କଟକ ସ୍କୁଲ ହକି ଐତିହୟର ପୁନରୁତ୍ଥାନ
“ଆସ ଖେଳିବା ରଚିବା ଇତିହାସ, ଗାଇବା ଗୌରବ ଗାଥା ଆମ ମାଟିର” ମହତ୍ତ୍ଵକାଂକ୍ଷ୍ୟାକୁ ଆଖିରେ ରଖି ଜାନୁଆରୀ 2023 ବିଶ୍ବକପର ପୁରୁଷ ହକିର ଅବ୍ୟବହିତ ପୂର୍ବରୁ ‘କଟକ ସ୍କୁଲ ହକି କ୍ଲବ’ ଆନୁକୂଲ୍ୟରେ ମହାନଗରୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉଭୟ ବାଳକ ଏବଂ…
ଗଞ୍ଜାମର ଲୋକଭାଷା-ଏକ ଦୃଷ୍ଟିପାତ
ଜନ୍ମମାଟି ପ୍ରତି ଅସ୍ମିତା ସଂକୀର୍ଣ୍ଣତାର ପରିଚାୟକ ନୁହେଁ ବରଂ ଏହା ଧ୍ରୁବସତ୍ୟ ଯେ ଅସ୍ମିତାର ବୃତ୍ତି ବଢ଼ିବଢ଼ି ଉତ୍କଳୀୟ, ମହାଭାରତୀୟ ଓ ବିଶ୍ୱ ଅସ୍ମିତାରେ ପରିଚିତ ହୁଏ । ଯେମିତି ସ୍ଥାନୀୟତାକୁ ଛାଡ଼ି ବିଶ୍ୱ ନାହିଁ, ସେମିତି ବିଶ୍ୱକୁ ଛାଡ଼ି ସ୍ଥାନୀୟତାର…
ସେଇ ୯% ଉପରେ ସମସ୍ତଙ୍କ ନଜର
ଆପଣ ଜାଣିଛନ୍ତି କି ଓଡ଼ିଶାରେ ଅଣଓଡ଼ିଆ ଲୋକଙ୍କ ଭୋଟ କେତେ? ମୋଟ ୯% (ନଅ ପ୍ରତିଶତ) । ଓଡ଼ିଶାରେ ଅଣଓଡ଼ିଆ ଲୋକ ତ ଅନେକ ଅଛନ୍ତି । କିନ୍ତୁ ସେଥିରୁ ୯% କେବଳ ଓଡ଼ିଶାରେ ଭୋଟର ହୋଇଯାଇଛନ୍ତି ବୋଲି ନୁହେଁ, ସେଥିରୁ…
ସରସ୍ୱତୀର ପୁନରୁଦ୍ଧାର
କିମ୍ବଦନ୍ତୀ ଭାରତରେ ବିଶାଳକାୟ ସରସ୍ୱତୀ ନଦୀର କିମ୍ବଦନ୍ତୀ ଅନାଦି ଅନନ୍ତକାଳରୁ ପ୍ରଚଳିତ । ହଜାର ହଜାର ବର୍ଷପୂର୍ବର ପୁରାତନ ଗ୍ରନ୍ଥ, ବେଦ ଇତ୍ୟାଦି ଏହି ନଦୀ କିପରି ଜନସାଧାରଣଙ୍କ ପାଇଁ ଜୀବନଧାରା ଥିଲା ସେ ସମ୍ପର୍କିତ ମନୋମୁଗ୍ଧକର ସ୍ତୋତ୍ରରେ ପରିପୂର୍ଣ୍ଣ ।…
ନୂତନ ଅପରାଧ ଆଇନ ୨୦୨୩ “ନାମାନ୍ତର ପ୍ରସଙ୍ଗ”
‘ଦଣ୍ଡ’ ରୁ ‘ନ୍ୟାୟ’ ଭାରତୀୟ ଦଣ୍ଡ ସଂହିତା ୧୮୬୦ର ସ୍ଥାନ ଭାରତୀୟ ନ୍ୟାୟ ସଂହିତା ୨୦୨୩ ନେବା, ଓ ଏତଦ୍ ଦ୍ୱାରା ଦଣ୍ଡକେନ୍ଦ୍ରିକ ନୁହେଁ ବରଂ ନ୍ୟାୟକେନ୍ଦ୍ରିକ ଆଇନ ହେଲା ବୋଲି ଗୃହମନ୍ତ୍ରୀ ଅମିତ ଶାହା ଦାବି କରିବା୧ ବୋଧହୁଏ ‘ଦଣ୍ଡ’…
ନିଷ୍ପ୍ରଭ ନିର୍ବାଚନ ଓ ପରାଜୟୀ ଜନଗଣ!
