ନିର୍ବାଚନ ଓ ଦୁର୍ନୀତି
ଆମଦେଶର ମୂଳ ଆଧାର କୃଷି ଓ ନିର୍ବାଚନ । କୃଷିକ୍ଷେତ୍ର ନିବେଶ ଓ ଋଣର ଆବର୍ତ୍ତୀ କୁଚକ୍ର ମଧ୍ୟରେ ଗତିଯୋଗୁଁ କ୍ରମାଗତ କ୍ଷତିକୁ ସହି ନପାରି ବହୁ କୃଷକ ପରିବାରକୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ହେଉଛି । ଆମ…
ନିର୍ବାଚନୀ ପାଣ୍ଠିର ସମୀକ୍ଷା ଦରକାର
ଶାସକ ରାଜନୈତିକ ଦଳମାନେ ଯେ ରାଜ୍ୟର ବା ଦେଶର ଅସଲ ବିକାଶ ପାଇଁ ଖଣିଜ ପ୍ରକଳ୍ପ ବା ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆସୁଥିବା କମ୍ପାନୀମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ବା ପ୍ରୋତ୍ସାହିତ କରୁଛନ୍ତି; ଏଭଳି କଥାଟିକୁ ସହଜରେ ଗ୍ରହଣ କରିହେଉ ନାହିଁ…
ଢିଙ୍କିଆ ଏକ ନୂତନ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରୁ!
୨୨ ଜୁନ୍ ,୨୦୦୫ ଦିନ ରାଜ୍ୟ ସରକାର ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ସହିତ ଏକ ବୁଝାମଣା ପତ୍ର ବହୁ ଆଡ଼ମ୍ବର ସହ ସ୍ୱାକ୍ଷର କରିଥିଲେ । ଉଚ୍ଚ ସ୍ୱରରେ ଘୋଷଣା କରାଗଲା ଯେ ୫୨ହଜାର କୋଟି ଟଙ୍କାର ବିଦେଶୀ ମୁଦ୍ରା…
ପ୍ରଗତି ଓ ସାର୍ବଭୌମତ୍ୱ ଆଜି ସଙ୍କଟରେ
ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣର ବିଶ୍ୱବ୍ୟାପୀ ପ୍ରକ୍ରିୟା ମଧ୍ୟରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ପାର୍ଥକ୍ୟ ତୀବ୍ର ହେବାରେ ଲାଗିଛି । ବିଶ୍ୱର ବିଭିନ୍ନ ଶିଳ୍ପୋନ୍ନତ ରାଷ୍ଟ୍ର ସେମାନଙ୍କ ଅର୍ଥନୈତିକ ମାୟାଜାଲ ନାନା ଭାବେ ବିଛାଇ ଚାଲିଛନ୍ତି । ବିଶ୍ୱର ଅର୍ଥନୈତିକ…
ସଂଶୟରେ ଭାଗଚାଷୀର ପରିଚୟ
ବନ୍ୟା, ବାତ୍ୟା ଓ ଅଦିନିଆ ବର୍ଷା ଏସନ ଚାଷୀମାନଙ୍କ କଙ୍କାଳ ଭାଙ୍ଗି ସାରିଲାଣି । ଭାଗଚାଷୀମାନଙ୍କ କଥା ପୁଣି କହିଲେ ନସରେ । ଭାଗଚାଷୀମାନେ ଚାଷରେ କେତେ ଖର୍ଚ୍ଚକଲେ, କେତେ ଅମଳ କଲେ, ଆଉ କେତେ ଜମିମାଲିକଙ୍କୁ ଦେବେ, ତହିରୁ କେତେ…
