ଜଙ୍ଗଲର ସାମାଜିକ ଜୀବନ!
ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ କେନ୍ଦ୍ର ପରିବେଶ-ଜଙ୍ଗଲ-ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପରିବେଶ ପ୍ରଭାବ ଆକଳନ (ଇ.ଆଇ.ଏ) ପ୍ରସ୍ତାବିତ ବିଲ୍ ସମ୍ପର୍କରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ପୁନର୍ବିଚାର କରିବା ପାଇଁ ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ମତାମତ ମଧ୍ୟ ଲୋଡ଼ିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ…
ଗଣିତଜ୍ଞ ରାମାନୁଜନଙ୍କ ମୃତ୍ୟୁ ପରେ ପରିବାର ଭିତରୁ ତିନୋଟି ପତ୍ର
ଶ୍ରୀନିବାସ ରାମାନୁଜନ (ଜନ୍ମ ୨୨ଡିସେମ୍ବର ୧୮୮୭- ମୃତ୍ୟୁ ୨୬ ଏପ୍ରିଲ ୧୯୨୦) ଙ୍କର ୧୩୩ତମ ଜନ୍ମବାର୍ଷିକୀ ୨୨ଡିସେମ୍ବର ୨୦୨୦ ଦିନ ପାଳନ ହୋଇଯାଇଛି ଓ ୧୦୦ତମ ମୃତୁ୍ୟବାର୍ଷିକୀ ପାଳନ ହୋଇଯାଇଛି ୨୬ ଏପ୍ରିଲ ୨୦୨୦ ଦିନ । ମୃତ୍ୟୁ ବେଳକୁ ରାମାନୁଜନଙ୍କ…
କୃଷକର କାନ୍ଦ ଓ ସରକାରଙ୍କର ନାନାବାୟା ଗୀତ
ଖରିଫ ଧାନ କିଣିବା ପାଇଁ ମଣ୍ଡି ସବୁ ଖୋଲି ସାରିଲାଣି । ମଣ୍ଡିର ପରିବେଶ ଜଣେ ତଥ୍ୟାଭିଜ୍ଞ ବ୍ୟକ୍ତିଙ୍କୁ ଅଲଗା ଦେଖାଯିବ । କାରଣ ସରକାର କରିଥିବା ନିୟମ ମୁତାବକ ମଣ୍ଡି ଗଲେ ନାହିଁ । ଧାନ ମଣ୍ଡିକୁ ଆସେ ଓ…
ଏକ ଐତିହାସିକ କୃଷକ ଆନ୍ଦୋଳନ
ରାଜଧାନୀ ଦିଲ୍ଲୀର ସୀମା, ଏବେ ଦେଶର କୃଷକ ଆନ୍ଦୋଳନର ଦୁର୍ବାର ଘାଟୀରେ ପରିଣତ ହୋଇଯାଇଛି । ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ଗତ ଚାରି ସପ୍ତାହରୁ ଅଧିକ ସମୟ ଧରି ଅବରୋଧ କରି ପଞ୍ଜାବ, ହରିଆନା, ୟୁପି ଓ ରାଜସ୍ଥାନ…
କେରଳରେ ବିକଳ୍ପ କୃଷିବଜାର ବ୍ୟବସ୍ଥା
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଟି କୃଷି ଆଇନକୁ ଆଲୋଚନା କରି ବିରୋଧ ପ୍ରସ୍ତାବ ପାରିତ କରିବା ପାଇଁ ଆହୂତ କେରଳ ବିଧାନସଭାର ବିଶେଷ ଜରୁରୀକାଳୀନ ଅଧିବେଶନକୁ ରାଜ୍ୟପାଳ ଅନୁମତି ପ୍ରଦାନ ନ କରିବା ପରେ ଏକ ନୂତନ ବିବାଦର ସୂତ୍ରପାତ…
ଗଣତନ୍ତ୍ର କାହିଁ!