ଏଯାବତ୍ (୧୫ ମଇ,୨୦୨୪) ୪ଟି ପର୍ଯ୍ୟାୟରେ ପ୍ରାୟ ୩ଶହ ୮୧ଟି ଲୋକସଭା ଆସନ ପାଇଁ ନିର୍ବାଚନ ସରିଯାଇଥିଲେ ବି ଦେଶସାରା କେଉଁଠି ବି ଲୋକମାନଙ୍କ ମନରେ ନିର୍ବାଚନ ପ୍ରତି ଆବେଗ ବା ଆଗ୍ରହ ବଢ଼ିବାର ଦେଖାଯାଉ ନାହିଁ । ଦେଶରେ ପ୍ରାୟ…
ହତାଶ ହାଜି ଅଲ୍ଲୀ!
ହାଜି ଅଲ୍ଲୀ ଉପକୂଳ ସକାଳ ୮ଟା । ସୂର୍ଯ୍ୟଙ୍କ ରଶ୍ମି କୋମଳ ରହିଛି । ଏପରି ଏକ ମନୋରମ ସକାଳର ପରିବେଶ ନିର୍ମାଣ କାର୍ଯ୍ୟର କର୍କଶ ଶବ୍ଦରେ ଦୋହଲି ଉଠିଲା । ବିବଦମାନ ମୁମ୍ବାଇ ଉପକୂଳ ରାସ୍ତା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ…
ଭଗବତ ଚର୍ଚ୍ଚା : ‘ହିନ୍ଦ୍ସ୍ୱରାଜ୍ୟ’
“ସମୟ କେବେ ‘ହିନ୍ଦ୍ସ୍ୱରାଜ୍ୟ’ର ପୂର୍ଣ୍ଣଛେଦ ଟାଣିବ ନାହିଁ”
ଇଣ୍ଡିଆମେଂଟ ଗଲା କୁଆଡ଼େ?
ଗତବର୍ଷ ଦେଶରେ ଏକ ବିରୋଧୀ ମେଂଟ ଗଠନ ହେବା କଥା ବିଭିନ୍ନ ଗଣମାଧ୍ୟମ, ଗଣମାଧ୍ୟମ ଓ ସାମାଜିକ ମାଧ୍ୟମଗୁଡ଼ିକରେ ପଢିବାକୁ ଶୁଣିବାକୁ ମିଳିଥିଲା । ସେତେବେଳେ କୁହାଯାଇଥିଲା ଯେ ଏହି ବ୍ଲକର ନାମ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଂଟାଲ ଇନକ୍ଲୁସିଭ ଆଲିଆନ୍ସ ବା…
ଚାଷୀ ଓ ଚାଷର ଜନ୍ମ ରହସ୍ୟ
ଆଦିମ ମଣିଷ ୨.୫ ନିୟୁତ ବର୍ଷ ବଣ ଜଙ୍ଗଲରେ ବୁଲିବୁଲି ଶିକାର ଓ ଫଳମୂଳ ସଂଗ୍ରହକରି ଜୀବନ ରକ୍ଷା କରୁଥିଲା । ବର୍ଷ କୁ ବର୍ଷ ମଣିଷମାନଙ୍କର ସଂଖ୍ୟା ବଢିଲା । ସେମାନେତ ପ୍ରଥମେ ଆଫ୍ରିକାରେ ଜନ୍ମ ନେଇଥିଲେ । କାଳକ୍ରମେ…
ଆମ ଗାଁ’ର ଇତିହାସ ଓ ସଂସ୍କୃତିକୁ ଆମେ ବଞ୍ଚାଇରଖିବୁ : ପାଇକମାଳରୁ ଛାତ୍ରଛାତ୍ରୀମାନଙ୍କର ଆହ୍ଵାନ
Let's work together to save our village's history: A call from students of Paikmal