ଫକୀରମୋହନଙ୍କ ଗଳ୍ପରେ ସାମାଜିକ ବାସ୍ତବତା
କଥା ସାହିତ୍ୟରେ ସମ୍ରାଟଭାବେ ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟରେ ଜଣେ ପରିଚିତ । ଏହି ମହାନବ୍ୟକ୍ତିଙ୍କ ଜନ୍ମ ହୋଇଥିଲା, ଯେଉଁ ସମୟରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଲୁପ୍ତ ମୁଖ ହୋଇ ଇଂରାଜୀ ସରକାରଙ୍କ ବିଦ୍ୟାଳୟ ସ୍ଥାପନ ଓ ବଙ୍ଗୀୟମାନଙ୍କ…
ନାରୀ ଆନ୍ଦୋଳନର ଜନ୍ମଦାତ୍ରୀ ଶୂଦ୍ର ନାରୀ: ଦେଶର ପ୍ରଥମ ଶିକ୍ଷୟିତ୍ରୀ
ଶୂଦ୍ର ହୋଇ ସେ କାହିଁକି ବେଦ ପଢ଼ିଲେ? ଏହା ଥିଲା ଶମ୍ଭୁକଙ୍କ ଅପରାଧ! ଏଇଥିପାଇଁ ରାଜା ରାମଚନ୍ଦ୍ର ତାଙ୍କ ମୁଣ୍ଡ କାଟ କରିଥିଲେ । ସେହି ଶୂଦ୍ରକୂଳରେ ଜନ୍ମ ସାବିତ୍ରୀବାଈଙ୍କର । ଜନ୍ମ ସ୍ଥାନ ହେଉଛି ମହାରାଷ୍ଟ୍ରର ପୁଣେ ସହରଠାରୁ ୫୦…
ଆଫସ୍ପା ଆଇନର ଯଥାର୍ଥତାକୁ ନେଇ ପ୍ରଶ୍ନ
ଆସାମ ରାଇଫଲସର ସେନାଙ୍କ ଦ୍ୱାରା ନାଗାଲାଣ୍ଡର ମୋନ ଜିଲ୍ଲାରେ ଡିସେମ୍ୱର ୪ ଓ ୫, ୨୦୨୧ରେ ୧୪ଜଣ ନିରସ୍ତ୍ର ନିରୀହ ନାଗରିକଙ୍କ ନିର୍ମମ ହତ୍ୟାପରେ ଦେଶରେ ଆଫସ୍ପା ଆଇନ ବଳବତ୍ତର ରହିବାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହୋଇଛି । ନାଗାଲାଣ୍ଡ…
ଅସମାନତା ଆଇନାରେ ଭାରତ
ନିକଟରେ ପ୍ରକାଶିତ ବିଶ୍ୱ ଅସମାନତା ରିପୋର୍ଟରେ ଭାରତ ସମେତ ବିଶ୍ୱରେ ଆର୍ଥିକ ଅସମାନତାର ଏକ ଚିନ୍ତାଜନକ ଚିତ୍ର ସାମନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱରେ ଆର୍ଥିକ ଅସମାନତାର ବ୍ୟବଧାନ ଯେଉଁ ପରିମାଣରେ ଗଭୀର ହୋଇଛି, ସେପରି ବିଂଶ ଶତାବ୍ଦୀର…
ଧର୍ମ ସଂସଦ : ସାମ୍ପ୍ରଦାୟିକ ବିଦ୍ୱେଷର ଉଦ୍ଗାର ଓ ମହାତ୍ମା ଗାନ୍ଧୀଙ୍କୁ ଗାଳି
କୃଷକ ଆନ୍ଦୋଳନର ପୃଷ୍ଠଭୂମିରେ ଗାନ୍ଧୀଙ୍କ ଅହିଂସକ ମାର୍ଗରେ, ଶାନ୍ତିପୂର୍ଣ୍ଣ ଭାବରେ, ଜାତି, ଧର୍ମନିର୍ବିଶେଷରେ କୃଷକ ସମାଜ ଏକାଠି ହୋଇ ଦିଲ୍ଲୀ ସୀମାରେ ୩୮୦ ଦିନ ବସି ସରକାରଙ୍କୁ ନୁଆଁଇ ଦେବା ପରେ ଓ ଏଥିପାଇଁ ଆନେ୍ଦାଳନର ନେତୃତ୍ୱରେ ଥିବା ସଂଯୁକ୍ତ କିଷାନମୋର୍ଚ୍ଚାକୁ…
