କର୍ପୋରେଟ୍ଙ୍କ ପାଇଁ ଜଙ୍ଗଲ ସଂରକ୍ଷଣ ବିଲ୍
ମଣିପୁର ପ୍ରସଙ୍ଗକୁ ନେଇ ଗତ ଜୁଲାଇ ୨୭ତାରିଖରେ ସଂସଦରେ ବିରୋଧିଦଳର ସଦସ୍ୟମାନେ ଅନୁପସ୍ଥିତି ଥିବାବେଳେ କେନ୍ଦ୍ରର ଭାଜପା ସରକାର ଅତ୍ୟନ୍ତ ତରବରିଆ ଭାବେ ବିବାଦୀୟ ଜଙ୍ଗଲ ସଂରକ୍ଷଣ ବିଲ୍ - ୨୦୨୩କୁ ଲୋକସଭାରେ ବାଚନିକ ଭୋଟରେ ଗୃହୀତ କରାଇଛନ୍ତି । ବିନା…
ମୋଦୀ ଜଣେ ‘ଐତିହାସିକ’ ଏବଂ ଜଣେ ‘ତ୍ରିକାଳଦର୍ଶୀ’ ମଧ୍ୟ!
ମୋଦୀଙ୍କର ଅଗଷ୍ଟ ୧୫,୨୦୨୩ର ଭାଷଣଟି ଶୁଣିବା ପରେ ତାଙ୍କ ପ୍ରତି ଅନେକଙ୍କର ଦୟା ଆସୁଥିବ ନିଶ୍ଚୟ ।
ବଡ଼ ଲୋକଙ୍କୁ ପ୍ରଶ୍ନ କରିବାନି?
ପଞ୍ଚବାର୍ଷିକ ଯୋଜନା ବିଶ୍ୱକୁ ସୋଭିୟେତ୍ ୟୁନିଅନ୍ର ଦାନ ।
ଜମି ଥାଇ ବି ଦାଦନ କାହିଁକି?
ଆମର ଗୋଟିଏ ଧାରଣା ରହିଆସିଛି ଯେ ଯେଉଁମାନଙ୍କର ଜମି ନାହିଁ ବା ଯେଉଁମାନେ ସମ୍ବଳହୀନ ସେମାନେ ହିଁ ଦାଦନ ଖଟିବା ପାଇଁ ଯାଉଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହଁ । ଜମି ଥିଲେ ବି ଯଦି ଜମିକୁ ଉତ୍ପାଦନକ୍ଷମ…
ସତ ହେବ କି ସତ୍ୟପାଲଙ୍କ ସତର୍କବାଣୀ!
ବିଡ଼ମ୍ବନାର କଥା ଯେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଏଭଳି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖୁନାହାଁନ୍ତି ।
ଆଧୁନିକ ଭାରତର ନିର୍ମାତା : ସୁଭାଷ ବୋଷ
‘Makers of Modern India’(‘ଆଧୁନିକ ଭାରତର ନିର୍ମାତାଗଣ’) ଶିରୋନାମାରେ ପ୍ରକାଶିତ ଇଂରାଜୀ ପୁସ୍ତକରେ କୌତୁହଳବଶତଃ ଯେତେବେଳେ ଏହି ଲେଖକ ସୁଭାଷ ବୋଷଙ୍କର ନାଁ ଖୋଜିଲା, ସେତେବେଳେ ସେ ନିରାଶ ହେଲା । କାରଣ ପୁସ୍ତକର ଲେଖକ ରାମଚନ୍ଦ୍ର ଗୁହା ଆଧୁନିକ ଭାରତର…
ଖାଦ୍ୟଦ୍ରବ୍ୟର ଦରବୃଦ୍ଧି ଓ ରାଜନୀତିର ଗତିପଥ!
