ସଉରା ଲିପି ସୋରାଙ୍ ସୋମ୍ପେ୍ ଓ ଗୁରୁ ମାଙ୍ଗାଇ ଗମାଙ୍ଗ

ଭାଷାର ସମୃଦ୍ଧି ତା'ର ସାହିତ୍ୟରୁ ଜଣା ଯାଇଥାଏ । ଯେଉଁ ଭାଷାର ସାହିତ୍ୟ ଯେତେ ଉନ୍ନତ ସେହି ଜାତି ସେତେ ସମୃଦ୍ଧ । ସାହିତ୍ୟ ପୁଣି ହେଉଛି ଗୋଟିଏ ଦେଶ ବା ଜାତିର ସାମାଜିକ, ସାଂସ୍କୃତିକ ଏବଂ ଆର୍ଥନୀତିକ ଅବସ୍ଥାର  ଇତିହାସ…

ଦୂରଦୃଷ୍ଟିହୀନ ବଜେଟ୍

ଗତ ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ଉପସ୍ଥାପନା କରିଛନ୍ତି । ଗବ ବର୍ଷ ବଜେଟ ଉପସ୍ଥାପନ ବେଳେ ଅର୍ଥନୀତି ମାନ୍ଦାବସ୍ଥା ଓ ମନ୍ଥର ଅଭିବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଥିଲା । କିନ୍ତୁ ବର୍ତ୍ତମାନ କରୋନା ମହାମାରୀର…

ବିଦ୍ୟାଳୟ ଖୋଜୁଛି ସିକସରୁ

ସିକସରୁ ହେଉଛି ଏକ ପଡ଼ାଗାଁ ରାୟଗଡ଼ା ଜିଲ୍ଲା, ମୁନିଗୁଡ଼ା ବ୍ଲକର । ଗାଁର ସମୁଦାୟ ୨୨ଘର ଆଦିବାସୀ । ମୁନିଗୁଡ଼ା ବ୍ଲକ୍ରୁ କୁମୁଡ଼ାବାଲି ରାସ୍ତାରେ ଆଗକୁ ଆଗକୁ ଯାଇ ଜଗଦଳପୁର ଛକ ଠାରୁ ୫ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କଲେ…

ଜଙ୍ଗଲନାମା

ଭାନୁ ମାଝୀ ଜଣେ ସିଆନ ସିଆଲମାଲ ଗାଁର । ଗାଁଟି ରାଜସ୍ୱ ଖାତାରେ ଚଢ଼ି ନାହିଁ । ଜଙ୍ଗଲବିଭାଗ ଲୋକଙ୍କ ସହ ସଂଘର୍ଷ ହୋଇଗଲା । ଗାଁ ତିନୋଟି ପଡ଼ାର ଷାଠିଏ ପରିବାରଙ୍କ ନିକଟରେ ବିକଳ୍ପ ନ ଥିଲା । ପାହାଡ଼…

ପାହାଡ଼ର ସନ୍ଥ

ଗୁଡ଼ାରାଇଜ ବା ଗୁଡ଼ାଉପର ଏକ ବିସ୍ତୀର୍ଣ୍ଣ ପାର୍ବତ୍ୟାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ଦୁଇଟି ରାଜ୍ୟକୁ ଘେରି ରହିଛି । ଓଡ଼ିଶା ରାଜ୍ୟ ମିଶ୍ରଣ ସମୟରେ ଖଡ଼ିଆଳ ରାଜ୍ୟ ବା ପୂର୍ବ ଖଡ଼ିଆଳ ଜମିଦାରୀ ଓଡ଼ିଶା ରାଜ୍ୟରେ ମିଶିବା ହିଁ ଗୁଡ଼ାରାଇଜକୁ ଦୁଇଭାଗ…

ସମଲେଶ୍ୱରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ଧର୍ମ ନାମରେ ପୁଣି ବଳି ପଡିବେ କି ଅନୁସୂଚିତ ଜାତିର ମଣିଷ?

