ଶ୍ରମ ସଂହିତା ନା ଶ୍ରମିକଙ୍କ ପାଇଁ ମୃତ୍ୟୁ ପରୱାନା

ଗତ କିଛିଦିନ ଧରି ଦେଶରେ ଶ୍ରମ ସଂହିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ତିନି ତୁଣ୍ଡରେ କୁକୁରକୁ ଛେଳି ବୋଲି ପ୍ରଚାର କରିବା ଭଳି ସରକାର ବିପୁଳ ଅର୍ଥ ବ୍ୟୟକରି ଉଭୟ ଛାପା ଓ ଇଲୋକ୍ଟ୍ରୋନିକ…

ନେହରୁଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି

(ଭାରତୀୟ ଜନତା ପାର୍ଟି ନେତୃତ୍ୱରେ NDA ସରକାର କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଛି । ଏହାର ପ୍ରଥମ ପର୍ଯ୍ୟାୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ (୧୯୯୬-୨୦୦୪) । କିନ୍ତୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କର ମୃତ୍ୟୁ(୨୭ ମଇ ୧୯୬୪)…

ପୁସ୍ତକ ସମୀକ୍ଷା

କୁଟାଖିଅର ବିପ୍ଳବ : ପ୍ରାକୃତିକ ଚାଷ ପାଇଁ ଏକ ପ୍ରାରମ୍ଭିକ ଗ୍ରନ୍ଥ ଜାପାନୀ ପରିବେଶବିତ୍ ଓ ଦାର୍ଶନିକ ମାସାନୋବୁ ଫୁକୁଓକାଙ୍କର ଏ ପୁସ୍ତକଟି ପ୍ରଥମେ ଜାପାନୀ ଭାଷାରେ ୧୯୭୫ ମସିହାରେ ପ୍ରକାଶିତ ହୋଇଥିଲା । ତାପରେ ୧୯୭୮ରେ ଏହା ଇଂରାଜୀ ଭାଷାରେ…

ରବି ରାୟଙ୍କ ଅବଦାନ ଓ ଭାରତରେ ଗଣତନ୍ତ୍ରର ଭବିଷ୍ୟତ

ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଉଦଘାଟନ ଅବସରରେ ରାଷ୍ଟ୍ରୀୟ ଆଲୋଚନା ଚକ୍ର ତାରିଖ: ୨୫-୨୬ ନଭେମ୍ୱର, ୨୦୨୫, ସ୍ଥାନ: ଲୋହିଆ ଏକାଡେମୀ, ଭୁବନେଶ୍ୱର ପ୍ରଥମ ଦିନ (୨୫ ନଭେମ୍ୱର,୨୦୨୫) ଉଦଘାଟନୀ ଅଧିବେଶନ  ଉଦଘାଟନୀ ଅଧିବେଶନର ଅଧ୍ୟକ୍ଷତା କରିଥଲେ ପ୍ରଫେସର ମନୋରଂଜନ ମହାନ୍ତି।…

ଏ ପକ୍ଷର ଖବର

ବଡ଼ ଲୋକଙ୍କୁ କ’ଣ କହିବା! ପାଠକେ! ଗୋଟିଏ କଥା ଜାଣନ୍ତୁ । ଏ ବିଶ୍ୱ, ସମୁଦ୍ର ମହାସମୁଦ୍ର, ସାରା ଆକାଶ ଯେତେ ସବୁ ଅଳିହା ହୋଇ ନଷ୍ଟ ହେଉନି, ଏସବୁ ପଛରେ ଏଇ ବଡ଼ ଲୋକମାନେ ଅଛନ୍ତି । ବଡ଼ ଲୋକ…

A belated centenary tribute to Ritwik Ghatak

Just a few days back I saw a   proclaiming a celebration of 100 years of the legendary Bengali cinema director Ritwik Ghatak on the entrance gate of School of Social…

ପ୍ରଧାନମନ୍ତ୍ରୀଙ୍କ ଭୟ!

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ଭବନ ସମ୍ମୁଖରେ ଗଣମାଧ୍ୟମଗୁଡ଼ିକୁ ଏକତରଫା ସମ୍ବୋଧନ କରି (ଡିସେମ୍ବର ୧, ୨୦୨୫) ବିରୋଧି ଦଳମାନଙ୍କୁ ‘ପରାମର୍ଶ’ ଦେଇ କହିଲେ ଯେ ଏଥର ଯେମିତି ସଂସଦରେ ‘ନାଟକବାଜି’ ନହୁଏ ।…

ଆମ୍ବେଦକର ଯଦି ଜନ୍ମ ନେଇନଥାନ୍ତେ!

