କାଶ୍ମୀର ଓ ମହାରାଜା ହରି ସିଂହ

ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ବିତର୍କରେ ଇତିହାସ ପୃଷ୍ଠାରୁ ଅନେକ ନାଁକୁ ଉଦ୍ଧାର କରାଯାଇଛି, ସେମାନଙ୍କର ଭୂମିକା ଓ ବକ୍ତବ୍ୟକୁ ନେଇ, ଯେପରି ଜବାହାରଲାଲ ନେହେରୁ, ବଲ୍ଲଭଭାଇ ପଟେଲ, ଶ୍ୟାମାପ୍ରସାଦ ମୁଖାର୍ଜୀ, ବାବାସାହେବ ଆମ୍ବେଦକର ଓ ଏପରିକି ରାମ ମନୋହର…

ଦାନ୍ତହୀନ ରାଜନୈତିକ ଦଳ ଓ ‘ବେଦାନ୍ତ’

ନିୟମଗିରିର ଡଙ୍ଗରିଆ ଆଦିବାସୀମାନଙ୍କର ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ଧରି ଚାଲିଥିବା ସଂଘର୍ଷ ଭିତରେ ସେମାନଙ୍କ ପ୍ରତି ସଂହତି ଓ ସମର୍ଥନ ଜଣାଇ ସ୍ଥାନୀୟ ସ୍ତରଠାରୁ ଆରମ୍ଭ କରି ବିଶ୍ୱସ୍ତର ଯାଏଁ ଅନେକ ବ୍ୟକ୍ତି ଓ ସଂଗଠନମାନେ ସହଯୋଗର ହାତ ବଢ଼ାଇ ଆସିଛନ୍ତି…

ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ

କିଛିବର୍ଷ ପୂର୍ବରୁ ବି ଅଧିକାଂଶ ଘରେ ଗୋଟେ ଅଲିଖିତ ନିୟମ ଥିଲା ଯେ ସେ ଘରର ଗୃହସ୍ୱାମୀ, ତାଙ୍କ ପତ୍ନୀ  ଏବଂ ପିଲାମାନଙ୍କ ଛଡ଼ା ଅନ୍ୟ କେହି ତାଙ୍କ ଶୋଇବାଘରେ ପଶିବେ ନାହିଁ । ଧିରେ ଧିରେ ଏ ନିୟମ ଶିଥିଳ…

ଜଗତୀକରଣ ଓ ଗ୍ରାମ୍ୟ ପରିବେଶ

ପ୍ରାକୃତିକ ଶୋଭାର ଗନ୍ତାଘର ହେଉଛି ଗାଁ । ନିସର୍ଗର କମନୀୟ ଉତ୍ସଙ୍ଗରେ ଗ୍ରାମ୍ୟ ପରିବେଶ ବଡ଼ ମଧୁର । ସମାଜର ମୌଳିକ ଅବଧାରଣା, ଜୀବନର ମୂଲ୍ୟବୋଧ ଓ କ୍ରମବିକାଶ, ବ୍ୟକ୍ତିର ପାରିବାରିକ, ସାମୂହିକ ନୈତିକ କର୍ତ୍ତବ୍ୟ, ଆଦର୍ଶବୋଧର ପୀଠସ୍ଥଳୀ ଥିଲା ଗାଁ…

ମତୁଆଲା ମୌସୁମୀ: ବଦଳୁଛି ବର୍ଷା

ବର୍ଷାର ବିରୋଧାଭାବ ଭାରତର ମୌସୁମୀ ପ୍ରବାହ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି । ମାନବକୃତ କାରଣରୁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଛି । ମୌସୁମୀ ପ୍ରବାହର ଧାରା ବିଭିନ୍ନ ପ୍ରକାରର ଜଳବାୟୁ କାରକଗୁଡ଼ିକ ଦ୍ୱାରା ପ୍ରଭାବିତ ।…