ଖାଦ୍ୟଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଭାରତରେ ଗରିବ ଶ୍ରେଣୀର ଖାଦ୍ୟଥାଳିଟିକୁ ଟଙ୍କିକିଆ ଚାଉଳର ଭାତରେ ସୀମିତ ରଖିଥିବାବେଳେ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ପ୍ରଥମ ଥରପାଇଁ ବୁଝାଇ ଦେଇପାରିଛି ଯେ, ସେମାନଙ୍କର ରୋଜଗାର ଯେତେ ବଢ଼ିଲେ ବି ବା ବଢ଼ିବାର…
G M Mustard: Leaves peasantry Thunderstruck
Photo Credit : Down to earth Oct,18,2022, is and will remain a black day for the farmers, consumers, and of course, the environmentalists of the whole of India. It is…
ମହାମିଳନର ମଧୂପର୍ବ
Photo Credit- Scroll ଭାରତ ହେଉଛି ଭୋକ ଓ ଭଲ ପାଇବାର ଦେଶ । ଏ ଦେଶର ସଂସ୍କୃତି ହେଉଛି ପ୍ରେମ ଓ ମିଳନର ସଂସ୍କୃତି । ଘୃଣା, ଦ୍ୱେଷ, ବିଚ୍ଛିନ୍ନତାର ସଂସ୍କୃତି ନୁହେଁ । ଏହାକୁ ଯେଉଁ ପଣ୍ଡିତମାନେ ସମନ୍ୱୟର…
Remembering a Dear Friend
Odia channels are yet to cover the news of the death of such a luminary as they are busy covering the news of Odisha's visit of the Home Minister.
ଦେଶର ସାମ୍ପ୍ରତିକ ଦୃଶ୍ୟପଟ୍ଟ: ଆଶା କମ୍, ନିରାଶା ବେଶି
ମଣିପୁର ୮ସପ୍ତାହରୁ ଅଧିକ ହେଲାଣି, ଜଳୁଥିବାବେଳେ ଥରୁଟିଏ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଯିବା ବା ମଣିପୁରବାସୀଙ୍କୁ ଶାନ୍ତିପାଇଁ ନିବେଦନ କରିବା କେବେ ଦେଖିବାର କି ଶୁଣିବାର ସୁଯୋଗ ମିଳିନାହିଁ ।
ମଣିପୁର ହିଂସା ଓ ସମ୍ବେଦନହୀନ ଭାରତ!
ଏବେ ଆମଦେଶରେ ହିଂସା, ଦୁର୍ଘଟଣା ଓ ବିପର୍ଯ୍ୟୟର ଏକ ନୂତନ ସଂସ୍କରଣ ଚାଲିଛି । ସବୁଠାରେ ଗୋଟିଏ କଥା ସମାନଭାବେ ଦେଖିବାକୁ ମିଳୁଛି: ସମ୍ବେଦନହୀନ ଶାସକ ଓ ସମ୍ବେଦୀନହୀନ ସମାଜ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ସାବରକରଙ୍କ ଜନ୍ମଦିନରେ ଅର୍ଥାତ୍ ମେ…
ବିଶ୍ୱବାସୀଙ୍କ ମାପକାଠିରେ ଭାରତର ଗଣତନ୍ତ୍ର
୭୬ବର୍ଷର ଗଣତନ୍ତ୍ର କେତେ ସଫଳ ହୋଇଛି, ତାହା ପରଖିବାକୁ ବିଗତ ବର୍ଷମାନଙ୍କର ଇତିହାସ, ବିକାଶ, ସାମାଜିକ-ଆର୍ଥନୀତିକ ଅବସ୍ଥା, ଲୋକଙ୍କ ସୁଖ-ସୁବିଧା ଇତ୍ୟାଦି ବିଶ୍ଳେଷଣ କରିବା ଆବଶ୍ୟକ ।
ମଣିପୁର : ରବିଶ୍ କୁମାର
ମୂଳଲେଖା : ରବିଶ କୁମାର ଭାଷାନ୍ତର : ଅଧ୍ୟାପକ ନୀଳମଣି ସାହୁ ଭାରତର ଦର୍ଶକ ଓ ପାଠକଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ସେହି ଭିଡିଓଟିକୁ — ଯେଉଁଥିରେ ବିପୁଳ ସଂଖ୍ୟାର ପୁରୁଷମାନଙ୍କ ଏକ ଭିଡ଼ କେତେକ ମହିଳାଙ୍କୁ ବିବସ୍ତ୍ର କରି ସେମାନଙ୍କ…

Recent Comments