ଡିସେମ୍ବର ୮,୨୦୨୦ ଦିନ ସଙ୍ଘ ପରିବାର ସମର୍ଥିତ ସ୍ୱରାଜ୍ୟ ପତ୍ରିକା ତରଫରୁ ଆୟୋଜିତ ଏକ ଅଧିବେଶନରେ ଉଦବୋଧନ ଦେଇ ନିତି ଆୟୋଗର ଉପାଧ୍ୟକ୍ଷ ଅମିତାଭ କାନ୍ତ କହିଥିଲେ ଯେ ଭାରତରେ ‘ମାତ୍ରାଧିକ ଗଣତନ୍ତ୍ର’ ଯୋଗୁଁ କଠିନ ସଂସ୍କାର କାର୍ଯ୍ୟକ୍ରମ ଆଗେଇ ପାରୁନାହିଁ…
କଲମଧାରୀ ମୁକ୍ତିଯୋଦ୍ଧା – ଶିଶିର କୁମାର ଘୋଷ ଓ ମୋତିଲାଲ ଘୋଷ
ଶିଶିର କୁମାର ଘୋଷ (୧୮୪୦-୧୯୧୧) ଏବଂ ତାଙ୍କ ସାନ ଭାଇ ମୋତିଲାଲ ଘୋଷ (୧୮୪୫-୧୯୨୨) ଅମି୍ରତ(ବଙ୍ଗଳା ଉଚ୍ଚାରଣ: ଅମ୍ରିତ, ଓଡ଼ିଆରେ ଅମୃତ) ବାଜାର ପତ୍ରିକା ନାଁରେ ଏକ ସାପ୍ତାହିକ ଖବରକାଗଜ ପ୍ରକାଶ କରିଥିଲେ । ବଙ୍ଗଳା ଭାଷାରେ ୧୮୬୮ ଫେବୃଆରୀ ୨୦ରେ…
ଭାରତୀୟ କୃଷି ଇତିହାସରେ ଲଙ୍ଗଳ, ବଳଦ ଓ ଶଗଡ଼
ମେସୋପଟାମିଆର ସୁମେରିୟମାନେ ପ୍ରଥମେ ଲଙ୍ଗଳରେ ଗାଈ ବା ଷଣ୍ଢ ଯୋଚି ଚାଷ ଆରମ୍ଭ କରନ୍ତି । ପଶ୍ଚିମଏସିଆରୁ ଲଙ୍ଗଳ ୟୁରୋପ, ମିଶର, ଭାରତ, ଚୀନ ଓ ଜାପାନରେ ପହଂଚେ । (ଏ ହିଷ୍ଟ୍ରି ଅଫ ଏଗ୍ରିକଲଚର ଇନ୍ ଇଣ୍ଡିଆ -ଏମ୍.ଏସ.ରାନ୍ଧୱା ଭଲ୍ୟୁମ.୧…
ଅବିଶେଷଜ୍ଞ ଦୃଷ୍ଟିରେ କେନ୍ଦ୍ର ବଜେଟ ୨୦୨୨-୨୩ ପ୍ରବେଶ ପୂର୍ବରୁ ପଳାୟନ
ପ୍ରବେଶ ପୂର୍ବରୁ ପଳାୟନ ଏହି ଶିରୋନାମାରେ ଲିଖିତ ପ୍ରଥମ ପ୍ରବନ୍ଧରେ ଅମୃତ କାଳରେ ଆମ ଦେଶ ପ୍ରବେଶ କରୁଛି ବୋଲି ଦାବୀ ବଜେଟରେ କରାଯାଉଥିବା ବେଳେ ଆମ ଦେଶ କିପରି ଘାତକ ବୈଷମ୍ୟ ଦ୍ୱାରା ସଙ୍କ୍ରମିତ ଓ ବିସ୍ଫୋରକ ବେରୋଜଗାରୀ ଉପରେ…
ଢିଙ୍କିଆ ଜନ ଆନ୍ଦୋଳନ ପରିପ୍ରେକ୍ଷୀରେ ‘ରାଷ୍ଟ୍ର ଦମନ ଓ ବ୍ୟକ୍ତି ସ୍ୱାଧୀନତା’
ବିକାଶ ନାମରେ ବିନାଶଲୀଳା ଚଳାଇଥିବା ଯେକୌଣସି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ସଂଗଠନ, ରାଜନୈତିକ ଦଳର ନେତା ଓ କର୍ମୀ, ସାମାଜିକ ଓ ମାନିବକ ଅଧିକାର କର୍ମୀଙ୍କୁ ଯେତେବେଳେ ଆଜି ଦେଶଦ୍ରୋହୀ, ବିକାଶ ବିରୋଧୀ କିମ୍ବା ମାଓବାଦୀର ମୋହର ଲଗାଇ…
ଡ଼ଃ. ହୁସେନ୍ ରବିଗାନ୍ଧୀଙ୍କ କବିତାରେ ନାରୀ