ଜର୍ଜ ଅରୱେଲ, ‘୧୯୮୪’ ଓ ବର୍ତ୍ତମାନ ସମୟ

  ଜର୍ଜ ଅରୱେଲଙ୍କ ଲେଖା ‘୧୯୮୪’ (ନାଇନଟିନଏଇଟିଫୋର) ଉପନ୍ୟାସଟି ପ୍ରକାଶ ପାଇଥିଲା ୧୯୪୯ ମସିହା ଜୁନ ୮ ତାରିଖରେ । ଏହା ଏକ ଅନନ୍ୟ ରାଜନୈତିକ କଳ୍ପ-କାହାଣୀ, ଯାହା ସମୟକୁ ଅତିକ୍ରମ କରି ଆଜି ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସଙ୍ଗିକ ହୋଇ…

ଏ ପକ୍ଷର ଖବର

ତୁ ଗୁହାରି କରିବୁ ଯାହାକୁ... ପାଠକେ! ଫକୀରମୋହନ କଲେଜ ମାମଲାରେ ତ ଆମକୁ କାଇଁ ଲାଗୁଛି ଲୋକେ ଯାହା କହୁଛନ୍ତି ସେଇଟା ପୁରା ଠିକ୍ । ଏବିଭିପି, ବିଜେପି ଓ ତାଙ୍କ ସରକାର ଝିଅଟି ଜଳିଗଲା ପରେ ଏହି ମାମଲାକୁ ରଫାଦଫା…

କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରିପୋର୍ଟ ପରେବି ସରକାରୀ ପଦକ୍ଷେପଶୂନ୍ୟ- ଭେଡ଼େନ, ଇବ୍ ନଦୀରେ ଫ୍ଲୋରାଇଡ଼ ଛାଡ଼ୁଛି ବେଦାନ୍ତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଏବଂ ଝାରସୁଗୁଡ଼ା ଜିଲ୍ଲାର ହୀରାକୁଦ ଜଳଭଣ୍ଡାର କୂଳ ଗାଁମାନଙ୍କୁ ରୋଗିଣା ହେବାକୁ ଛାଡ଼ି ଦେଉଛନ୍ତି ସରକାର । ଏଠାରେ ଥିବା ଇବ, ଭେଡ଼େନ ନଦୀ ସହିତ ହୀରାକୁଦ ଜଳଭଣ୍ଡାର ନିକଟବର୍ତ୍ତୀ ପଞ୍ଚାୟତର ପାଣି ଏବଂ ଏଠାକାର ଭୂତଳ…

ନବକୃଷ୍ଣଙ୍କୁ ସମାଲୋଚନା: ବକ୍ରୋକ୍ତି, କଟୁକ୍ତି ଓ କ୍ଷୋଭୋକ୍ତି

ନବକୃଷ୍ଣ ଜଣେ ରାଜନୈତିକ ବ୍ୟକ୍ତି ଥିଲେ । ତେଣୁ ସମାଲୋଚନାର ଶରବ୍ୟ ହେବା ସ୍ୱାଭାବିକ । କିନ୍ତୁ ସମାଲୋଚନା କିପରି ହେଉଥିଲା, କେଉଁ ବ୍ୟକ୍ତିମାନେ ସମାଲୋଚନା କରୁଥିଲେ ଓ କାହିଁକି କରୁଥିଲେ ଓ ସମାଲୋଚନାର ବିଷୟବସ୍ତୁ କଣ ଥିଲା, ତାହାର ମଧ୍ୟ…

Corporate Feeding in Puri: Charity or Control

In the recent times, the sacred city of Puri in Odisha has drawn attention not only for its world-famous car festival, but also for the visible entry of major corporate…

ଏହି ସମ୍ବେଦନହୀନତାର ଅନ୍ତ କେବେ!

