ସାମ୍ପ୍ରତିକ ପରିସ୍ଥିତି ଓ ଗୁଜବ ପ୍ରସାରଣ ଯନ୍ତ୍ର
ଆଜିର ସମୟରେ ଆମ ସମାଜରେ ସ୍ଥାନୀୟ ସ୍ତରରୁ ଆରମ୍ଭକରି ବିଶ୍ୱଯାଏଁ ଯେଉଁ ସମସ୍ତ ପରିସ୍ଥିତିର ଆମକୁ ମୁକାବିଲା କରିବାକୁ ପଡୁଛି ତାକୁ ଅଧିକ ଜଟିଳ କରିଦେଉଛି ତଥାକଥିତ ମୁଖ୍ୟସ୍ରୋତର ଗଣମାଧ୍ୟମ, ବିଶେଷ କରି ଟିଭି ଚ୍ୟାନେଲମାନେ ଏବଂ ତଥାକଥିତ…
ପାଲେଷ୍ଟାଇନ ସମସ୍ୟା, ସାମ୍ରାଜ୍ୟବାଦ ଓ ଈନ୍ତିଫାଦା
ପାଲେଷ୍ଟାଇନ ସମସ୍ୟା ଇତିହାସରେ ଏକ ଦୀର୍ଘତମ ସମସ୍ୟା ଯାହାକୁ ସାମ୍ରାଜ୍ୟବାଦ ଜାଣିଶୁଣି ସମାଧାନ କରୁନାହିଁ ଓ ଅକ୍ଟୋବର ୭ରେ ହାମାସ୍ର ଇସ୍ରାଏଲ ଉପରେ ଆକ୍ରମଣ ସମଗ୍ର ବିଶ୍ୱଆଗରେ ଏକ ନୂଆପ୍ରଶ୍ନ ଛିଡାକରିଛି ଓ ଆକ୍ରମଣ ଓ ଏହା ପ୍ରତିକ୍ରିୟାରେ ଇସ୍ରାଏଲର ଅମାନବୀୟ…
ବିଶ୍ୱଗୁରୁ ଭାରତରେ କ୍ଷୁଧାର ସ୍ଥିତି
ସଦ୍ୟ ପ୍ରକାଶିତ ଚଳିତବର୍ଷର ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ଆମ ଦେଶ ପୁଣିଥରେ ନୈରାଶ୍ୟଜନକ ସ୍ଥିତିରେ ରହିଥିବା ଜଣାପଡ଼ିଛି । କ୍ଷୁଧା ଓ ଅନାହାର ପରିସ୍ଥିତି ରହିଥିବା ବିଶ୍ୱର ୧୨୫ଟି ଦେଶକୁ ନେଇ ଆୟାରଲାଣ୍ଡ୍ର ସଂସ୍ଥା କନସର୍ଣ୍ଣ ୱାରଲ୍ଡ ୱାଇଡ଼୍ (Concern Worldwide)…
ଗଣତନ୍ତ୍ର, ସମ୍ବିଧାନ ଓ ମାନବାଧିକାର ସୁରକ୍ଷା
୧୯୪୮ମସିହା ଡିସେମ୍ବର ୧୦ତାରିଖରେ ମିଳିତ ଜାତିସଂଘ ସାଧାରଣ ପରିଷଦରେ ସାର୍ବଜନୀନ ମାନବାଧିକାର ଘୋଷଣାନାମା ଉଦଘୋଷିତ ହେବାପରେ ୧୯୫୦ ଜାନୁଆରୀ ୨୬ତାରିଖରେ ଭାରତୀୟ ସମ୍ବିଧାନ ଗୃହୀତ ହେଲା । ତେଣୁ ସମ୍ବିଧାନ ପ୍ରଣେତାମାନେ ମାନବାଧିକାରର ୫ଟି ସ୍ତମ୍ଭ ଯଥା ନାଗରିକ, ରାଜନୈତିକ, ଅର୍ଥନୈତିକ,…
ସୁସ୍ଥ ସ୍ୱାସ୍ଥ୍ୟର ଅସଲ ରହସ୍ୟ ପୁଷ୍ଟିଯୁକ୍ତ ଫସଲ ଓ ଜୈବିକ କୃଷି
ଆମ ସମୟେର ସୁସ୍ଥ ଓ ନିରୋଗୀ ଜୀବନ ଜିଇଁବା ହେଲା ବଡ଼ କଥା । ଯୁଆଡ଼େ ଦେଖିବା ବିଭିନ୍ନ ରକମର ରୋଗର ରାଜୁତି । ଆଜି ଯାହାକୁ ଦେଖିବା ମଧୁମେହ, ରକ୍ତଚାପ, ଅସ୍ୱାଭାବିକ ମୋଟାପଣ । ଯାହାକୁ ଦେଖିବା କୋଲଷ୍ଟଲର ସମସ୍ୟା…
ଜଙ୍ଗଲ ରହସ୍ୟ
ନିକଟ ଅତୀତରେ ବନ୍ୟଜନ୍ତୁ ଓ ମଣିଷ ମୁହାଁମୁହିଁ ହେବାର ଘଟଣା ଅନେକ ଘଟି ସାରିଛି । ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ ହେବାର ଅନେକ ଘଟଣା ଦର୍ଜ ହୋଇସାରିଛି । ଏହା କୌଣସି ନୂଆ କଥା ନୁହଁ କିନ୍ତୁ ଇତିହାସ ଦେଖିଲେ ରାଜା…
କ’ଣ ଚାଲିଛି ଆମ ଦେଶରେ!
