ଅନ୍ଧାର ଆଡ଼କୁ ଗତି…

ଭାରତ ଏକ ବିଚିତ୍ର ଦେଶ । ଏଠାରେ କୋଟି କୋଟି ମଣିଷ ବାସ କରନ୍ତି । ହେଲେ ସେମାନଙ୍କ ମାନସିକତା ଏତେ ଭିନ୍ନ ଭିନ୍ନ ତାହା ବର୍ଣ୍ଣନା କରିବା କଷ୍ଟସାଧ୍ୟ । ସେମାନେ ଖାଆନ୍ତି, ପିଅନ୍ତି, ମଉଜ ମଜଲିସ କରନ୍ତି, ଇହଧାମ…

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମଣିଷକୃତ

ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱତାପନ ସମସ୍ୟା ନଥିଲା । ପ୍ରାକୃତିକ କୃଷି ମଣିଷର ପ୍ରଧାନ ଜୀବିକା ଥିଲା । ନିଜର ହଳ ଲଙ୍ଗଳ, ଖଳା ବାଡିରୁ ଖତ, ଭାଡ଼ିରୁ ବିହନ ବୁଣି ଚାଷୀ ଚାଷ କରୁଥିଲେ । ପ୍ରତ୍ୟେକ ପରିବାର ୩୦/୪୦ପ୍ରକାର…

ନିର୍ବାଚନୀ ବଣ୍ଡ୍ ଏବଂ ନିର୍ବାଚନୀ ଗଣତନ୍ତ୍ର!

ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭାରତର ନୁହଁ, ବରଂ ଭାରତର ହିନ୍ଦୁମାନଙ୍କର ସବୁଠାରୁ ବିଶ୍ୱସ୍ତ ପ୍ରତିନିଧି ହିସାବରେ ନିଜକୁ ଦେଖି ଆସିଛନ୍ତି । ଏବେ କେବଳ ଭାରତରେ ନୁହଁ, ବିଶ୍ୱର ବିଭିନ୍ନ ସ୍ଥାନ ବୁଲି ହିନ୍ଦୁ ମନ୍ଦିର ନିର୍ମାଣ କରିବା କାମରେ ନିଜକୁ…

ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ଉଦ୍ୟମ

ବିଷ ମୁକ୍ତ ସ୍ଵାସ୍ଥକର ଖାଦ୍ୟ ଉତ୍ପାଦନ ପାଇଁ ନିଆଳିର ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ଆଜକୁ ଗତ ୩୦ ବର୍ଷ ହେଲା  ଜୈବିକ କୃଷି /ପ୍ରାକୃତିକ କୃଷି ପଦ୍ଧତିରେ ଚାଷ  କରୁଛି ।

ଇକୋସାଇଡ଼୍!

ଇକୋସାଇଡ଼ ଗ୍ରୀକ ଶବ୍ଦ (ଓଇକୋ) ଘର ଏବଂ ଲାଟିନ୍ ଶବ୍ଦ (ସାଇଡର)ର  ହତ୍ୟା ସମାହାରରେ ତିଆରି ହୋଇଛି ଯାହାକି ମଣିଷମାନଙ୍କ ଦ୍ୱାରା ପ୍ରକୃତିର ବ୍ୟାପକ ଧ୍ୱଂସସାଧନକୁ ବୁଝାଇଥାଏ । ଇକୋସାଇଡର ଓଡ଼ିଆ ଅର୍ଥ ପରିସ୍ଥିକୀର ସାମୂହିକ ବିନାଶ ବା ପରିସ୍ଥିକୀର ହତ୍ୟା…

ଗାନ୍ଧୀ ଓ ପଟେଲ

୧୯୧୬ ଗାନ୍ଧିଜୀ ଅହମ୍ମବାଦର ଗୁଜୁରାଟ କ୍ଲବକୁ ଯାଇଥିଲେ । ସେଠାକାର ସଦସ୍ୟମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବାକୁ ଅନୁରୋଧ କରିବାର ଉଦ୍ଦେଶ୍ୟ ଥିଲା । କ୍ଲବର ପ୍ରେକ୍ଷାଳୟରେ ସେ ନିର୍ଦ୍ଧାରିତ ସମୟରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଠିକ ସେତିକିବେଳେ…

ବାଙ୍କସିଙ୍କ  ଗ୍ରାଫିଟି

କାନ୍ଥ ବାଡ଼ରେ ପ୍ରତିବାଦର ଛବି ଆଙ୍କୁଥିବା ଚିତ୍ରଶିଳ୍ପୀମାନଙ୍କ ଭିତରେ ବିଭିନ୍ନ କାରଣରୁ ବାଙ୍କ୍ସି ଏକ ଖୁବ ଚର୍ଚ୍ଚିତ ନାମ ।

ପରିବା ନା ମରିବା!

