ପ୍ରତିମୂର୍ତ୍ତି ପ୍ରତିଷ୍ଠା ବନାମ ପୂଜ୍ୟପୂଜା

କେଉଁ ରାଜ୍ୟ ଦେଶର ଦରିଦ୍ରତମ, କେଉଁ ପ୍ରଦେଶ ମାନବ ବିକାଶ ସୂଚକାଙ୍କରେ କେଉଁଠି, କେଉଁସହର ଦେଶର ସର୍ବଶ୍ରେଷ୍ଠ ବାସୋପଯୋଗୀ ସହର ସେ ନେଇ ଜାତୀୟସ୍ତରରେ ମୂଲ୍ୟାୟନ ହେଉଛି । ତା'ର ଫଳାଫଳ ମଧ୍ୟ ସମସ୍ତଙ୍କ ପାଇଁ ଆଗ୍ରହର ପ୍ରସଙ୍ଗ ପାଲଟୁଛି ।…

କୃଷକଶ୍ରେଣୀ ସଂଗ୍ରାମୀ ହୁଅନ୍ତୁ

ଦେଶ ସ୍ୱାଧୀନ ହେବା ୬୦ବର୍ଷ ହୋଇଗଲା । କିନ୍ତୁ ଦେଶର ଜନସାଧାରଣ ବିଶେଷ କରି ଦେଶର ଅଗଣିତ କୃଷକ, କ୍ଷେତ ମଜଦୁର, ଶ୍ରମିକ, ଆଦିବାସୀ, ହରିଜନ, ଦଳିତ ଆଦି ମେହନତୀ ଜନସାଧାରଣ ଯେଉଁ ସୁନେଲି ସ୍ୱପ୍ନ ଦେଖୁଥିଲେ ତାହା ସ୍ୱପ୍ନରେ ହିଁ…

ସାଧାରଣ ବଜେଟ ଏବଂ ଅସମାନତାର ମହାମାରୀ

ଗତ ଫେବୃଆରୀ ୧ ତାରିଖରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ ଉପସ୍ଥାପନ କଲେ । ବଜେଟରେ ସରକାରୀ ନୀତି, ରାଜସ୍ୱର ଉତ୍ସ ଏବଂ ଆଗାମୀ ଆର୍ଥିକ ବର୍ଷପାଇଁ ଖର୍ଚ୍ଚ କରାଯିବାର ବିସ୍ତୃତ ବିବରଣୀ…

ତେଲ ପାଇଁ ଆମଦାନୀ ନିର୍ଭରଶୀଳ କେତେ ଅପରିହାର୍ଯ୍ୟ

ଦେଶରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ଛୁଇଁବା ପରେ ଗ୍ରାହକଙ୍କ ଆକ୍ରୋଶ ପ୍ରତ୍ୟହ ବଢ଼ିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି କର ବ୍ୟବସ୍ଥା ବାହାରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଅତ୍ୟଧିକ ଏକ୍ସାଇଜ୍ ଓ ସେସ୍…

କୃଷି କମ୍ପାନୀ ବନାମ କ୍ଷୁଦ୍ର ଚାଷୀ!

ମାର୍ଚ୍ଚ ୮,୨୦୨୧ ଦିନ ସକାଳୁ ସକାଳୁ ବିଶିଷ୍ଟ ଜୈବଚାଷୀ ଶ୍ରୀ ନଟବର ଷଡ଼ଙ୍ଗୀଙ୍କର ଫୋନଟିଏ ଆସିଲା । ପଚାରୁଥିଲେ ସେଦିନର ଇଂରାଜୀ ଖବର କାଗଜ ‘ଟାଇମ୍ସ ଅଫ ଇଣ୍ଡିଆ’ ମୁଁ ପଢ଼ିଛି କି ନାହିଁ! ବୟସ ଦୃଷ୍ଟିରୁ ଆମମାନଙ୍କଠାରୁ ସେ ଯେତେ…