ଏଭଳି ପ୍ରଶ୍ନଟିଏ ପ୍ରାୟତଃ ଜାଣିବା ଶୁଣିବା ଲୋକେ ନିଜ ନିଜ ଭିତରେ ପଚାରୁଥିବା ଶୁଣିବାକୁ ମିଳିଥାଏ । ସ୍ପଷ୍ଟ ଉତ୍ତରଟି କିନ୍ତୁ ମିଳିନଥାଏ । ନଭେମ୍ବର ୭ରୁ ଆରମ୍ଭ କରି ନଭେମ୍ବର ୩୦, ୨୦୨୩ ଭିତରେ ଦେଶର ପାଞ୍ଚଟି ରାଜ୍ୟ ଯଥା:…
ନିଆରା କାରା ପତ୍ର
ଏହି ସବୁ ଲୋକ ଯେଉଁମାନେ ଏତେ ଆକ୍ରାମକ ଢଂଗରେ ସମ୍ପୂର୍ଣ୍ଣକ୍ରାନ୍ତିର ସ୍ଲୋଗାନ ଦେଉଛନ୍ତି ଅଥଚ ସେମାନେ କ୍ରାନ୍ତି ବିରୋଧୀ ଭାବନାକୁ ଜାବୋଡ଼ି ଧରିବାର ଚେଷ୍ଟା କରୁଛନ୍ତି । ମୁଁ ଆଶ୍ଚର୍ଯ୍ୟ ହେବି ଯଦି ଏହି ଲୋକେ କୌଣସି ପ୍ରକୃତ କ୍ରାନ୍ତି ହେବାକୁ…
ଆସ ଲଗାଇବା ତାଳ ଗଛ!
ସ୍ୱତନ୍ତ୍ର ରିଲିଫ କମିଶନର ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ବର୍ତ୍ତମାନ ରାଜ୍ୟରେ ବ୍ୟାପକ ତାଳଗଛ ଲଗାଇବା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଘୋଷଣା କରି କହିଛନ୍ତି, " ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ…
ହୁସେନ ରବି ଗାନ୍ଧୀଙ୍କ କବିତାରେ ସାମ୍ୟବାଦୀ ସ୍ୱର
ବେଦରେ ବର୍ଣ୍ଣିତ ହୋଇଛି ଈଶ୍ୱର ହେଉଛନ୍ତି କବି । ତାଙ୍କର ସୃଷ୍ଟି ହେଉଛି କବିତା । କବିତା ହେଉଛି କବି ହୃଦୟର ସ୍ୱତଃପ୍ରବୃତ୍ତ ଅଭିବ୍ୟକ୍ତି । ଆଉ କେହି କହୁଛନ୍ତି ଛନ୍ଦସ୍ପନ୍ଦିତ ଏବଂ ଗୀତ ରସୋଚ୍ଛଳ କାବ୍ୟ ହେଉଛି କବିତା ।…
ଗାନ୍ଧୀ ଓ ଗାନ୍ଧୀବାଦ ପ୍ରତି ବିପଦ
ଗାନ୍ଧିଜୀଙ୍କ ମୃତ୍ୟୁକୁ ପଂଚସ୍ତରୀ ବର୍ଷ ହେଲାଣି । ଜୀବିତ ଥିବାବେଳେ ସେ କିଛି ଲୋକଙ୍କର ରାସ୍ତାରେ ଏମିତି କଣ୍ଟା ହେଲେ ଯେ, ବହୁବାର ଚେଷ୍ଟାକରି ତାଙ୍କୁ ହତ୍ୟା କରାଯାଇପାରିଲା । ସ୍ୱାଧୀନତା ସଂଗ୍ରାମ ଓ ସମାଜ ପରିବର୍ତ୍ତନ କାମରେ ତାଙ୍କର ଅନେକ…