ଧର୍ମ ନାମରେ ପୁଣି ବଳି ପଡ଼ିବେ କି ଅନୁସୂଚିତ ଜାତିର ମଣିଷ? ନା ଥଇଥାନ ବେଳେ ଆଜି ପର୍ଯ୍ୟନ୍ତ କରାଯାଇଥିବା ଅବହେଳାର କ୍ଷତିପୂର୍ତ୍ତୀ ହେବ । କାରଣ ସମଲେଶ୍ୱରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବେ ସମ୍ବଲପୁର ସହରରେ ସ୍ଥିତ…

ରେଢ଼ାଖୋଲର ଆଖୁଚାଷୀ ଓ ବନବିଭାଗ

ଆଲେଖ୍ୟର ଶୀର୍ଷକକୁ ଦେଖିଲେ ଆଖୁଚାଷୀ ଓ ବନବିଭାଗ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକଙ୍କ ମନରେ ଭିନ୍ନ ଭିନ୍ନ ଭାବନା ଆସୁଥିବ! ବିଷୟଟି ମୋର ଅଜଣା ହୋଇଥିଲେ ସମଦଶା ମୋର ମଧ୍ୟ ହୁଅନ୍ତା । ତେବେ ଅଳ୍ପ ଦିନ ପୂର୍ବରୁ ଏହି…

ଗଣତନ୍ତ୍ର, ସ୍ୱୈରତନ୍ତ୍ର ଓ ଭିଡ଼ତନ୍ତ୍ର

ଗଣତନ୍ତ୍ର ଆଉ ଭିଡ଼ତନ୍ତ୍ର ଭିତରେ ଫରକଟା କ’ଣ ତାର ଚାକ୍ଷୁସ ଉଦାହରଣ ଦେଖାଗଲା ଆମେରିକାର କ୍ୟାପିଟାଲ ହିଲ୍ରେ । ପୃଥିବୀର ସବୁଠୁଁ ବଡ଼ ଆଉ ଧନୀ ଗଣତାନ୍ତ୍ରିକ ଦେଶ ହେଲା ଆମେରିକା । ଏକ ମଡ଼େଲ୍ ଗଣତାନ୍ତ୍ରିକ ଦେଶ ଭାବରେ ଆମେରିକାକୁ…

ଓଡ଼ିଶାରେ ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼: ଯନ୍ତ୍ରଣା ଅଧିକ- କୌଣସି ଲାଭ ନାହିଁ

୧୨ ନଭେମ୍ବର ୨୦୨୦ ମସିହା, ଆତ୍ମନିର୍ଭର ଭାରତ ପ୍ୟାକେଜ୍ ବିଷୟରେ ତାଙ୍କର ଘୋଷଣାନାମାରେ ନିର୍ମଳା ସୀତାରମଣ କହିଛନ୍ତି ଯେ ‘ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼’ ଯୋଜନା ବର୍ତ୍ତମାନ ୨୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ କାର୍ଯ୍ୟକାରୀ ହେବାକୁ ଯାଉଛି ।…

ଏ ଜନରାଜ୍ୟ କାହାର!

ଜାନୁଆରୀ ୨୬,୨୦୨୧ ଦିନ ରାଜଧାନୀ ଦିଲ୍ଲୀରେ ସ୍ୱାଧୀନତା ପରବର୍ତ୍ତୀ ଇତିହାସରେ ପ୍ରଥମ ଥର ପାଇଁ ଏକ ଅଭୂତପୂର୍ବ କୃଷକ ଯାତ୍ରା ଦେଖିବାକୁ ମିଳିଥିଲା । ଏଥିରେ ଉତ୍ତରଭାରତ ଚାଷୀମାନଙ୍କ ନେତୃତ୍ୱରେ ଏକ ଟ୍ରାକ୍ଟର ଶୋଭାଯାତ୍ରାରେ ଦେଶର ହଜାର ହଜାର କୃଷକ ହାତରେ…

କାରଖାନା ସ୍କୁଲରୁ ମୋହଭଙ୍ଗର ସମୟ

ଓଡ଼ିଶାରେ ୨୦୨୩ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବିଶ୍ୱ ନୃତାତ୍ତ୍ୱିକ କଂଗ୍ରେସ’ (ୱାକ)ର ଅନ୍ୟତମ ଆମନ୍ତ୍ରକ (ହୋଷ୍ଟ) ଭାବେ ଭୁବନେଶ୍ୱରସ୍ଥିତ ଏକ ବୃହତ୍ ଆଦିବାସୀ ଶିକ୍ଷାନୁଷ୍ଠାନ କିସ୍ ମନୋନୀତ ହୋଇଥିଲେ ବି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ରୁ ଉର୍ଦ୍ଧ ଆଦିବାସୀ…

