ସ ଜ ହେ ଲା ଣି ସି ଜି ମା ଳି!
(ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ପାଇଁ ତିଜିମାଳିର ଜନଆନ୍ଦୋଳନ ତେଜିଲାଣି । ତିଜିମାଳି ଅଞ୍ଚଳର ଅନୁସୂଚିତ ଜନଜାତି ଓ ଦଳିତବର୍ଗର ଜନତା ତାତିଲେଣି । ନିଜ ଭିଟାମାଟି ଓ ଜୀବନଜୀବିକାର ଅଧିକାର ପାଇଁ ତିଜିମାଳିରେ ନିଜର ହକ୍ ଲଢ଼େଇ ଲଢ଼ିବାକୁ…
ହିନ୍ଦୁ ‘ଇକୋସିଷ୍ଟମ୍’: କେତେ ବାସ୍ତବ-କେତେ ଭ୍ରମ!
କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ହିନ୍ଦୁ ‘ଇକୋସିଷ୍ଟମ୍’କୁ ଦୃଢ଼ୀଭୂତ କରିବାର ଧାରଣାଟି ଏକ ମହାନ ଧାରଣା, କାରଣ ଏହା ମୋଟାମୋଟି ଭାବରେ ବହୁ ହିନ୍ଦୁଙ୍କର ଇଚ୍ଛାକୁ ପ୍ରତିଫଳିତ କରେ । କିନ୍ତୁ ମୁଁ ଭାବୁଛି ଏଭଳି ମତ ପଛରେ…
ପଞ୍ଚ ପରମେଶ୍ୱର
୧ ଜୁମ୍ମନ ଶେଖ ଓ ଅଲଗୂ ଚୌଧୁରୀ ମଧ୍ୟରେ ପ୍ରଗାଢ ବନ୍ଧୁତ୍ୱ ଥିଲା । ମିଳି ମିଶି ଚାଷ କରୁଥିଲେ । ଦିଆ-ନିଆ ମଧ୍ୟ ମିଳି ମିଶି କରୁଥିଲେ । ଜଣକର ଅନ୍ୟଜଣକ ଉପରେ ଅଖଣ୍ଡ ବିଶ୍ୱାସ ଥିଲା । ଜୁମ୍ମନ…
ଅଶାନ୍ତ ପୃଥିବୀ,ଅସହାୟ ଗଣତନ୍ତ୍ର!
ଆଜିର ସମୟରେ ସମଗ୍ର ବିଶ୍ୱ ଯେମିତି ଅଶାନ୍ତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ସାମାଜିକ ଓ ରାଜନୈତିକ ଅଶାନ୍ତି ଏବଂ ଅରାଜକତା ତଥାକଥିତ ଗଣତନ୍ତ୍ରଗୁଡ଼ିକୁ ଏକ ପ୍ରକାର ଅସହାୟ କରିଦେଇଛି । ସବୁ ଘଟଣାଗୁଡ଼ିକୁ ସାମଗ୍ରିକ ଭାବେ ଦେଖିବା…
George Tirkey – A Tireless Defender of Adivasi Rights
A life long fighter George Tirkey is no more. He was an indomitable leader whose life was devoted to the struggle for justice, dignity, and rights of Adivasi communities. His…
Income Tax Return Filing: Empower Colleges, Not Corporations
Reliance Jio’s decision to provide income tax return (ITR) filing service is being discussed in the media as a step toward making life of a common person digitally more comfortable.…
ନବରଙ୍ଗପୁର ଜିଲ୍ଲାବ୍ୟାପୀ ଜଙ୍ଗଲ ବିଭାଗର ଆତଙ୍କରାଜ
ଓଡ଼ିଶାରେ ଶାସନ ବଦଳିବା ପରେ ଆଦିବାସୀ ସଂପ୍ରଦାୟର ଜଣେ ବ୍ୟକ୍ତି ରାଜ୍ୟର ନେତୃତ୍ୱ ନେଇଥିବାବେଳେ ସର୍ବକାଳୀନ ଭାବରେ ଅବହେଳିତ ହୋଇ ଆସିଥିବା ଜନସଂଖ୍ୟାର ଏକ ଚତୁର୍ଥାଂଶ ଆଦିବାସୀ ସମ୍ପ୍ରଦାୟର ବିକାଶ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଏହି ସରକାର ନେବ ବୋଲି…
ଜନବିରୋଧ ସତ୍ତ୍ୱେ ସିଜିମାଳିରେ ଖଣି ପ୍ରକଳ୍ପ ପ୍ରକ୍ରିୟା ଜାରି!
ପୂର୍ବରୁ ଆମେ ସିଜିମାଳି ଏବଂ ଜନବିରୋଧ କଥା ଲେଖି ସାରିଛୁ । ଏବେ ଏହି ବିରୋଧ ସହିତ ସମଗ୍ର ସଚେତନ ସମାଜ ଯେମିତି ଦୁଇ ପାଦ ଆଗକୁ ଆସିଛି । ଅନେକ ବିରୋଧ ଏବଂ ବେଆଇନ ସରକାରୀ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଜନପ୍ରତିବାଦ…
ପ୍ରଫେସର ଗୋକୁଳାନନ୍ଦ ଦାସଙ୍କ ସ୍ମୃତିରେ
୧୬ ଅଗଷ୍ଟ ୨୦୨୫, ସନ୍ଧ୍ୟା ୮ଘଟିକା ୩୦ମିନିଟରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ, ସତାଅଶି ବର୍ଷ ବୟସରେ, ଧର୍ମବିହାରସ୍ଥିତ ବାସଗୃହରେ ଦେହତ୍ୟାଗ କଲେ । ଏହା ତାଙ୍କର ଅଗଣିତ ଛାତ୍ର ଓ ପ୍ରଶଂସକଙ୍କୁ ଶୋକାଗ୍ରସ୍ତ କରିଛି…
ଟ୍ରମ୍ପଙ୍କ୍ ଲକ୍ଷ୍ୟରେ କିଏ?