ନୂତନ ଅପରାଧ ଆଇନ ୨୦୨୩ “ଭିଡ଼ ଦ୍ୱାରା ହତ୍ୟା”
ଗୃହମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାରରେ କୁହନ୍ତି୧, “ମୁଁ ଏହା ଖୁସିର ସହିତ ସ୍ପଷ୍ଟ କରିଦିଏ ଯେ ପ୍ରଥମ ଥର ପାଇଁ ନୂତନ ଆଇନରେ ‘ଭିଡ଼ ଦ୍ୱାରା ହତ୍ୟା’ (Mob Lynching ) ପରିଭାଷିତ ହୋଇଛି ।” ଏହା ସହିତ ଏକ…
ବିଶ୍ୱର ସର୍ବବୃହତ୍ ଦୁର୍ନୀତି: ଇଲେକ୍ଟୋରାଲ ବଣ୍ଡ୍
ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ କେଉଁ ରାଜନୈତିକ ଦଳ କେତେ ଅର୍ଥ ପାଇଛନ୍ତି, ସେ କଥା ଲୋକଲୋଚନକୁ ଆସିଯାଇଛି । କେବଳ ଯେ, କେଉଁ ଦଳ କେଉଁ କମ୍ପାନୀଠାରୁ କେତେ ଅର୍ଥର ଗୁପ୍ତଦାନ ପାଇଛନ୍ତି ସେ…
ଉତ୍ତପ୍ତ ଜଳବାୟୁ ଓ ସମ୍ବେଦନହୀନ ରାଜନୀତି
ଏକଥା ହୁଏତ ବୁଝାଇବାକୁ ପଡ଼ିବନାହିଁ ଯେ ଜଳବାୟୁ ଆଜି ଜଳୁଛି । ବିଭିନ୍ନ ସହରର ତାପମାତ୍ରା ୪୦ ଡ଼ିଗ୍ରି ସେଲସିୟସ ଉପରେ ଏବଂ କେତେକ ଜାଗାରେ ୪୬ଡ଼ିଗ୍ରି ସେଲସିୟସ ଉପରେ ପହଞ୍ଚିଗଲାଣି । ଦିନସାରା ଜଳବାୟୁ ଏତେ ଅସହ୍ୟ ହେଉଛି ଯେ…
ଏକ ବିଂଶ ଶତାଦ୍ଦୀରେ କ୍ୟାନସର ବିଭିଷିକା
ପୃଥିବୀରେ କ୍ୟାନସର ଚିତ୍ର ଅନୁଧ୍ୟାନ କାଲେ ଜଣାଯାଏ ଆମେରିକାରେ କ୍ୟାନସର ରୋଗୀ ସଂଖ୍ୟା ସର୍ବାଧିକ ଥିବା ସ୍ଥଳେ ଚୀନ ଦ୍ଵିତୀୟ ଓ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି ।
ମାଟି ସୁସ୍ଥ ତ ମଣିଷ ସୁସ୍ଥ
ଜର୍ମାନରେ କୁହନ୍ତି “man is what man eats” । ସୁସ୍ଥ ମଣିଷ ଟିଏ ତା ଖାଦ୍ୟରୁ ତିଆରି ହୁଏ । ଉଦ୍ଭିଦ ଓ ପ୍ରାଣୀ ଜଗତ ମାଟିରୁ ଖାଦ୍ୟ ସଂଗ୍ରହ କରିଥାନ୍ତି । ଆମ ସ୍ୱାସ୍ଥ୍ୟ ମାଟିର ସ୍ୱାସ୍ଥ୍ୟ ଉପରେ…

Recent Comments