ଲୋକତନ୍ତ୍ରର ସୁରକ୍ଷା ପାଇଁ ଐତିହାସିକ କୃଷକ ସତ୍ୟାଗ୍ରହ

ନଭେମ୍ବର ୪ର୍ଥ ସପ୍ତାହରୁ ପଞ୍ଜାବ-ହରିଆନାରୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେଲା, କେନ୍ଦ୍ର ସରକାର ଦିଲ୍ଲୀ ପୋଲିସକୁ ବ୍ୟବହାର କରି ପ୍ରତିରୋଧ କରିବାକୁ ଯାଇ ଶୀତର ପ୍ରକୋପରେ ଚାଷୀଚାଲୁ ଥିବାବେଳେ ଥଣ୍ଡା ପାଣିଛାଟିକା ମାରିବା ସହ ହାଇୱେକୁ ଖୋଳି ପକାଇଲା…

‘ଟିକା ଜାତୀୟତାବାଦ’

‘ଟିକା ଜାତୀୟତାବାଦ’ ଯାହାକୁ ଇଂରାଜୀରେ ଭ୍ୟାକ୍ସିନ୍ ନ୍ୟାସ୍ନାଲ୍ଜିମ୍ କୁହାଯାଉଛି, ତାହାର ଶିକାର କେବଳ ଯେ ଆମ ଦେଶର ନିରୀହ ମଣିଷମାନେ ହେଉଛନ୍ତି, ତାହା ନୁହଁ । ଭାରତୀୟ ଶିକ୍ଷାରେ ବୈଜ୍ଞାନିକ ମନୋଭାବ ବା ପ୍ରଶ୍ନ କରିବାର ମାନସିକତାର ସାମାନ୍ୟତମ ସ୍ଥାନ ନାହିଁ,…

ସେମିଗାଲୁ: ଗୋଟେ ଗାଁର ନାଁ

ଏକ ଜଙ୍ଗଲ,ପାହାଡ଼ ଓ ଝରଣା ଘେରା ଗାଁ ସେମିଗାଲୁ । ଗାଁକୁ ଯିବାପାଇଁ ହେଲେ ମୁନିଗୁଡ଼ାରୁ ରାୟଗଡ଼ ଭବାନୀପାଟଣା ରାସ୍ତାରେ ୨୫ କିଲୋମିଟର ଗଲା ପରେ ପଡ଼େ ଅମ୍ବାଦଳା ବଜାର । ଏହିଠାରୁ ରଘୁବାରିର ବିରାଟ ସୁଉଚ୍ଚ, ସର୍ପିଳ ଘାଟିରାସ୍ତା ପାର…

ସାଗର ଲହରୀ ରାଜାଦେଶକୁ ଅପେକ୍ଷା କରେ ନାହିଁ

ସେ ତାଙ୍କ ଚାରିପଟେ ଯାହା ଦେଖୁଥିଲେ ସେ ସବୁର ସେ ଅଧିଶ୍ୱର ଥିଲେ ଓ ସେହି କାରଣରୁ ଲୋକେ ତାଙ୍କୁ ସମ୍ମାନ ଦେଉଥିଲେ । କିମ୍ବଦନ୍ତୀର ସେହି ରାଜା କାନ୍ୟୁଟ୍ ଥରେ ସମୁଦ୍ର ତରଙ୍ଗକୁ ନିର୍ଦ୍ଧେଶ ଦେଇଥିଲେ ଯେ ସେ ଆଗକୁ…

ଭାଗଚାଷୀଙ୍କ ଭାଗ ନାହିଁ!

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପରେ ଏମଏସପି ରୁ ବଞ୍ଚିତ ଆଶଙ୍କାରେ ବର୍ତ୍ତମାନ ଦିଲ୍ଲୀର ରାଜରାସ୍ତାରେ ହଜାର-ହଜାର ଚାଷା । ଶୀତ ଦିନର ସକାଳେ ଥଣ୍ଡା ପାଣିର ଆକ୍ରମଣ, ଲାଠିମାଡ଼, ସରକାରୀ ଦଳର ସୋସିଆଲ ମିଡ଼ିଆ ଗ୍ରୁପ ପକ୍ଷରୁ ଲଗାତାର…