କର୍ତ୍ତୃପକ୍ଷଙ୍କ ଅଧିନ ଓ କର୍ତ୍ତତ୍ୱ ରେ ସୂଚନା

ସାରା ପୃଥିବୀ ଆଜି ଆକ୍ରାନ୍ତ କରୋନାର ଭୟାବହତାରେ । ତା’ ସହିତ ମହାମାରୀ ସମ୍ପର୍କରେ ଯେତିକି ତଥ୍ୟ ଓ ସୂଚନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ, ତା’ର ସ୍ପଷ୍ଟତା ଓ ଉପଲବ୍ଧ ପ୍ରକ୍ରିୟାକୁ ନେଇ ଅନେକ ଆଶା ଓ ଆଶଙ୍କାରେ ଜର୍ଜରିତ ।…

ଦୁଇ ବିରୋଧାଭାଷ ଧାରରେ ଦାଦନ

କେଉଁ ଏକ ପ୍ରବାସରେ ସେମାନଙ୍କ ପରିଚୟ ହୁଏ । ପରିଚୟରୁ ପ୍ରେମ ଓ ଲକଡ଼ାଉନ୍ ସମୟରେ ବାହା ହୁଅନ୍ତି । ଦାଦନ ଜୀବନ; ବିବାହର ଦୁଇମାସ ପରେ ପୁଣି ଦାଦନ ଯା’ନ୍ତି । ଏଥର ବଲାଙ୍ଗିର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ…

ବିତର୍କିତ ୩ କୃଷି ଆଇନ ୨୦୨୦ ସନ୍ଦର୍ଭରେ ଅତ୍ୟାବଶ୍ୟକ ସାମଗ୍ରୀ ନିୟନ୍ତ୍ରଣ ଆଇନ ଓ ନବକୃଷ୍ଣ ଚୌଧୁରୀ

ଭୂମିକା ଗତ କିଛିମାସ ହେବ କୃଷକ ଆନ୍ଦୋଳନ ଚାଲିଛି । ଦିଲ୍ଳୀ ଭିତରେ ବିକ୍ଷୋଭ କରିବାକୁ କୃଷକଙ୍କୁ ବାରଣ କରାଯିବାରୁ ସେମାନେ ଦିଲ୍ଳୀର ସୀମାରେ ଏକାଠି ହୋଇଛନ୍ତି । ପଞ୍ଜାବ, ହରିୟାନା, ଉତ୍ତରପ୍ରଦେଶର କୃଷକମାନେ ଅଧିକ ସଂଖ୍ୟାରେ ଏକାଠି ହୋଇଥିବାବେଳେ, ଏହି…

ଚାଷୀ କେବେ ମାଗିଥିଲେ କି?

୨୦୨୦ ସେପ୍ଟେମ୍ବର ମାସରୁ କୃଷକ ବିରୋଧୀ ୩ଟି ଆଇନ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରଣୟନ ହେବା ପରଠାରୁ ପଞ୍ଜାବରୁ କୃଷକ ବିଦ୍ରୋହ ସୂତ୍ରପାତ ହୋଇ ହରିୟାନା, ଉତ୍ତର ପ୍ରଦେଶ, ରାଜସ୍ଥାନ ମହାପଞ୍ଚାୟତ ଜରିଆରେ ବିଦ୍ରୋହର ବ୍ୟାପକତା ବଢ଼ିବାରେ ଲଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ,…

ନୂତନ ଆଇ.ଟି ନିୟମ ୨୦୨୧ ଏବଂ ଆମ ଅଧିକାର

ଫେବୃଆରୀ ୨୫,୨୦୨୦ ଦିନ ଭାରତ ସରକାର ଏକ ବିଜ୍ଞାପନ ଆଣିଛନ୍ତି ଯେଉଁଥିରେ ଆଇ.ଟି ଆଇନ-୨୦୦୦ ସମ୍ବନ୍ଧିତ କିଛି ନୂତନ ନିୟମ ସମ୍ପର୍କରେ ଘୋଷଣା କରାଯାଇଛି । ଘୋଷଣା ଗୁଡ଼ିକର ଶିରୋନାମା ରଖାଯାଇଛି Intermediary Guidelines and Digital Media Ethics Code…

ସଙ୍କଟରେ ଖାଦ୍ୟ ନିରାପତ୍ତା!