ଭାରତୀୟ ଅର୍ଥନୀତିର ବିଭୀଷିକା
ଅର୍ଥନୈତିକ ଅସମାନତା, ଦାରିଦ୍ର୍ୟ, ଦୁଃସ୍ଥିତି ଭିତରେ ଛଟପଟ ଭାରତ । ଫେଲ୍ ମାରିଛି ସମସ୍ତ ସ୍ଲୋଗାନ । ରାଜନୀତିର କୁଟୀଳ କାୟା ଭିତରେ ସମସ୍ତ ରଙ୍ଗିନ ସ୍ୱପ୍ନ ଉପରେ ଘୋଟିଛି କଳାବାଦଲ । ବ୍ୟକ୍ତିଗତ ମୁନାଫାର ଶୃଙ୍ଖଳରେ ବନ୍ଦୀ ହେବାରେ ଲାଗିଛି…
ଢିଙ୍କିଆ ସଙ୍ଘର୍ଷ: ପୃଥିବୀର ଭବିଷ୍ୟତ ଲାଗି ଏକ ଜନ ଆନ୍ଦୋଳନ
“ଆମଗାଁରେ ଆମେ କମ୍ପାନୀ କି କମ୍ପାନୀର ଦଲାଲ ପୋଲିସକୁ ପଶେଇ ଦେବୁ ନାହିଁ”–ଏକାସାଙ୍ଗରେ ପ୍ରାୟ ତିନିଶହ ମହିଳାଙ୍କର ସଂକଳ୍ପ ଇଏ । ଆମକୁ ଦେଖି ସେମାନେ ଆହୁରି ବଡ଼ପାଟିରେ ଏଇ ସମାନ କଥା କହି ଚାଲିଥିଲେ । ସେମାନଙ୍କ ସ୍ୱରରେ ଯେଉଁ…
ଗାଁ ଭାଙ୍ଗିବା ନା ଗାଁ ଗଢ଼ିବା?
ଛୋଟ ମୋର ଗାଁଟି ଇତିହାସ, ଭୂଗୋଳ ପୋଥିରେ ନଥାଉ ପଛେ ତାର ନାଁ, କିନ୍ତୁ ମୋ ଗାଁପ୍ରତି ଭଲପାଇବା ମୋର ହୃଦୟମନରେ କୋଣ ଅନୁକୋଣରେ ରହିଛି, ଶୈଶବର ବିଢାଇଥିବା ଗାଁ ଦାଣ୍ଡର ପ୍ରତିଟି ମୁହୂର୍ତ୍ତ, ପ୍ରାକ୍ ଯୌବନର ସାଙ୍ଗସାଥୀ ମେଳରେ କଟାଇଥିବା…
ଗଣମାଧ୍ୟମର ଭୂମିକାକୁ ନେଇ ପ୍ରଶ୍ନ!
ଗଣତନ୍ତ୍ରକୁ ଅଧିକ ଗଣମୁଖୀ ତଥା ସମ୍ବେଦନଶୀଳ କରାଇବା ବା ଅନ୍ତତଃ ସଠିକ୍ ରାସ୍ତାରେ ରଖିବା ପାଇଁ ସରକାର ଓ ସମାଜ ଉଭୟଙ୍କ ପାଇଁ ଏକ ଜାଗ୍ରତପ୍ରହରୀ ଭଳି କାମକରିବା ହେଉଛି ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ । କିନ୍ତୁ ଆଜିର ଦିନରେ ବିଶ୍ୱର…
ନବକୃଷ୍ଣ ଚୌଧୁରୀ କ’ଣ ଦୁରାଚାରୀ?
ଦୈନିକ ଖବରକାଗଜ ସମାଜରେ ପ୍ରକାଶିତ (୧୯/୫/୨୦୦୯) ମୂଳଲେଖା ଓ ଏହା ଉପରେ ସମ୍ପାଦକଙ୍କୁ ପ୍ରକାଶିତ ଦୁଇଟି ପତ୍ର (୧/୬/୨୦୦୯ ଓ ୧୬/୬/୨୦୦୯)ଏହି ପ୍ରବନ୍ଧଟି ଲେଖିବା ପାଇଁ ଲେଖକକୁ ବାଧ୍ୟ କରିଛି । ମୂଳଲେଖାଟିର ଶିରୋନାମା ‘ତେସ୍ତରୀ ବର୍ଷର ସ୍ୱତନ୍ତ୍ର ଓଡ଼ିଶା: କଷଣ…

Recent Comments