କବି ଡ଼ଃ ହୁସେନ୍ ରବିଗାନ୍ଧୀ ଆଧୁନିକ ଓଡ଼ିଆ ପ୍ରଗତିବାଦୀ କାବ୍ୟଧାରାରେ ଏକ ପ୍ରତିଷ୍ଠିତ ନାମ । କ୍ରାନ୍ତିକାରୀ କବିତା ରଚନା କରିବାରେ ଜଣେ ସଫଳ ସ୍ରଷ୍ଟା । ସେ ଏକ ସାହିତ୍ୟାନୁରାଗୀ ନିମ୍ନ ମଧ୍ୟବିତ୍ତ ମଫସଲ ପରିବାରେ ଜନ୍ମଗ୍ରହଣ କରନ୍ତି ।…
ଜହ୍ନରାତି ଓ ଛାଇ ଆଲୁଅର ମଣିଷ
ମୋ ବାଲକୋନୀ ରୁ ଶରତ ପୂର୍ଣ୍ଣିମାର ଜହ୍ନକୁ ଦେଖିବାରେ ମୁଁ ନିରାଶ ହୁଏ । ଯେତେ ଚେଷ୍ଟାକଲେ ବି ସହରର ସୁଉଚ୍ଚ ଅଟ୍ଟାଳିକା ପ୍ରକୃତିର ଚେହେରାକୁ ଉପଭୋଗ କରିବାର ଗୋଟେ ବଡ଼ ବାଧକ । ହେଲେ ସେଇ ଜହ୍ନରାତି ମୋ ପିଲାଦିନର…
ସାମାଜିକ ଗଣମାଧ୍ୟମରେ ମହିଳା ବିରୋଧୀ ନବ ମାନସିକତାର ପ୍ରତିଫଳନ
ଗତ ବର୍ଷ ବଲାଙ୍ଗୀରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ମାମୁଁଙ୍କ ଘରକୁ ବନ୍ଧୁକ ସହିତ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ପ୍ରବେଶ କରିବା ସହ ସେଠାରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିଲେ । ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ…
ନିର୍ବାଚନରୁ ଶିକ୍ଷା!
ଏବେ ଦେଶରେ ପାଂଚଟି ରାଜ୍ୟର ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷିତ ହୋଇସାରିଛି । ସେ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ମଧ୍ୟ ଅଛନ୍ତି । ଠିକ୍ ଏହି ସମୟରେ ଓଡ଼ିଶାରେ ତ୍ରିସ୍ତରୀୟ…
ଏ ଉପଦେଶ କ’ଣ ପାଇ
ଅଧିକାର ଏବଂ ଅଧିକାର ପାଇଁ ଲଢ଼େଇରେ ଗତ ୭୦ବର୍ଷରେ ଅନେକ ସମୟ ବ୍ୟୟ ହୋଇଛି ଏବଂ ସେଥିରେ ଭାରତ ଦୁର୍ବଳ ହୋଇଛି । ଦେଶର ଅଧିକାଂଶ ଲୋକ ନିଜର ଅଧିକାର ଆଦାୟ କରିବା ପାଇଁ ଯେତେ ଚେଷ୍ଟା କରିଛନ୍ତି, କର୍ତ୍ତବ୍ୟ ସେଭଳି…
ଋଷର ୟୁକ୍ରେନ୍ ଯୁଦ୍ଧ ଓ ନାଟୋର ଯଥାର୍ଥତା
ଗତ କିଛିମାସ ଧରି ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଶେଷରେ ଯୁଦ୍ଧର ରୂପ ନେଇଛି । ଆମେରିକା ଓ ତାର ସହଯୋଗୀ ପାଶ୍ଚାତ୍ୟ ଦେଶମାନଙ୍କ ଚେତାବନୀ ସତ୍ତ୍ୱେ ଋଷ ଜଳ, ସ୍ଥଳ ଓ ଆକାଶମାର୍ଗରୁ ୟୁକ୍ରେନ ଉପରେ…

Recent Comments