ଖବରକାଗଜ ପୃଷ୍ଠାରୁ ଜଣାପଡ଼ୁଛି ଯେ, ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଭିତରେ ଯେଉଁ ଖାଦ୍ୟ ରିହାତି ଯୋଗାଇ ଦିଆଯାଉଥିଲା, ତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିତି ଆୟୋଗ ପ୍ରସ୍ତାବ ଦେଇଛନ୍ତି । ଗ୍ରାମାଞ୍ଚଳର ଯେଉଁ ଜନସଂଖ୍ୟାଟି ଖାଦ୍ୟ ନିରାପତ୍ତା ପାଉଥିଲା…

ଅତି ବଡ଼ କୋଟିପତିଙ୍କ ପାଇଁ ବଜେଟ୍

କେନ୍ଦ୍ର ସରକାର ୨୦୨୧-୨୨ ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ଏଥିରେ ଯେଉଁମାନେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେବେ ସେମାନେ ମୁଖ୍ୟତଃ ଉଚ୍ଚ ମଧ୍ୟମ, ନିମ୍ନ ମଧ୍ୟମ ବର୍ଗ ଆୟକାରୀ ଓ ନିମ୍ନ ଆୟକାରୀ ବର୍ଗର ଲୋକ ହିଁ ହେବେ ।…

ଫସଲର ଏମ ଏସ ପି ପାଇଁ ଆଇନ ଜରୁରୀ?

ଦିଲ୍ଲୀ ସୀମାରେ ଦେଶର କୃଷକମାନଙ୍କ ଐତିହାସିକ ଆନ୍ଦୋଳନକୁ ଏବେ ତିନ ମାସ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନର ପ୍ରତ୍ୟାହାରର ଦାବି ସହିତ ଅନ୍ୟ ଯେଉଁ ଦାବିଟିକୁ କୃଷକମାନେ ପ୍ରମୁଖତାର ସହ ଉଠାଇଛନ୍ତି, ତାହା ହେଲା ଫସଲର…

କରୋନା ସତରେ ମହାମାରୀ ଥିଲା ନା ଷଡ଼ଯନ୍ତ୍ର!

ମହାମାରୀ ଯେ ଗଲା ଶହେ ବର୍ଷ ମଧ୍ୟରେ ହୋଇଥିବା ଦୁଇ ବିଶ୍ୱଯୁଦ୍ଧଠାରୁ ଯେ ଅଧିକ ସାଂଘାତିକ ଥିଲା, ଏକଥା ଅନେକ ଥର ଆଲୋଚନା ହୋଇସାରିଛି । କରୋନା ମହାମାରୀ ପୃଥିବୀବ୍ୟାପୀ ଏକ ସଙ୍କଟ ପାଲଟିଲା କାରଣ ଏହାର ମୁକାବିଲା ଦିଗରେ ସମସ୍ତ…

ଜାତିବାଦର ବିଲୋପ ବନାମ ବିଶ୍ୱାସ

ବିଜ୍ଞାନର ଅଭେଦ୍ୟ ଦୁର୍ଗରେ ମାନବ ନିଜର ସ୍ଥିତି ସୁଦୃଢ଼ କରିଛି । ନାନା ପ୍ରକାର ସନ୍ଦେହ ଦୂର କରିଛି । ହଜାର ହଜାର ବର୍ଷ ଧରି ପ୍ରକୃତି ବିରୋଧରେ ଲଢ଼ି ନିଜକୁ ଜୀବଜଗତର ସର୍ବଶ୍ରେଷ୍ଠ, ଜ୍ଞାନୀ ପ୍ରାଣୀଭାବେ ପ୍ରମାଣିତ କରିଛି ।…

ଧର୍ମର ମିଛ ମୁଖା

ମଣିଷ ସମାଜକୁ ଅନେକଗୁଡ଼ିଏ ମିଛ ବିଚାରଧାରା, ଅଯୌକ୍ତିକ ବ୍ୟବସ୍ଥା ଆକ୍ରାନ୍ତ କରି ରଖିଛି । ଯଦିଓ ଆମେ ଏହାକୁ ଧର୍ମାନ୍ଧତା, ରୁଢ଼ିବାଦିତା, ଦାର୍ଶନିକତା କିମ୍ବା ବୈଜ୍ଞାନିକ ଆଦର୍ଶଧାରା ବୋଲି କହିପାରୁ । କିନ୍ତୁ ଯେକୌଣସି ସଚେତନ ଶିକ୍ଷିତ ବ୍ୟକ୍ତି ଧର୍ମ ଯେ…