ଗତ କିଛିସପ୍ତାହ ଧରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତରୁ ଆମେରିକାକୁ ରପ୍ତାନି କରାଯାଉଥିବା ବାଣିଜ୍ୟ ଦ୍ରବ୍ୟ ଉପରେ ତୁହାକୁ ତୁହା ଅଧିକରୁ ଅଧିକ ଶୁଳ୍କ ବଢ଼ାଇ ଚାଲିଛନ୍ତି । ଏହାର ପରିଣାମସ୍ୱରୂପ ଆମେରିକା ସହିତ ଭାରତର ୫୦ ହଜାରରୁ ଉର୍ଦ୍ଧ …
କନ୍ଧମାଳ ହିଂସାର ୧୭ବର୍ଷ ପରେ..
ଆମେ ପୂର୍ବସଂଖ୍ୟାରେ କହିଥିଲୁ ଯେ ଯଦିଓ କନ୍ଧମାଳର ପରିସ୍ଥିତି ଶାନ୍ତ ଲାଗୁଛି, ୨୦୦୮ ହିଂସାର ଆଗଧାଡ଼ିରେ ଥିବା ବହୁତ ଲୋକଙ୍କ କଥାରୁ ସେମାନଙ୍କର କିଛି ପରିବର୍ତ୍ତନ ହେଲାଭଳି ଜଣାପଡ଼ୁଛି, ଚର୍ଚ୍ଚର ନେତୃତ୍ୱ ସମସ୍ତ ଅପରାଧିଙ୍କୁ କ୍ଷମା ଦେଲାଭଳି ମାନସିକତାରେ ଅଛନ୍ତି ଏବଂ…
‘କମ୍ପାନୀ ରାଜ୍’ କବଳରେ ଓଡ଼ିଶା
ଦିନଥିଲା ଆମେ ଛତିଶଗଡ଼ ରାଜ୍ୟକୁ ଏକ କମ୍ପାନୀ ରାଜ୍ୟ କହୁଥିଲେ । ସେପ୍ଟେମ୍ବର ୨୮, ୧୯୯୧ ମସିହାରେ ଶ୍ରମିକ ତଥା ଆଦିବାସୀଙ୍କର ନିଷ୍ଠାପର ସାଥି ଓ ଛତିଶଗଡ଼ ମୁକ୍ତିମୋର୍ଚ୍ଚାର ପ୍ରତିଷ୍ଠାତା ଶଙ୍କର ଗୁହା ନିୟୋଗୀଙ୍କର ହତ୍ୟାପରେ ସେଠାରେ କମ୍ପାନୀରାଜ୍ ପ୍ରତିଷ୍ଠା ହୋଇଥିଲା…
ଲାପତ୍ତା ଲେଡ଼ିଜ୍ / ଭୋଟ
ଏହି ଶିରୋନାମାଟି ଆମର ନୁହଁ । ଅଗଷ୍ଟ ୧୬,୨୦୨୫ଦିନ ଲୋକସଭାରେ ବିରୋଧିଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ମଞ୍ଚ ‘ଏକ୍ସ’ରେ ଗୋଟିଏ ଭିଡ଼ିଓ ସ୍ଥାନିତ କରିଛନ୍ତି ଯାହାର ଶିରୋନାମା ରହିଛି ‘ଲାପତ୍ତା ଲେଡ଼ିଜ୍ ଭୋଟସ୍’ ।…
ଏ ପକ୍ଷର ଖବର
ଦି କୋଟିଆ ଭକ୍ତି ପାଠକେ! ଇଏ ଏଇ ପକ୍ଷର ଘଟଣା । ମୁଁ ଆଉ ମଳିକବାବୁ ବୋଲବମ ଭକ୍ତଙ୍କ ଉପରେ ତଥ୍ୟସଂଗ୍ରହ କରିବାକୁ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ କଟକ ବାହାରିଥିଲୁ । କଟକ ଯିବାକୁ ଦୁଇଟି ରାସ୍ତା- ଗୋଟିଏ…
ଛୁଆ ବିକ୍ରୀ:ଫାନସ୍ ପୁଞ୍ଜିଠୁ ନୀଳ ରଣା
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେଗାଁ ଗ୍ରାମ ପଞ୍ଚାୟତର ବାଗଡେର ଗାଁର ନୀଳ ରଣା ପରିବାର ସହ ରହେ । ଲାଗ ଲାଗ ତିନୋଟି ଝିଅ ହେବାପରେ କୌଣସି କାରଣରୁ ପ୍ରଥମ ସ୍ତ୍ରୀ ସହ ତାର ବିବାହ ବିଚ୍ଛେଦ ହୁଏ ।…
ପୁନଶ୍ଚ କନ୍ଧମାଳ
ସାମାଜିକ ଗଣମାଧ୍ୟମ ସୌଜନ୍ୟରୁ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀ ଗାଁ ଅଞ୍ଚଳରେ ଜୁଲାଇ ୨୦୨୫ଶେଷ ସପ୍ତାହରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟପକ୍ଷ ଥାନାରେ ଏତଲା ଦେଇଛନ୍ତି କିନ୍ତୁ ପୁଲିସ କୁଆଡ଼େ କେବଳ ହିନ୍ଦୁ ସମ୍ପ୍ରଦାୟର…

Recent Comments