରାଲ ବୁ୍ୟରୋ ଅଫ୍ ଇନଭେଷ୍ଟିଗେସନର ସମସ୍ତ ବିଭାଜନକାରୀ କୌଶଳ ସତ୍ତ୍ୱେ ବଣ…
ବିସ୍ଥାପିତଙ୍କ ସ୍ୱପ୍ନରେ ସୁକତେଲର ପାଣି
(ହୀରାକୁଦ, ରେଙ୍ଗାଲି, ବାଲିମେଳା ଭଳି ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ବେଳେ ବିସ୍ଥାପିତଙ୍କୁ ଖୋଜି ଖୋଜି ନିଜ ଗାଁରୁ ତଡ଼ିଦେଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ମ୍ୟାଲେରିଆ ଯୋଗୁଁ ଏଭଳି ଅବସ୍ଥା ହେଉଥିଲା ଯେ, ଏହାକୁ କଳାଭୂତର ନାଁ ଦିଆଯାଇଥିବା ନେଇ ଆଜି…
ଓଡ଼ିଶା ସରକାର, ଏକ ମୂଲ୍ୟାୟନ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୟସ ୭୭ ବର୍ଷ ହେଲା । ଗତ ଜୁଲାଇ ମାସ ୨୨ତାରିଖରେ ନବୀନ ପଟ୍ଟନାୟକ ତାଙ୍କ ମୁଖ୍ୟମନ୍ତ୍ରୀ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଅତିକ୍ରମ କରିଛନ୍ତି । ଏହିଦିନ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି…
ସାମ୍ପ୍ରତିକ ପରିସ୍ଥିତି : ଦେଶ, ଦଳ, ଗଣମାଧ୍ୟମ ଓ ରାଜନୀତି (ସମ୍ପାଦକୀୟ)
ଦେଶରେ ଏବେ ଯେଉଁଭଳି ପରିସ୍ଥିତି ଜାରୀ ରହିଛି ଏବଂ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ତାହାର ଏକ ଭୟଙ୍କର ପ୍ରତିଫଳନ ଦେଖିବାକୁ ମିଳୁଛି, ସେତିକିବେଳେ ସର୍ବାଧିକ ଜନସାଧାରଣ ସମ୍ପୂର୍ଣ୍ଣ ଉଦାସୀନ ରହିବା ଏବଂ ଅତି ବେଶୀରେ ପରସ୍ପର ଭିତରେ ଆଲୋଚନା କରି…
ଦଳିତ ସାହିତ୍ୟ : ଏକ ଦୃଷ୍ଟିକୋଣ
ଜଣେ ଜନ୍ମ ଦୃଷ୍ଟିରୁ ଦଳିତ, ଯାହା ଲେଖିଦେବ ସେ ଦଳିତ ସାହିତ୍ୟ ହେଇଯିବ ନାହିଁ ।
ଲୁଣ ଓ ଆଜାଦୀର ସାହିତ୍ୟ
ସ୍ୱାଧୀନ ଭାରତର ସରକାରଙ୍କ ନିକଟକୁ ୨୨.୯.୧୯୪୭ରେ ମହାତ୍ମା ଗାନ୍ଧୀ ଏକ ପତ୍ର ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ଦାଣ୍ଡି ଯାତ୍ରାକୁ ପାଶୋରିବ ନାହିଁ, ଲୁଣ ଟକସ ଛାଡ଼ କରିବ, ହିନ୍ଦୁ ମୁସଲମାନ ଐକ୍ୟ ସ୍ଥାପନ କରିବ ।
ରାସାୟନିକ ପ୍ରଦୂଷଣମୁକ୍ତ ଦେଶୀ ଚାଷ ଜଳବାୟୁ ସହନଶୀଳତା
