ଆଧୁନିକତାର ସ୍ପର୍ଶରେପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଓଡ଼ିଆ ଭାଷାର ପ୍ରାଚୀନତା ଉପରେ ଏବେ ଆଉ କୌଣସି ଦ୍ୱନ୍ଦ୍ୱ ନାହିଁ । କାରଣ ଭାରତର ଅନ୍ୟାନ୍ୟ ଭାଷାମାନଙ୍କ ଭିତରେ ୧୧ଟି ଭାଷା ଅଦ୍ୟାବଧି ପ୍ରାଚୀନତା ଆଧାରରେ ଶାସ୍ତ୍ରୀୟତା ମାନ୍ୟତା ପାଇଛି । ସେଥିରେ ଓଡ଼ିଆ ଭାଷାର ସ୍ଥାନ ଷଷ୍ଠରେ ଥିଲା…
ସଂଖ୍ୟା ପୁନଃନିର୍ଦ୍ଧାରଣ ବିବାଦ
ଏବେ ଦକ୍ଷିଣ ଭାରତର ରାଜ୍ୟମାନେ ଲୋକସଭା ଓ ରାଜ୍ୟ ବିଧାନସଭା ଆସନର ସମ୍ଭାବ୍ୟ (୨୦୨୬ ପରେ) ସଂଖ୍ୟା ପୁନଃନିର୍ଦ୍ଧାରଣକୁ ନେଇ ପ୍ରତିବାଦ ଆରମ୍ଭ କରିସାରିଛନ୍ତି । ଏହି ପ୍ରତିବାଦରେ ଦକ୍ଷିଣଭାରତର ପ୍ରାୟତଃ ସମସ୍ତ ରାଜ୍ୟ ଯଥା: ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା…
ଜଳବାୟୁ ପରିବର୍ତ୍ତନ ଓ ଡାହାଣୀ ଆରୋପିତ ଅପରାଧ
ସାରା ପୃଥିବୀ ଆଜି ଜଳବାୟୁ ପରିବର୍ତ୍ତନକୁ ନେଇ ଗମ୍ଭୀର ଭାବରେ ଚିନ୍ତାଶୀଳ । ଏହି ପରିବର୍ତ୍ତନ ଦ୍ୱାରା ପୃଥିବୀବାସୀଙ୍କ ଉପରେ ଅନେକ ଦୁଃଖ ଦୁର୍ଦ୍ଦଶା ବିଭିନ୍ନ ଭାବରେ, ଶହଶହ ବର୍ଷ ଧରି ମଣିଷ ସମାଜକୁ ସନ୍ତୁଳିତ କରିଚାଲିଛି । ଏସବୁର ଐତିହାସିକ…
ସ୍ୱାଧୀନୋତ୍ତର ଓଡ଼ିଶାରେ ଜନଆନ୍ଦୋଳନ ଓ ମହିଳାଙ୍କ ଅଂଶଗ୍ରହଣ
୧୯୯୬ ମସିହା ଏପ୍ରିଲ ପହିଲା ଦିନ ବିକଳ୍ପ ସନ୍ଧାନୀ ମଞ୍ଚ ତରଫରୁ ଯେଉଁ ଆଲୋଚନା ସଭା ହୋଇଥିଲା, ତା’ର ଶିରୋନାମା ଥିଲା ‘ସ୍ୱାଧୀନୋତ୍ତର ଓଡ଼ିଶାରେ ଜନଆନ୍ଦୋଳନ’ । ଏହି ଆଲୋଚନାସଭାରେ ଯେଉଁମାନେ ନିଜର ବକ୍ତବ୍ୟ ରଖିଥିଲେ ସେମାନେ ସମସ୍ତେ ଥିଲେ ଆଲୋଚିତ…
ଜଳବାୟୁ ସଂକଟ ଓ ନାରୀର ଭୂମିକା
ଗୋଟିଏ କୃଷିଭିତ୍ତିକ ଓ ଜଙ୍ଗଲଭିତ୍ତିକ ଅର୍ଥନୀତିରେ ଜଳବାୟୁ ପରିବର୍ତ୍ତନ ଓ ଦଳିତ ଆଉ ଆଦିବାସୀ ଓ ଅନ୍ୟ ମହିଳାଙ୍କର ବହୁତ ବଡ଼ ଭୂମିକା ଅଛି । ପ୍ରଥମତଃ ସେଇମାନେ ହିଁ ସବୁଠୁ ନିର୍ଯାତିତା ହୁଅନ୍ତି । ଆଉ ଅନ୍ୟ…
ଏ ପକ୍ଷର ଖବର
ମିଶନ ଶକ୍ତି କି ସୁଭଦ୍ରା ଶକ୍ତି ଭୋଟ ରାଜନୀତିରେ ମହିଳାଙ୍କୁ କିପରି କାମରେ ଲଗାଯାଏ, ସେ କଥାଟି ବୋଧେ ପ୍ରଥମେ ଆରମ୍ଭ କରିଥିଲେ ବିଜୁବାବୁ । ବିଜୟାନନ୍ଦ ପଟ୍ଟନାୟକ । ଆମେ ଓଡ଼ିଶା କଥା କହୁଛୁ ଆଜ୍ଞା ।…
ଗଣତନ୍ତ୍ର ଆଉ ଗଣଙ୍କ ହାତରେ ନାହିଁ
ଆମକୁ ପଢ଼ାଇ ଦିଆଯାଇଥାଏ ଯେ ଗଣତନ୍ତ୍ର ଗଣଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ: ଯେହେତୁ ଗଣମାନେ ନିଜର, ନିଜ ପାଇଁ ଓ ନିଜଦ୍ୱାରା ଏହାର ପ୍ରତିଷ୍ଠା କରନ୍ତି ଏବଂ ସରକାର ଚଳାଇବା ପାଇଁ ଲୋକମାନଙ୍କୁ ପ୍ରତିନିଧି ରୂପେ ନିଜେ ବାଛନ୍ତି ।…
ଜଳବାୟୁ ସଂକଟରେ ଲିଙ୍ଗୀୟ ଅସମାନତାର ଶିକାର ନାରୀ