ଏବେ ବଜାରରେ ପରିବା ମୂଲ୍ୟ କମିଯାଇଛି । ଏହା ଏକ ସୁଖଦ ଖବର ସେମାନଙ୍କ ପାଇଁ ଯେଉଁମାନେ ଟମାଟ କିଲୋ ଦେଢ଼ଶହ ହେଲାପରେ  ମୁଖ୍ୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବେଶ ପ୍ରତିରୋଧ କରୁଥିଲେ । ଆଗକୁ ବି କରିବେ, କାରଣ…

ଆଉ କେତେ ବିଷ ପିଇଲେ ଚେତିବା!

ନଟବର ବାବୁ ଆହୁରି ଅନେକ କଥା କହି ଆମକୁ ଚେତିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ଭାରତ ସରକାରଙ୍କ ନିଜର ଗବେଷଣା ସଂସ୍ଥା (ICAR) ତରଫରୁ ବୈଜ୍ଞାନିକମାନେ ନଟବର ବାବୁଙ୍କର କଥାକୁ ସମର୍ଥନ ଜଣାଇ ଏକ ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ…

ଆଦିବାସୀଙ୍କୁ ଭୂମିହୀନ କରିବାର ଷଡ଼ଯନ୍ତ୍ର!

ସରକାର ବଡ଼ ବଡ଼ କର୍ପୋରେଟ୍ କମ୍ପାନୀମାନଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଶସ୍ତାରେ ଓ ସହଜରେ ବିପୁଳ ପରିମାଣର ସରକାରୀ ଜମି ଦେବା ପାଇଁ ଭୂମିବ୍ୟାଙ୍କ୍ ପ୍ରତିଷ୍ଠା କରିଛନ୍ତି।

ଧାରା ୩୭୦ ‘ବାତିଲ’ ଆଢ଼ୁଆଳରେ

ଧାରା ୩୭୦ର ଏକ ଇତିହାସ ଅଛି, ପୂର୍ଣ୍ଣ ରାଜ୍ୟଟିଏ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ବିଭାଜିତ ହେବାର ଇତିହାସ ନାହିଁ କିନ୍ତୁ ଭବିଷ୍ୟତ ତ ଅଛି ଯ।ହା ଦେଖିବା ପାଇଁ ଅବଶ୍ୟ ଦୂରଦୃଷ୍ଟିର ଆବଶ୍ୟକ ।

ଆତଙ୍କବାଦ ଦ୍ୱନ୍ଦ୍ୱର ଯୁଦ୍ଧ

121ମୁଁ ଏହି ପ୍ରବନ୍ଧରେ ଆପଣଙ୍କୁ ୧୯୪୮ ମସିହାରେ ଇସ୍ରାଏଲର ଗଠନ ଠାରୁ ଆରମ୍ଭକରି ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଦୀର୍ଘସମୟ ଧରି ଚାଲିଥିବା ବିବାଦ, ଆତଙ୍କବାଦ, ଦ୍ୱନ୍ଦ୍ୱ ଓ ଯୁଦ୍ଧର ରୂପ ଦେଇଥିବା ପ୍ରମୁଖ ଘଟଣା ପ୍ରବାହକୁ ମନେ…

ପ୍ରତିବାଦର ରାଜନୀତି ତିଆରି ହେବା ଦରକାର

ଦେଶର ପାଞ୍ଚଟି ରାଜ୍ୟ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ଚରଣରେ ଆସି ପହଞ୍ଚିଛି । ଆଜିଠାରୁ ଶେଷ ପର୍ଯ୍ୟାର ଭୋଟ ଗ୍ରହଣ ପରେ ଏକ୍ସଜିଟ୍ ପୋଲର ନାଟକ ମଧ୍ୟ ଆରମ୍ଭ ହୋଇଯିବ । ଆସନ୍ତା ଡିସେମ୍ବର ୩,୨୦୨୩ ଦିନ ମଧ୍ୟପ୍ରଦେଶ,…

ଧର୍ମୀୟ ବିବାଦର ଅବସାନ କେବେ?

ବିଶ୍ୱ ଆଗେଇଛି ନା ପଛାଇଛି? ମଣିଷ ସଭ୍ୟତାର ଗତି ମୃତ୍ୟୁ ଆଡ଼କୁ ନା ସ୍ୱାଭିମାନ ଆଡ଼କୁ? ବିବର୍ତ୍ତନର ଲକ୍ଷ ଲକ୍ଷ ବର୍ଷ ପରେ ମଣିଷର ଗତିପଥ ବିଜ୍ଞାନଧର୍ମୀ ନା ମାନସିକପ୍ରବଣଧର୍ମୀ? ଧର୍ମ ନାମରେ ଆତଙ୍କବାଦର ଆୟୁଷ ଦୀର୍ଘଜୀବୀ ନା ଶେଷାବସ୍ଥା? ଧର୍ମୀୟ…