ଗନ୍ଧମାର୍ଦ୍ଦନ ସୁରକ୍ଷା (ବାଲ୍କୋ ହଟାଓ) ଆନ୍ଦୋଳନରେ ତଥ୍ୟ ଓ ଗବେଷଣାର ଭୂମିକା
ଚାରିଦଶନ୍ଧି ତଳେ ୧୯୮୦ ଦଶକରେ (୧୯୮୩ରୁ ୧୯୮୯ କାଳଖଣ୍ଡ) ଗନ୍ଧମାର୍ଦ୍ଦନ ପର୍ବତରେ ‘ବାଲ୍କୋ’(ଭାରତ ଆଲୁମିନିୟମ କମ୍ପାନି)ର ବକ୍ସାଇଟ ଖଣି ପ୍ରକଳ୍ପକୁ ବନ୍ଦ କରିବା ଦାବି ନେଇ ଏକ ଦୁର୍ବାର ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଜନ ଆନ୍ଦୋଳନର…
ଜନଆନ୍ଦୋଳନ, ସମ୍ବିଧାନ, ଦମନ
ସମାଜବାଦୀ ନେତା ଡକ୍ଟର ରାମମନୋହର ଲୋହିଆ କହୁଥିଲେ ଯେ “ଅଗର ସଡ଼କେଁ ଖାମୋସ ହୋ ଜାଏ ତୋ ସଂସଦ ଆୱରା ହୋ ଜାଏଗୀ” ଅର୍ଥାତ୍ ଯଦି ସଡ଼କ ନୀରବ ହୋଇଯାଏ, ତାହାହେଲେ ସଂସଦ ବେପରୁଆ, ଲକ୍ଷ୍ୟହୀନ ହୋଇଯିବ । ସଡ଼କ ନୀରବ…
‘ସମଦୃଷ୍ଟି’ର ଦୁଇ ଦଶନ୍ଧିର ଯାତ୍ରା ଓ ଆପଣ
‘ସମଦୃଷ୍ଟି’ ସମ୍ବାଦ ପତ୍ରିକାର ଉନ୍ମୋଚନ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ମହୋଦୟଙ୍କ କରକମଳରେ ହୋଇଥିଲା । ଦିନଟି ଥିଲା ଜାନୁଆରୀ ୨୨, ୨୦୦୬ ମସିହା । ତାହାର ଠିକ୍ ୧୬ଦିନ ପୂର୍ବରୁ କଳିଙ୍ଗନଗରରେ ଟାଟା କମ୍ପାନୀ ବିରୋଧରେ ଲଢ଼େଇ କରୁଥିବା…
ଓଡ଼ିଆ ସାହିତ୍ୟର ସ୍ଥିତି ଓ ପ୍ରଗତି
ଓଡ଼ିଶାର ମହନୀୟ ପରମ୍ପରାର ଏକ ନିରବଚ୍ଛିନ୍ନ ଅବିଚ୍ଛେଦ୍ୟ ଅଙ୍ଗ, ଓଡ଼ିଆ ସଂସ୍କୃତିର ଏକ ପ୍ରବହମାନ ପ୍ରେକ୍ଷାପଟ୍ଟ, ସର୍ବୋପରି ଓଡ଼ିଆ ଜନଜୀବନର ସମନ୍ୱିତ ଅପୂର୍ବ ଆଲେଖ୍ୟ ବହନ କରୁଥିବା ଦକ୍ଷିଣ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହନ କରିଛି…
ନେହରୁଙ୍କ ସମ୍ପର୍କରେ ନେହରୁଙ୍କ ଚେତାବନୀ
ଶିରୋନାମାଟି ଚକିତ କରିପାରେ । କିନ୍ତୁ ଏହା ସତ୍ୟ । ନିଜେ ନେହରୁ ନିଜ ସମ୍ପର୍କରେ ଏକ ଚେତାବନୀକୁ ସାର୍ବଜନୀନ କରିଥିଲେ । କହିଥିଲେ, ‘ଆମେ ସିଜରମାନଙ୍କୁ ଚାହୁଁ ନା ।’ ଯଦିଓ ଏଥିପାଇଁ ସେ ଏକ ଛଦ୍ମନାମ ଧାରଣ କରିଥିଲେ…
ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ-ଅଗଣତାନ୍ତ୍ରିକ!
