ନିରବରେ ଖଣି ଶ୍ରମିକଙ୍କୁ ହତ୍ୟା କରୁଛି ସିଲିକୋସିସ
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପୁଣି ଏତେ ବଡ଼ ଅନ୍ୟାୟ । ଦେଢ଼ ବର୍ଷ ହେଲା ସେ ଶାସନକୁ ଆସିଲେଣି । କିନ୍ତୁ ଏହା ସତ୍ତ୍ୱେ ବି କେମିତି ଚୁପ୍ ଅଛନ୍ତି? କେନ୍ଦୁଝର ସଦରମହକୁମା ଠାରୁ ମାତ୍ର ୨୫କିଲୋମିଟର ଦୂର ମଦରଙ୍ଗାଯୋଡ଼ି ଗାଁକୁ…
ଏ ପକ୍ଷର ଖବର
ନେତାଙ୍କ ଗୋଷ୍ଠୀ ବିବାଦରେ ଅଫିସର ମଲା କି? ନୂଆପଡ଼ା ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମୋହନ ଗୋଷ୍ଠୀର ମନ୍ତ୍ରୀ, ନେତାମାନେ ଯେତିକି ସଂଘର୍ଷ କରୁଛନ୍ତି, ଶାସକ ଦଳର ଅଫିସରମାନେ ସରକାରଙ୍କ ସୁଦୃଷ୍ଟିରେ ରହିିବା ମତଲବରେ ସରକାରୀ କଳକୁ ଅକାର୍ଯ୍ୟରେ…
ଦଳ ବଦଳାଉ ଥିବା ବ୍ୟକ୍ତି
ଏହି ଗଳ୍ପଟି ଲେଖା ହୋଇଥିବ ୬୦-୭୦ ଦଶକରେ, ଅବା ଏହାର କିଛି ସମୟ ପରେ । କାରଣ ଏହି ଦଶକରେ ହିଁ ପଶ୍ଚିମରେ ବିଶେଷତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଯୁବଗୋଷ୍ଠୀ ଦ୍ୱାରା ପ୍ରତିସଂସ୍କୃତି (counter culture) ଆରମ୍ଭ ହେଲା ଯାହାକୁ ସାଧାରଣରେ ହିପ୍ପୀ…
The Election Farce and Bihar ନିର୍ବାଚନ ପ୍ରହସନ ଓ ବିହାର
ସମସାମୟିକ ସମୟରେ ନିର୍ବାଚନ ପ୍ରକ୍ରିୟା ଗଣତନ୍ତ୍ରକୁ ଏକ ପ୍ରହସନରେ ପରିଣତ କରିସାରିଛି । ସମ୍ବିଧାନରେ ଯେତେ ବଳିଷ୍ଠ ବ୍ୟବସ୍ଥା ନାଗରିକର ଭୋଟ ଅଧିକାରକୁ ସୁନିଶ୍ଚତ କରିବାପାଇଁ ରଖାଯାଇ ଥିଲେ ବି ଯେହେତୁ ନିର୍ବାଚନକୁ ନେଇ ସମସ୍ତ କ୍ଷମତା ଗୋଟିଏ ସାମ୍ବିଧାନିକ ସଂସ୍ଥା…
ନବ୍ୟ-ଫାସୀବାଦ, ଗାଜାରେ ଗଣହତ୍ୟା ଓ ସାମ୍ପ୍ରତିକ ବିଶ୍ୱ ରାଜନୈତିକ ବ୍ୟବସ୍ଥା
ଜାତିସଂଘ ସାଧାରଣ ସଭାର ୮୦ତମ ବାର୍ଷିକୀ ଅଧିବେଶନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜର ବକ୍ତବ୍ୟ ରଖିବାକୁ ମଞ୍ଚ ପାଖକୁ ଆସିଲାବେଳକୁ ଏକ ନୂଆଦୃଶ୍ୟ ଦେଖିବାକୁ ମିଳିଥିଲା । ସଂଖ୍ୟାଧିକ ପ୍ରତିନିଧି ଓ ଅଧିକାରୀ କକ୍ଷତ୍ୟାଗ କରିଥିଲେ । ଗାଜାର ନିରୀହ…
‘ସୀତା ମେଟାଫର୍’ ଓ ଲଙ୍କାକାଣ୍ଡ
ଖ୍ୟାତନାମା କବି ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା ତଥା ତାଙ୍କର ସମର୍ଥକ ଆଉ ଦୁଇଜଣ ସୁପରିଚିତ କବିଙ୍କର ସମୁଦାୟ ତିନୋଟି କବିତାକୁ ନେଇ ୨୦୨୦ ମସିହାରେ ବେଶ୍ କିଛିକାଳଧରି ଯେଉଁ କାଣ୍ଡ କାରଖାନା ଚାଲିଲା, ତାକୁ ‘ଲଙ୍କାକାଣ୍ଡ’ କହିଲେ ଅତ୍ୟୁକ୍ତି ହେବ…
ଏ ପକ୍ଷର ଖବର
ସମୟ ପଡ଼ିଲେ କାଚ ବି ମଣି! ପାଠକେ! ଆପଣ ଜାଣନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ୪ଥର ନୂଆପଡ଼ା ଆସନରୁ ଜିତି ଓଡ଼ିଶା ବିଧାନସଭାକୁ ଯାଇଥିଲେ । ୨୦୦୪ରେ ସିଏ ପ୍ରଥମ ଥରପାଇଁ ସ୍ୱାଧୀନ ଭାବରେ ବିଧାନସଭାକୁ ଆସିବା ପରେ ପରେ…
ଗ୍ରାମସଭା ମାନବଜାତିର ମୌଳିକ ଅଧିକାର ହେଉ
ପୃଥିବୀରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଜାପାନ୍, ଓ ଭାରତ ଭଳି ବହୁ ଦେଶର ସରକାର ନିଜ ନିଜକୁ ଗଣତାନ୍ତ୍ରିକ ସରକାର ବୋଲି କହୁଛନ୍ତି । ଆବ୍ରାହମ୍ ଲିଙ୍କନଙ୍କ ବିଶ୍ୱବିଖ୍ୟାତ ଉକ୍ତି- ସରକାର ଜନତାଙ୍କ ଦ୍ୱାରା, ଜନତାଙ୍କର ଓ ଜନତାଙ୍କ…
ଲଜ୍ଜାର କଥା ଉପରେ ତାଳି ବାଡେଇବା
ଆଜିକାଲି ମୁଁ ବଡ ଅସୁବିଧାରେ ଅଛି । ମୋତେ ପ୍ରାୟ ଭାଷଣ ଦେବାକୁ ଡକରା ଆସୁଛି । ବିଷୟ ହୋଇପାରେ ଦେଶର ଭବିଷ୍ୟତ , ଛାତ୍ର ସମସ୍ୟା , ଯୁବା ଅସନ୍ତୋଷ , ଭାରତୀୟ ସଂସ୍କୃତି ମଧ୍ୟ (ଯଦିଓ ନିମନ୍ତ୍ରଣ…
ବିବାଦରେ ନୋବେଲ ଶାନ୍ତି ପୁରସ୍କାର
ଅକ୍ଟୋବର ୧୦, ୨୦୨୫ଦିନ ନରୱେର ନୋବେଲ୍ ପୁରସ୍କାର କମିଟି ଏହି ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିଙ୍କର ନାମ ଘୋଷଣା କରିବା ପରେ ବିଶ୍ୱସାରା ଏକ ବିତର୍କର ଝଡ଼ ସୃଷ୍ଟି ହୋଇଛି । ଏହି ପୁରସ୍କାର…
ଓଡ଼ିଆ ଖବରକାଗଜରେ ଗାନ୍ଧୀ
ସ୍ୱାଧୀନତା ସଂଗ୍ରାମ ଅବଧି କାଳରେ ଗାନ୍ଧିଜୀ ସମୁଦାୟ ୮ଥର ଓଡ଼ିଶା ଆସିଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତ ବୁଲିବା ସହିତ ପଦଯାତ୍ରା କରିଛନ୍ତି । ୧୯୨୧ ମସିହା ମାର୍ଚ୍ଚମାସରେ ସେ ପ୍ରଥମଥର ଓଡ଼ିଶା ଆସିଥିଲେ । କଟକର କଦମରସୁଲ, କାଠଯୋଡ଼ି ପଠା,…
ନେପାଳର ଯୁବ ଆନ୍ଦୋଳନ (ଜେନ୍.ଜେଡ୍)ର ତିନୋଟି ବ୍ୟବଚ୍ଛେଦ ଓ ସେମାନଙ୍କ ଦୃଷ୍ଟିଭଙ୍ଗୀ
ନେପାଳୀ ଯୁବକ ଏବଂ ଛାତ୍ରଙ୍କ ଆନେ୍ଦାଳନ ଏକ ଗୌରବମୟ ପଦକ୍ଷେପ ସୃଷ୍ଟି କରିଥିଲା, କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏହାର ଅରାଜକତା, ବର୍ବର ଏବଂ ଦିଗହୀନ ଦୃଶ୍ୟ ଦେଖାଗଲା । ବିଗତ ୧୫୦ ବର୍ଷ ମଧ୍ୟରେ ଏଠାରେ ଅନେକ ଆନ୍ଦୋଳନ ହୋଇଥିଲା,…
ହିନ୍ଦୁ ଧର୍ମ ଓ ଭାରତୀୟ ରାଷ୍ଟ୍ର
ନିଜକୁ ହିନ୍ଦୁ ବୋଲାଉଥିବା ଲକ୍ଷାଧିକ ଲୋକ ‘ସଂଘ ପରିବାର’ ଦ୍ୱାରା ସଙ୍ଗଠିତ ଓ ସଞ୍ଚାଳିତ ହୋଇ ୬ଡିସେମ୍ବର ୧୯୯୨ତାରିଖରେ ଅଯୋଧ୍ୟାସ୍ଥିତ ପାଞ୍ଚଶହ ବର୍ଷ ପୁରୁଣା ବାବ୍ରୀମସ୍ଜିଦକୁ ଭାଙ୍ଗି ଧୂଳିସାତ୍ କଲେ । ଏହି ଖବର ଚାରିଆଡ଼କୁ ବ୍ୟାପିଗଲା ପରେ ସାରା ରାଷ୍ଟ୍ର…
Regulators: Remain Remote to Resist Capture
Recently, a high-profile electoral battle unfolded as two former Chief Secretaries contested directly for the presidency of one of the city's elite clubs. The contest drew significant public attention, particularly…
ପ୍ରତ୍ୟେକଙ୍କୁ ପାଦତଳର ମାଟି : ବିନୋବାଜୀଙ୍କ ଆଦର୍ଶ ଓ ବର୍ତ୍ତମାନର ସତ୍ୟ
ସେପ୍ଟେମ୍ବର ଏଗାର । ଆମେ ସ୍ମରଣ କରୁଛୁ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନର ପ୍ରବର୍ତ୍ତକ, ସାମାଜିକ ନ୍ୟାୟ ଓ ସମାନତାର ପ୍ରତୀକ । ବିନୋବାଜୀଙ୍କ ସନ୍ଦେଶ ସରଳ କିନ୍ତୁ ଗଭୀର “ଯଦି ପାଣି, ପବନ ଓ ଆକାଶ…

Recent Comments