ସ୍ୱାଧୀନ ଭାରତରେ ଆମେ କେତେ ସ୍ୱାଧୀନ?

୧୯୪୭ ମସିହା ଅଗଷ୍ଟ ମାସ ୧୫ତାରିଖ ଦିନ ଭାରତ ଔପନିବେଶିକ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ର ହିସାବରେ ବିଶ୍ୱରେ ପରିଚିତ ହେଲା । ଏହାର ୪୨ବର୍ଷ ପୂର୍ବେ ଔପନିବେଶିକ ବ୍ରିଟିଶ ଶାସନକୁ ପ୍ରତିବାଦ/ପ୍ରତିରୋଧ କରି ସ୍ୱଦେଶୀ ଆନ୍ଦୋଳନ…

ଜାତୀୟ ପତାକାର ପରିକଳ୍ପନା କରିଥିବା ସେହି କୃଷିବିତ୍‌

( ମୂଳଲେଖା- ଇଣ୍ଟରନେଟ୍ / ଭାଷାନ୍ତର - ଇରା ପଟ୍ଟନାୟକ ) ବେଳେ ବେଳେ ହୁଏତ ମନକୁ ଏକଥା ଆସୁଥିବ ଯେ ଆମ ଜାତୀୟ ପତାକାର ପରିକଳ୍ପନା କାହାଦ୍ୱାରା ହୋଇଥିଲା । ତ୍ରିରଙ୍ଗାର ତିନୋଟି ରଙ୍ଗ କାହା ତୂଳୀରୁ ପ୍ରଥମେ ଆସିଥିଲା,…

ଓଡ଼ିଆ ବୋଲି ଏକ ଜାତି ଥିଲା, ତାହାର ବି ଏକ ଭାଷା ଥିଲା

ଆମ ଓଡ଼ିଆ ଦେଶର ରାଜାମାନେ ଆଗେ ସାମ୍ରାଜ୍ୟ ବିସ୍ତାର କରିଥିଲେ ବୋଲି କହି କେହି କେହି ଗର୍ବ ଅନୁଭବ କରନ୍ତି । ଏହି ସାମ୍ରାଜ୍ୟ ବିସ୍ତାର ଗର୍ବର ବିଷୟ ବୋଲି ପାଠ ପଢ଼ିଲା ପିଲାଙ୍କୁ ଶିକ୍ଷା ଦିଆଯାଇଥାଏ । କିନ୍ତୁ ଆମର…

କିଛି ନାଟକ, ଆଉ କିଛି ଆଶା ସମ୍ପର୍କରେ

ଆଜିର ସମୟରେ ନାଟକ କହିଲେ ଆମେ ସାଧାରଣତଃ ଦୁଇଟି ଅନନ୍ୟ ମଂଚ କଳାକାରଙ୍କୁ ବୁଝିଥାଉ; ପ୍ରଥମଟି ଯଦି ନରେନ୍ଦ୍ର ମୋଦି ଦ୍ୱିତୀୟଟି ହେଉଛନ୍ତି ଡ଼ୋନାଲ୍ଡ ଟ୍ରମ୍ଫ୍ । ଜଣେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ଦୁନିଆର ସବୁଠାରୁ ବଡ଼ ମଂଚଟିଏ ପାଇଥିଲାବେଳେ ଅନ୍ୟଜଣକ…

ବିପର୍ଯ୍ୟସ୍ତ କୃଷି ବିପନ୍ନ କୃଷକ

୨୦୦୮ବର୍ଷଟି ଓଡ଼ିଶାର ଚାଷୀକୁଳ ପାଇଁ ଏକ ଦୁର୍ଗତିର ବର୍ଷ ହୋଇଯାଇଛି । ମହାନଦୀ ତ୍ରିକୋଣଭୂମି ଜଳସେଚିତ ଅଞ୍ଚଳ ପାଇଁ ରବିଧାନ ପାଣି ବହୁ ବିଳମ୍ବରେ କେନାଲରେ ଛଡ଼ାଗଲା । ରାଜ୍ୟ ଜଳସମ୍ପଦ ବିଭାଗର ତ୍ରୁଟିପୂର୍ଣ୍ଣ ଜଳନୀତି ଯୋଗୁଁ ପାଣି ଆସିବ-ନ ଆସିବ,…

ଆମେରିକା ସାମ୍ରାଜ୍ୟର ପ୍ରଜା

ଦକ୍ଷିଣ କିମ୍ବା ଲାଟିନ୍ ଆମେରିକା ସାମ୍ରାଜ୍ୟ ଦ୍ୱାରା ଅତ୍ୟଧିକ ପୀଡ଼ିତ ଏବଂ ସମଗ୍ର ବିଶ୍ୱରେ ସେଇ ଅଞ୍ଚଳ ଗୁଡ଼ିକରେ ପ୍ରଚଣ୍ଡ ବିରୋଧ ମଧ୍ୟ ରହିଛି । ଯେଉଁ ସବୁ ବିରୋଧ ରହିଛି ସେଥିରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ବା ସମାଜବାଦ…

ସୁନ୍ଦରବନର ଶୋକ

ବିଭୂତି ପତି ସୁନ୍ଦରବନରେ ଲ୍ୟାଣ୍ଡ୍‌ଫଲ୍ କରି ବାତ୍ୟା ଅମ୍ପନ ରଚାଇଥିଲା ଆତଙ୍କ। ସତ୍‌ଜେଲିଆ, ଲୋଫିଆନ୍‌,କାକ୍‌ ଦ୍ୱୀପ, ସାଗର, ନାମ୍‌ଖାନ୍‌, କୁଲଟାଲି, ପାଥୋର ପ୍ରତିମା, ମୌସୁମୀ, ଘୋରମରା, ଫ୍ରାସେରଗଞ୍ଜ, ବଖାଲି, ଜି-ପ୍ଲଟ୍‌, ରାଇଡ଼ିଘି ଏବଂ ଦୟାପୁର ଦ୍ୱୀପ ସମୁହ ଅମ୍ପନର ଆକ୍ରମଣରେ ଆହତ…