ଅସ୍ମିତାର ଆଗପଛ

ଏଇ କିଛିବର୍ଷ ଧରି ଚାଲିଛି ଅସ୍ମିତା ବିବାଦ । କେବଳ ଓଡ଼ିଶାରେ ନୁହେଁ ଅନେକ ରାଜ୍ୟ ହେଉ ବା ଜାତୀୟସ୍ତରରେ ହେଉ-ଗଭୀର ହୋଇଛି ଅସ୍ମିତା ବିବାଦ । ଏହି ଅସ୍ମିତା କ’ଣ? କାହିଁକି ଆଜି ଏହା ରାଜନୀତିର ପ୍ରମୁଖ କାରଣ ହୋଇଛି?…

8 Views

ନିରବ ବିପ୍ଲବୀ ନଟବର

ଜାନୁୟାରୀ ୧୭, ୨୦୨୬ ଦିନ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ‘ସମଦୃଷ୍ଟି’ର ୨୧ତମ ବାର୍ଷିକ ଦିବସ କାର୍ଯ୍ୟକ୍ରମ ଥିଲା । ପ୍ରଫେସର ନୀଳମଣି ସାହୁଙ୍କ ଦ୍ୱାରା ଅପରାହ୍ଣରେ ସମଦୃଷ୍ଟିର ବିଗତ ସଂଖ୍ୟାମାନଙ୍କର ପ୍ରଦର୍ଶନୀ ଉଦ୍ଘାଟିତ ହେବା ପରେ ସନ୍ଧ୍ୟାରେ ବାର୍ଷିକ ବକ୍ତୃତା…

ଏ ପକ୍ଷର ଖବର

‘ଭ୍ରଷ୍ଟ ରାକ୍ଷସ’ର ପଞ୍ଝା ମହାରାଷ୍ଟ୍ର ପରି ଏକ ବଡ଼ ରାଜ୍ୟର ସିଏ ଛଅଥର ଉପମୁଖ୍ୟମନ୍ତ୍ରୀ ଥିଲେ । ବାକି ରହି ଯାଇଥିଲା ମୁଖ୍ୟମନ୍ତ୍ରୀ ପଦ । ସେ ତାଙ୍କ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ଇଚ୍ଛା ସମ୍ପର୍କରେ କହି ବି ଥିଲେ…

ଚିରସ୍ମରଣୀୟ ନଟବର ଜୀ

୨୧ ଜାନୁୟାରୀ ୨୦୨୬ ଆମ ପାଇଁ ଥିଲା ଏକ ଦୁଃଖଦ ଦିନ । ଆମର ପରମପୂଜ୍ୟ ଲେଖକ ତଥା ମାର୍ଗଦର୍ଶକ ବିଶିଷ୍ଟ ଜୈବ ଚାଷୀ ନଟବର ଷଡଙ୍ଗୀ ଆମମାନଙ୍କ ଗହଣରୁ ସବୁଦିନ ପାଇଁ ଚାଲିଗଲେ । ‘ସମଦୃଷ୍ଟି’ ପତ୍ରିକା ଆରମ୍ଭରୁ ଆଜିଯାଏ…

27 Views

କୃଷିର ଜନ୍ମ ରହସ୍ୟ

ଐତିହାସିକ, ନୃତତ୍ତ୍ୱବିତ୍ ବା ପ୍ରତ୍ନତତ୍ତ୍ୱବିତ୍ମାନେ ଗବେଷଣା କରି ପୃଥିବୀରେ ମଣିଷର ଜନ୍ମକାଳ ଆକଳନ କରିଛନ୍ତି । ଐତିହାସିକ ୟୁଭାଲ ନୋଆ ହାରାରିଙ୍କ ଦ୍ୱାରା ଲିଖିତ Sapiens : A Brief History of Humankind (୨୦୧୧) ରେ ଉଲ୍ଲେଖ ଅଛି ୨.୫ନିୟୁତ…

What is wrong with the Seeds Bill 2025?

There are many questions but there is no answer. Bibhuti Pati* makes an analysis of the past attempts by successive governments with regard to legislation on Seeds and echos concerns…

MLA Compensation: Time to Make It Citizen-Centric

Odisha is India’s best-kept secret in many respects. It has been a forerunner in several innovative managerial practices. From implementing power sector reforms to handling natural disasters, Odisha has repeatedly…

62 Views

ଶ୍ରମ ସଂହିତା ନା ଶ୍ରମିକଙ୍କ ପାଇଁ ମୃତ୍ୟୁ ପରୱାନା

ଗତ କିଛିଦିନ ଧରି ଦେଶରେ ଶ୍ରମ ସଂହିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ତିନି ତୁଣ୍ଡରେ କୁକୁରକୁ ଛେଳି ବୋଲି ପ୍ରଚାର କରିବା ଭଳି ସରକାର ବିପୁଳ ଅର୍ଥ ବ୍ୟୟକରି ଉଭୟ ଛାପା ଓ ଇଲୋକ୍ଟ୍ରୋନିକ…

ନେହରୁଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି

(ଭାରତୀୟ ଜନତା ପାର୍ଟି ନେତୃତ୍ୱରେ NDA ସରକାର କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଛି । ଏହାର ପ୍ରଥମ ପର୍ଯ୍ୟାୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ (୧୯୯୬-୨୦୦୪) । କିନ୍ତୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କର ମୃତ୍ୟୁ(୨୭ ମଇ ୧୯୬୪)…

ପୁସ୍ତକ ସମୀକ୍ଷା

କୁଟାଖିଅର ବିପ୍ଳବ : ପ୍ରାକୃତିକ ଚାଷ ପାଇଁ ଏକ ପ୍ରାରମ୍ଭିକ ଗ୍ରନ୍ଥ ଜାପାନୀ ପରିବେଶବିତ୍ ଓ ଦାର୍ଶନିକ ମାସାନୋବୁ ଫୁକୁଓକାଙ୍କର ଏ ପୁସ୍ତକଟି ପ୍ରଥମେ ଜାପାନୀ ଭାଷାରେ ୧୯୭୫ ମସିହାରେ ପ୍ରକାଶିତ ହୋଇଥିଲା । ତାପରେ ୧୯୭୮ରେ ଏହା ଇଂରାଜୀ ଭାଷାରେ…

ରବି ରାୟଙ୍କ ଅବଦାନ ଓ ଭାରତରେ ଗଣତନ୍ତ୍ରର ଭବିଷ୍ୟତ

ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଉଦଘାଟନ ଅବସରରେ ରାଷ୍ଟ୍ରୀୟ ଆଲୋଚନା ଚକ୍ର ତାରିଖ: ୨୫-୨୬ ନଭେମ୍ୱର, ୨୦୨୫, ସ୍ଥାନ: ଲୋହିଆ ଏକାଡେମୀ, ଭୁବନେଶ୍ୱର ପ୍ରଥମ ଦିନ (୨୫ ନଭେମ୍ୱର,୨୦୨୫) ଉଦଘାଟନୀ ଅଧିବେଶନ ଉଦଘାଟନୀ ଅଧିବେଶନର ଅଧ୍ୟକ୍ଷତା କରିଥଲେ ପ୍ରଫେସର ମନୋରଂଜନ ମହାନ୍ତି।…

88 Views

ଏ ପକ୍ଷର ଖବର

ବଡ଼ ଲୋକଙ୍କୁ କ’ଣ କହିବା! ପାଠକେ! ଗୋଟିଏ କଥା ଜାଣନ୍ତୁ । ଏ ବିଶ୍ୱ, ସମୁଦ୍ର ମହାସମୁଦ୍ର, ସାରା ଆକାଶ ଯେତେ ସବୁ ଅଳିହା ହୋଇ ନଷ୍ଟ ହେଉନି, ଏସବୁ ପଛରେ ଏଇ ବଡ଼ ଲୋକମାନେ ଅଛନ୍ତି । ବଡ଼ ଲୋକ…

A belated centenary tribute to Ritwik Ghatak

Just a few days back I saw a proclaiming a celebration of 100 years of the legendary Bengali cinema director Ritwik Ghatak on the entrance gate of School of Social…

86 Views

ପ୍ରଧାନମନ୍ତ୍ରୀଙ୍କ ଭୟ!

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ଭବନ ସମ୍ମୁଖରେ ଗଣମାଧ୍ୟମଗୁଡ଼ିକୁ ଏକତରଫା ସମ୍ବୋଧନ କରି (ଡିସେମ୍ବର ୧, ୨୦୨୫) ବିରୋଧି ଦଳମାନଙ୍କୁ ‘ପରାମର୍ଶ’ ଦେଇ କହିଲେ ଯେ ଏଥର ଯେମିତି ସଂସଦରେ ‘ନାଟକବାଜି’ ନହୁଏ ।…

ଆମ୍ବେଦକର ଯଦି ଜନ୍ମ ନେଇନଥାନ୍ତେ!

ଡଃ ବି.ଆର୍.ଆମ୍ବେଦକର ଭାରତ ଇତିହାସର ଜଣେ କାଳଜୟୀ ବ୍ୟକ୍ତିତ୍ୱ । ଭାରତର ଉଚ୍ଚବର୍ଗର ଲୋକମାନଙ୍କ ପାଇଁ ଏକ ଅପ୍ରୀତିକର ନାମ । ତଥାକଥିତ ଶିକ୍ଷିତବର୍ଗମାନଙ୍କ ପାଇଁ ସେ କେବଳ ସମ୍ବିଧାନର ପ୍ରଣେତା ହିସାବରେ ପରିଚିତ । ଯେଉଁମାନଙ୍କୁ ସେ ଏକ ପରିଚୟ…

ଦେଶୀ ଚାଷ କୁଟୁମ୍ବ ପୋଷ

(୨୦୨୫ ରେ ଭାରତୀୟ କୃଷିର ସ୍ଥିତି ) ଦେଶୀ ଚାଷ କ’ଣ, କାହିଁକି ଓ କିପରି ଜାଣିବା ଓ କରିବା ବର୍ତ୍ତମାନ ପାଇଁ ଜରୁରୀ ମନେହୁଏ । ଭାରତ ଗୋଟିଏ କୃଷିପ୍ରଧାନ ଦେଶ । ଆମ ଦେଶର ଅର୍ଥନୀତି କୃଷି ଉପରେ…