ବିଗତ ତିନିରୁ ଚାରି ଦଶନ୍ଧି ମଧ୍ୟରେ ଆମେ ବିଶ୍ୱ ତାପମାତ୍ରାରେ କ୍ରମାଗତ ବୃଦ୍ଧି ଅନୁଭବ କରି ଆସୁଛେ । ବୈଜ୍ଞାନିକମାନଙ୍କ ମତରେ ଏହି ତାପମାତ୍ରା ବୃଦ୍ଧି ୧ଂ ରୁ ୧.୫ଂ ପର୍ଯ୍ୟନ୍ତ ବୃଦ୍ଧିପାଇଛି । ଏହାକୁ ଆମେ ସରଳ ଭାଷାରେ ଉତ୍ତପ୍ତ…
ଫାଶିବାଦକୁ ପ୍ରତିହତ ପାଇଁ ୨୦୨୪ ନିର୍ବାଚନ ଏକ ଆହ୍ୱାନ
ଆମେ ଭାରତୀୟ ନାଗରିକମାନେ ୧୯୫୦ ଜାନୁୟାରୀ ୨୬ରୁ ସାମ୍ବିଧାନିକ ଗଣତନ୍ତ୍ରକୁ ଗ୍ରହଣ କରି ନୂତନଭାବେ ଏଭଳି ଏକ ରାଷ୍ଟ୍ର ପରିକଳ୍ପନା କରି ଆସିଛୁ ଯାହାର ସ୍ୱରୂପ ସାର୍ବଭୌମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଓ ସମାଜବାଦୀରୂପେ ଜୀବନ୍ତ ରହିବ । ଆମ ଦୃଷ୍ଟିଭଙ୍ଗି, ଚାଲିଚଳନ…
ମୌଳିକ ଶିକ୍ଷା ଓ ନବକୃଷ୍ଣ ଚୌଧୁରୀ
ଯେଉଁ ଲାଳସାର ସହ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ପୁସ୍ତକ ପଢୁଥିଲେ ସେହି ପ୍ରବଣତାରେ ଲେଖିବା ପାଇଁ ସେ ଆଗ୍ରହ ଦେଖାଉ ନଥିଲେ । ତେଣୁ ତାଙ୍କଦ୍ୱାରା ଲିଖିତ ଖୁବ ସୀମିତ ସଂଖ୍ୟାର ପ୍ରବନ୍ଧ ହିଁ ଆମେ ପାଇଥାଉ । ତା’ମଧ୍ୟରେ ଗୋଟିଏ…
ରାସାୟନିକ ପ୍ରଦୂଷଣମୁକ୍ତ ଦେଶୀ ଚାଷ ଜଳବାୟୁ ସହନଶୀଳତା
ବିଗତ ତିନିରୁ ଚାରି ଦଶନ୍ଧି ମଧ୍ୟରେ ଆମେ ବିଶ୍ୱ ତାପମାତ୍ରାରେ କ୍ରମାଗତ ବୃଦ୍ଧି ଅନୁଭବ କରି ଆସୁଛେ । ବୈଜ୍ଞାନିକମାନଙ୍କ ମତରେ ଏହି ତାପମାତ୍ରା ବୃଦ୍ଧି ୧ଂ ରୁ ୧.୫ଂ ପର୍ଯ୍ୟନ୍ତ ବୃଦ୍ଧିପାଇଛି । ଏହାକୁ ଆମେ ସରଳ ଭାଷାରେ ଉତ୍ତପ୍ତ…
ଭଗବତ ଚର୍ଚ୍ଚା
ଭାରତବର୍ଷରେ ହିଟଲରପ୍ରେମୀ ବୁଦ୍ଧିଜୀବୀ
ଏତେ ଭାରତୀୟ ନାଗରିକତା ଛାଡ଼ୁଛନ୍ତି କାହିଁକି?
ବିଶ୍ୱର ଅଧିକାଂଶ ଲୋକ ଯେଉଁ ଦେଶରେ ଜନ୍ମ ହୋଇଥାଆନ୍ତି ସେହିଠାରେ ହିଁ ସାରା ଜୀବନ ବିତାଇବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ପ୍ରତି ୩୦ଜଣରେ କେବଳ ମାତ୍ର ଜଣେ ସ୍ୱେଚ୍ଛାରେ ବା ବାଧ୍ୟହୋଇ ପ୍ରବାସୀ ଭାବେ ଜୀବନ ବିତାଇଥାଏ । ଏକ…

Recent Comments