‘ଦାଦନ’ରେ ଆଉ କେବିକେ ସୀମିତ ନାହିଁ
କହିବାର ତାତ୍ପର୍ଯ୍ୟ ହେଉଛି ଯେ କ୍ଷୁଧା, ଅନାହାର ଓ ଦାଦନର ସମସ୍ୟା ଗତ ୨୫ବର୍ଷ ଭିତରେ ସମଗ୍ର ଓଡ଼ିଶାକୁ କବଳିତ କରି ରଖିଛି ।
ଧର୍ମ ନିରପେକ୍ଷତା ବନାମ ଧର୍ମୀୟ ଐକ୍ୟ
ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଖ୍ରୀଷ୍ଟଧର୍ମ, ଇସଲାମ ଧର୍ମ ଇତ୍ୟାଦି କହିଲା ବେଳେ ଧର୍ମର ଯେଉଁ ଭାବନାଟି ଆସେ ସେହି ଅର୍ଥରେ ଏହି ପ୍ରବନ୍ଧରେ ଧର୍ମ ସମ୍ବନ୍ଧରେ ଆଲୋଚନା କରାଯିବ । କେତେକ ଗୌଣ ଧର୍ମକୁ ବାଦ୍ ଦେଲେ ପୃଥିବୀରେ ଆଠଟି ମୁଖ୍ୟ ଧର୍ମ…
ଉଗ୍ର ଶିଳ୍ପାୟନ, ବିସ୍ଥାପନ ଓ ‘ଦାଦନ’
୧୯୯୦ ଦଶକର ଆର୍ଥôକ ସଂସ୍କାର ତଥା ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ପ୍ରଭାବ ଓଡ଼ିଶା ଭଳି ରାଜ୍ୟରେ ଭଲଭାବେ ଦେଖିବାକୁ ମିଳିଥିଲା, ଠିକ୍ ତାହାର ପରବର୍ତ୍ତୀ ଦଶନ୍ଧିରେ ଯଦିଓ ୧୯୯୫ରୁ ୨୦୦୦ ମଧ୍ୟରେ ଏହି ପ୍ରଭାବର ପଦଧ୍ୱନୀ ଶୁଣିବାକୁ ମିଳିଥିଲା ।…
ଗାନ୍ଧୀ ଓ ବିନୋବା
ବିନୋବା ଭାବେ ବାସ୍ତବରେ ଗାନ୍ଧୀ ବିଚାର ଓ ଦର୍ଶନକୁ ସର୍ବୋତ୍ତମ ନିଷ୍ଠାରେ ପାଳନ କରିଥିଲେ । ସତ୍ୟନିଷ୍ଠ ଅହିଂସା ବା ପ୍ରେମଭାବ ଏବଂ ଆତ୍ମ ସଂଯମ ସମସ୍ତ ନୈତିକ ଜ୍ଞାନ ଓ ନୈତିକ ଆଚରଣର ମୂଳମନ୍ତ୍ର । ଯୋଗ ଏବଂ ସନ୍ୟାସ…
ଦଳିତ ଦାବାନଳ : ଖଲିଆପାଲୀ, ଚୁଲ୍ଲୀଫୁଙ୍କା ଓ ବୁଢ଼ାପଡ଼ା ଗାଁ
ଗତ ୧୭ଜୁଲାଇ ଦିନର ଏକ ବର୍ବର ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାହେଲା । ତା’ ପରଦିନ ଖବରକାଗଜମାନଙ୍କରେ ଏକ ସ୍ଥାନୀୟ ଖବରକ୍ରମରେ ଖବର ପ୍ରକାଶ ପାଇଲା । ପୋଖରୀର ଗାଧୋଇଲା ବୋଲି ୧୫ବର୍ଷର ଜଣେ ଦଳିତ କିଶୋରକୁ ସବର୍ଣ୍ଣମାନେ ପିଟିପିଟି…

Recent Comments