ଡଃ ବି.ଆର୍.ଆମ୍ବେଦକର ଭାରତ ଇତିହାସର ଜଣେ କାଳଜୟୀ ବ୍ୟକ୍ତିତ୍ୱ । ଭାରତର ଉଚ୍ଚବର୍ଗର ଲୋକମାନଙ୍କ ପାଇଁ ଏକ ଅପ୍ରୀତିକର ନାମ । ତଥାକଥିତ ଶିକ୍ଷିତବର୍ଗମାନଙ୍କ ପାଇଁ ସେ କେବଳ ସମ୍ବିଧାନର ପ୍ରଣେତା ହିସାବରେ ପରିଚିତ । ଯେଉଁମାନଙ୍କୁ ସେ ଏକ ପରିଚୟ…

ଦେଶୀ ଚାଷ କୁଟୁମ୍ବ ପୋଷ

(୨୦୨୫ ରେ ଭାରତୀୟ କୃଷିର ସ୍ଥିତି ) ଦେଶୀ ଚାଷ କ’ଣ, କାହିଁକି ଓ କିପରି ଜାଣିବା ଓ କରିବା ବର୍ତ୍ତମାନ ପାଇଁ ଜରୁରୀ ମନେହୁଏ । ଭାରତ ଗୋଟିଏ କୃଷିପ୍ରଧାନ ଦେଶ । ଆମ ଦେଶର ଅର୍ଥନୀତି କୃଷି ଉପରେ…

ଏ ପକ୍ଷର ଖବର

ଗଣତନ୍ତ୍ର ଗୋଟା ପୋଥି ବାଇଗଣ! ପାଠକେ! ଆମ ସକାଳ ଚଲା ଗୋଷ୍ଠୀର ନୁଖୁରା ପାତ୍ରଙ୍କର ଇଏ ହେଉଛି ଗବେଷଣାଲବ୍ଧ ଜ୍ଞାନ । ଆଜି ଆମଗୋଷ୍ଠୀର ସମସ୍ତଙ୍କ ମୁଁହରେ ଗୋଟିଏ କଥା ନୂଆପଡ଼ା । ଜିତିବା, ହାରିବା, ଭୋଟ ଚୋରି,ବିଜେଡିର ଦୁର୍ଦ୍ଦଶା, ନବୀନବାବୁଙ୍କ…

ଷ୍ଟିଫେନ ହକିଂଙ୍କ ବିଚାରରେ ଆଇଜାକ୍ ନୁ୍ୟଟନ୍

ଷ୍ଟିଫେନ ହକିଂ(Stephen Hawking) ଜଣେ ବିସ୍ମୟ ବୈଜ୍ଞାନିକ ଥିଲେ । ଏକ ଅସାଧ୍ୟ ସ୍ନାୟବିକ ରୋଗରେ ପୀଡ଼ିତ ଷ୍ଟିଫେନ ହକିଂଙ୍କର ସମୁଦାୟ ଶରୀର ଚଳନ ଶକ୍ତି, ଏପରିକି ବାକ୍ ଶକ୍ତି ହରାଇଥିଲେ ମଧ୍ୟ ତାଙ୍କର ସୃଜନଶୀଳତା ଅବ୍ୟାହତ ରହିଥିଲା । ସେ…

The Future of Indian Democracy: Unfolding Crisis

Abstract Remembering Shri Rabi Ray is to recall the role of an outstanding public figure and a parliamentarian who endeavoured to build the Indian democracy and a nation which is…

ମୂଲ୍ୟବୋଧ ସମାଜବାଦୀ ରାଜନୀତିର ପ୍ରତୀକ ରବି ରାୟ

ରବିରାୟଙ୍କ ଜନ୍ମ ଶତବାର୍ଷିକୀ ଆରମ୍ଭ ହେଉଛି ୨୬ ନଭେମ୍ବର ୨୦୨୫, ଶେଷ ହେବ ୨୬ ନଭେମ୍ବର ୨୦୨୬ରେ । ୨୦୧୭ ମାର୍ଚ୍ଚ ୬ ତାରିଖରେ ମୃତ୍ୟୁବରଣ କରିଛନ୍ତି । ଜଣେ ରାଜନୈତିକ ବ୍ୟକ୍ତିଭାବରେ ଅନେକଙ୍କ ପରି କେବଳ ସାଂସଦ, ମନ୍ତ୍ରୀ ଓ…

ବିରୋଧି କ୍ଷମତାକୁ ଆସିବା କ’ଣ ଅସମ୍ଭବ!

‘ସମଦୃଷ୍ଟି’ର ଗତ ସମ୍ପାଦକୀୟ (୧-୧୫ ନଭେମ୍ବର ୨୦୨୫)ରେ ଆମେ କେମିତି ଆମ ଦେଶରେ ନିର୍ବାଚନ ପ୍ରହସନ ଚାଲିଛି, ସଂକ୍ଷେପରେ ଆଲୋଚନା କରିଥିଲୁ । ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିଯିବା ପରେ ସେହି ଆଲୋଚନାଟି ଅଧିକ ସ୍ପଷ୍ଟ ଓ ପ୍ରାସଙ୍ଗିକ ହେଲାଭଳି…

COP 30: CHANGEROUND FOR CLIMATE CHANGE!

Bibhuti Pati states that it’s time from reconsider to reimagine for climate change funds After extensive discussions, nations reached a consensus to create a fund aimed at addressing losses and damages…

AFTER COP 30!

India's climate performance ranks declined India has dropped from 10th to 23rd place in the Climate Change Performance Index (CCPI) 2026, moving from the high performers' group to the medium…