ନିକଟରେ କେନ୍ଦ୍ର ସରକର ସଂସଦରେ “ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ” ପାଇଁ ଦୁଇଟି ବିଲ୍ ଯଥା, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ସମ୍ପର୍କିତ ଆଇନ ସଂଶୋଧନୀ ବିଲ୍ କୁ ଆଗତ କରିଥିଲେ । ବିରୋଧି ଦଳମାନଙ୍କ ଦାବି…
ବିଶ୍ୱ ପୁଞ୍ଜିର ବିଶ୍ୱସ୍ତ ପ୍ରତିନିଧି
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ (୨୦୦୪-୨୦୧୪) ଡଃ ମନମୋହନ ସିଂହଙ୍କର ୨୬ ଡିସେମ୍ବର, ୨୦୨୪ ଦିନ ବିୟୋଗ ହୋଇଯାଇଛି । ବ୍ୟବହାର ଓ ଆଚରଣରେ ସେ ଜଣେ ଭଦ୍ର ଏବଂ ସରଳ ମଣିଷ ଥିଲେବୋଲି ପ୍ରାୟ ସମସ୍ତେ ସ୍ମୃତିଚାରଣ କଲାବେଳେ କହିଛନ୍ତି ।…
ଯୋଗେନ୍ଦ୍ର ଯାଦବଙ୍କ ସହ କଥାବାର୍ତ୍ତା
କୋଡ଼ିଏବର୍ଷ ତଳେ ଲୋହିଆ ଏକାଡ଼େମୀର ଏହି ସଭାଗୃହରୁ ଆମେମାନେ କିଶନ ପଟ୍ଟନାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦେଇଥିଲେ । ମୋ ମତରେ, ସେ ଥିଲେ ଭାରତୀୟ ଆଧୁନିକ ରାଜନୈତିକ ବିଚାର ପରମ୍ପରାର ଅନ୍ତିମ ଚିନ୍ତକ । ଆଜି ବି’ ତାଙ୍କ…
ଅତୀତରୁ ବର୍ତ୍ତମାନ: କାଞ୍ଚା ଶେରପା
ମଇ ୨୯ ତାରିଖ, ୧୯୫୩ ମସିହା । ଏଡମଣ୍ଡ ହିଲାରୀ ଓ ତେଞ୍ଜିଙ୍ଗ ଶେରପା ସେହିଦିନ ସର୍ବପ୍ରଥମେ ଏଭରେଷ୍ଟ ବିଜୟର ଗୌରବ ହାସଲ କରିଥିଲେ । ସେମାନଙ୍କ ସହ ଯାଇଥିବା ପର୍ବତାରୋହୀ ଦଳରେ ଥିଲେ କାଞ୍ଚା ଶେରପା । ସେତେବେଳେ…
ବନୌଷଧି ବିଚାର
ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନ ଅନୁସାରେ ପୃଥିବୀର ୮୦ପ୍ରତିଶତରୁ ଊଦ୍ଧ୍ୱର୍ ଜନସଂଖ୍ୟା ପାରମ୍ପାରିକ ଔଷଧି ମୁଖ୍ୟତଃ ବନୌଷଧି ଉପଚାର ନେଇଥାନ୍ତି । ବିଶ୍ୱରେ ଚୀନର ପାରମ୍ପାରିକ ଚିକିତ୍ସା ସବୁଠାରୁ ବେଶି ଲୋକପ୍ରିୟ । ଏହା ପରକୁ ରହିଛି ଭାରତୀୟ ଚିକିତ୍ସା ବା ଆୟୁର୍ବେଦ ।…
ଏ ପକ୍ଷର ଖବର