ରାୟଗଡ଼ା ଜିଲ୍ଲାର ଟିଜିମାଳି (ସିଜିମାଳି), ଗଞ୍ଜାମର ଧରାକୋଟ ଠାରୁ ଆରମ୍ଭ କରି ବାଲେଶ୍ୱରର ଫକିରମୋହନ ମହାବିଦ୍ୟାଳୟ ଯାଏଁ ଯେଉଁ ସବୁ ନିର୍ଯ୍ୟାତନାର କାହାଣୀ ଗଣମାଧ୍ୟମର ଶୋଭାବର୍ଦ୍ଧନ କରୁଛି, ସେସବୁ ଯେମିତି ଆମେ ଉପଭୋଗ କରିଚାଲିଛେ! ସମାଜଟି ସମ୍ପୂର୍ଣ୍ଣ ନିରବ ଥିଲାବେଳେ, ନିର୍ବାଚନ…

BRICS: a new world and many voices

The BRICS countries have 40 per cent of the world's population, 37 per cent of global GDP, 44 percent of oil reserves, 53 per cent of water reserves and 72…

1 View

ତିଜମାଳିର ସାମ୍ପ୍ରତିକ ଘଟଣା ପ୍ରବାହ 

ଫେବୃଆରୀ ୨୦୨୫ରୁ ଜୁନ ୨୦୨୫। ଆପଣମାନେ ଜାଣନ୍ତି ଯେ ୨୦୨୩ ମଧ୍ୟଭାଗରୁ ମା ମାଟି ମାଳି ସୁରକ୍ଷା ମଞ୍ଚର ନେତୃତ୍ୱରେ କାଶୀପୁର(ରାୟଗଡ଼ା ଜିଲ୍ଲା) ଓ ଥୁଆମୂଳ ରାମପୁର ବ୍ଲକ(କଳାହାଣ୍ଡି ଜିଲ୍ଲା) ଅନ୍ତର୍ଗତ ତିଜମାଳି, କୁଟ୍ରୁମାଳି ଓ ମାଝିମାଳିର ଦଳିତ ଓ ଆଦିବାସୀମାନେ…

ବିଶାଳ ହୃଦୟର ଅଧିକାରୀ ବିଶ୍ୱନାଥ ସାହୁ

  ରାଜ୍ୟରେ ଛାତ୍ର ଆନ୍ଦୋଳନର ଅନ୍ୟତମ ବିନ୍ଧାଣୀ ବାମପନ୍ଥୀ ତଥା କୃଷକ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ଛତ୍ରପୁର ବିଧାନସଭା ଆସନରୁ ୨ଥର ନିର୍ବାଚିତ ହୋଇ ଆସିଥିବା ପୂର୍ବତନ ବିଧାୟକ ସାଥି ବିଶ୍ୱନାଥ ସାହୁଙ୍କ ଜୁଲାଇ ୧୨ ତାରିଖରେ ହେଉଛି ଜନ୍ମ…

ଏ ପକ୍ଷର ଖବର

  ମନ୍ତ୍ରୀପଦ ଭର୍ତ୍ତି ହେବ! ପାଠକେ! ରାଜ୍ୟରେ ତଥା ଦେଶରେ ଗୋଟେ ଭାରୀ ହଲ୍ଲାଗୁଲ୍ଲା ଚାଲିଛି ଯେ ଏଗାର ବର୍ଷତଳେ କେନ୍ଦ୍ରରେ ଓ ବର୍ଷକ ତଳେ ରାଜ୍ୟରେ ବିଜେପି ଦଳ ପକ୍ଷରୁ ଭାରତର ବେକାରମାନଙ୍କୁ କୋଟି କୋଟି ସଂଖ୍ୟାରେ ସରକାରୀ ଚାକିରୀ…

ଏଲିସ୍-ଦିବ୍ୟା-ମୋସାବ୍

    ଏଲିସ୍ :ଡାଲ୍ ହ୍ରଦର ହୃଦୟ ପ୍ରାୟ ୨୫ବର୍ଷ ପୂର୍ବେ ଏଲିସ୍ ହୁବର୍ଟିନା ସ୍ପାଏଣ୍ଡରମ୍ୟାନ ପ୍ରଥମେ କାଶ୍ମୀର ଆସି ଡାଲ୍ ହ୍ରଦ ଦେଖିଥିଲେ । ସେହିଦିନଠାରୁ ସେ ଡାଲ୍ ପ୍ରେମରେ ପଡ଼ିଥିଲେ । ଡାଲ୍ ହ୍ରଦକୁ ସେ ନିଜର ଅନ୍ୟ…