ଧାନ କିଣା କଥା : କିଏ ସତ କହୁଛି? ସମ୍ପ୍ରତି ଟିଟିଲାଗଡ଼ ବ୍ଲକର ଶଗଡ଼ଘାଟ ଧାନମଣ୍ଡି ଗତ ୫ ତାରିଖରେ ଖୋଲିଲା । ଏ ପର୍ଯ୍ୟନ୍ତ ଏଠାରେ ମାତ୍ର ୩୫ଜଣ କୃଷକଙ୍କଠାରୁ ପ୍ଲାଷ୍ଟିକ ଅଖାରେ ୯୬୪ କୁଇଣ୍ଟାଲ ଧାନ…
ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ସଂଖ୍ୟାଗରିଷ୍ଠଙ୍କ ଦାୟିତ୍ୱ
ଡିସେମ୍ବର ୧୮କୁ ବିଶ୍ୱ ସଂଖ୍ୟାଲଘୁ ଅଧିକାର ଦିବସ ରୂପେ ସଂଯୁକ୍ତ ରାଷ୍ଟ୍ରର ସଦସ୍ୟ ଥିବା ପ୍ରାୟ ସବୁ ଦେଶମାନଙ୍କରେ ପାଳିତ ହେଉଛି । ଭାରତ ମଧ୍ୟ ଔପଚାରିକ ଭାବରେ ହେଲେବି ଏହି ଦିବସଟିକୁ ପାଳନ କରୁଛି । ଡିସେମ୍ବର ୧୮, ୧୯୯୨ଦିନ…
ଥୋମାସ ଏଡୱାର୍ଡ ରାଭେନ୍ଶା
ରାଭେନ୍ଶାଙ୍କ ନାଁରେ ନାମିତ କଲେଜ ବା ମହାବିଦ୍ୟାଳୟରେ ଏ ଲେଖକ ତାର କଲେଜ ଜୀବନ ଆରମ୍ଭ କରିଥିଲା ପ୍ରାୟ ୬ ଦଶକ ତଳେ । ଏହି କଲେଜର ସାଂଧ୍ୟ ଖଣ୍ଡରେ ଆରମ୍ଭ କରିଥିଲା ପ୍ରାୟ ପଚାଶ ଦଶକ ତଳେ…
ବିଲାତ ସରକାରଙ୍କ ଭାରତରେ ରାସାୟନିକ କୃଷି ପ୍ରବର୍ତ୍ତନ ପାଇଁ ଷଡ଼ଯନ୍ତ୍ର
୧୮୦୦ ଖ୍ରୀ:ଅ ପର୍ଯ୍ୟନ୍ତ କୃଷି, ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ଉତ୍ପାଦନ ଓ ବାଣିଜ୍ୟ ପାଇଁ ଭାରତ ପୃଥିବୀରେ ଏକ ନମ୍ବର ଦେଶ ଥିଲା । ଇଷ୍ଟ୍ଇଣ୍ଡିଆ କମ୍ପାନୀ ୧୭୫୭ ମସିହାରେ ଆମ ଦେଶରେ ଉପନିବେଶ ସ୍ଥାପନ କଲା । ସେମାନଙ୍କ ଶାସନକାଳରେ…
ସମ୍ବିଧାନ ଯଥେଷ୍ଟ ନୁହେଁ
(ଦ୍ଵିତୀୟ ଭାଗ) ବିଚାରପତିଙ୍କ ଆଚରଣ ସମ୍ବିଧାନର ଧାରା ୫୦ରେ କୁହାଯାଇଛି ଯେ ନ୍ୟାୟପାଳିକା କାର୍ଯ୍ୟପାଳିକା ଠାରୁ ସ୍ୱତନ୍ତ୍ର ରହିବ । ଏବଂ ଏହି ସ୍ୱତନ୍ତ୍ରତା, ଯାହା ଜନତାଙ୍କ ସେବାରେ, ତା’ପାଇଁ ରାଷ୍ଟ୍ର ପଦକ୍ଷେପ ନେବ । ଏହା ପ୍ରତିଫଳିତ କରେ ଯାହା…
ଏ ପକ୍ଷର ଖବର
କ୍ଷମତା ହିଁ ସ୍ୱାଧୀନତା, ବାକି ସବୁ ବେକାର କଥା ପାଠକେ! ଗତ ୨୫ବର୍ଷ ଖଣ୍ଡେ ହେଲାଣି ଆମେ ଦେଖୁଛୁ ଆମ ମୁଖ୍ୟମନ୍ତ୍ରୀମାନଙ୍କର ହିନ୍ଦୀ ସମ୍ବାଦପତ୍ରିଆ ଦୋଷ ପ୍ରବଳ ବାହାରୁଛି । ଆପଣ ପଚାରିବେ ଏ ହିନ୍ଦୀ ସମ୍ବାଦପତ୍ରିଆ ଦୋଷଟି…

Recent Comments