ଅଧୁନା ଆମ ପୃଥିବୀ ଯେତେସବୁ ସଙ୍କଟମୟ ପରିସ୍ଥିତି ଭିତରେ ଗତି କରୁଛି, ତାହାର ସର୍ବାଗ୍ରରେ ରହିଛି ‘ଜଳବାୟୁ ପରିବର୍ତ୍ତନ’ । ବିଗତ ଦୁଇ-ତିନି ଦଶନ୍ଧି ମଧ୍ୟରେ ଆମେ ଅଳ୍ପବହୁତେ ଏହାର ପରିଣାମ ଅନୁଭବ କରୁଛେ । ଦିନକୁ ଦିନ ଉଷ୍ମତାର ତୀବ୍ରତା…
ଜଳବାୟୁ ପରିବର୍ତ୍ତନ ଓ ନାରୀ
ଗଣମାଧ୍ୟମରେ ପ୍ରକାଶ ପାଇଆସିଛି ଯେ ଉଭୟ ଫେବୃଆରୀ ଓ ମାର୍ଚ୍ଚ ୨୦୨୫ ଦୁଇଟି ମାସ ଗତ ୧୨୫ବର୍ଷର ରେକର୍ଡ଼ ଭାଙ୍ଗି ଅଧିକ ଉତ୍ତପ୍ତ ମାସ ହିସାବରେ ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଏକ ସ୍ଥିତି ଜଳବାୟୁ ପରିବର୍ତ୍ତନର ଏକ ବଳିଷ୍ଠ…
ସାଧାରଣ ଜନତାଙ୍କ ପାଇଁ ଏ ବଜେଟ୍ ନୁହେଁ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ୟ ପାଳିର ମୋଦୀ ସରକାରର ଦ୍ୱିତୀୟ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଓ ଏହା ପୂର୍ବରୁ ସେ ଛଅଟି ବାର୍ଷିକ ବଜେଟ ଏବଂ ଦୁଇଟି ଅନ୍ତର୍ବର୍ତ୍ତୀକାଳୀନ ବଜେଟ୍ ପେଶ୍ କରିଥିଲେ । ତାଙ୍କ ପେଶ୍ କରିଥିବା…
ଜଳ ବୋମା!
ବନ୍ଧ ବାଡ଼ର ପୁଞ୍ଜିପତିଙ୍କ ସ୍ୱାର୍ଥ ସୁରକ୍ଷାର ପ୍ରକଳ୍ପ ଭିତରେ ପୃଥିବୀରେ ବର୍ତ୍ତମାନ ବିଭୀଷିକାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବନ୍ଧ ବାଡ଼ର ତଥାକଥିତ ବିକାଶର ଧାରାରେ ବଳି ପଡୁଛନ୍ତି ହଜାର ହଜାର ବିସ୍ଥାପିତ । ଏଭଳି ବିକାଶକୁ ବିନାଶର…
ରାଷ୍ଟ୍ରର କର୍ତ୍ତବ୍ୟ ନିର୍ଦ୍ଦେଶିକା ନୀତି ପ୍ରସଙ୍ଗରେ
ସମ୍ବିଧାନର ୪ର୍ଥ ଖଣ୍ଡ ସମ୍ବିଧାନର ଚତୁର୍ଥ ଖଣ୍ଡରେ ରାଷ୍ଟ୍ରର କର୍ତ୍ତବ୍ୟକୁ ସୂଚୀବଦ୍ଧ କରାଯାଇଛି ଧାରା ୩୭ରୁ ଧାରା ୫୧ ମଧ୍ୟରେ । ଏହି ଖଣ୍ଡରେ ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟର ଏକ ସୂଚୀ ମଧ୍ୟ ଦିଆଯାଇଛି (ଧାରା ୫୧-ଏ)…
ଏ ପକ୍ଷର ଖବର
ବିଚରା ଭାଗଚାଷୀ ପାଇଁ ସବୁ ଗଣିତ ଭୁଲ୍? ପାଠକେ ! ରାଜ୍ୟ ସାରା ଏବେ ଚିତ୍କାର ଚାଲିଛି ଯେ ଗୋଟିଏ କୁଇଂଟାଲ ଧାନ କିଣିବାକୁ ରାଜ୍ୟ ସରକାର ଚାଷୀଙ୍କୁ ୩୧୦୦ ଟଙ୍କା ଦେଉଛନ୍ତି । ହେଲେ କଥାଟା ସତ କି? ଆମ…
ଭାରତରେ ମଣିଷକୃତ ମରୁଡ଼ି
ଓଡ଼ିଶାରେ ମରୁଡ଼ିର ଇତିହାସ କହିଲେ ପ୍ରଥମେ ବର୍ଷାଭାବଜନିତ ମରୁଡ଼ି ଉପରେ ଚର୍ଚ୍ଚା ହୋଇଥାଏ । ଯାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି । ୧୮୯୯ - ୧୯୦୦ ସମିହାରେ ଛପନ ସାଲ ଦୁର୍ଭିକ୍ଷ ହୋଇଥିଲା ।…
ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ଓ ଭାରତ
ଏହି ଭିତରେ ବିଶ୍ୱରେ ଅନେକ ଘଟଣା ଘଟିଚାଲିଛି । ଭାରତରେ ମଧ୍ୟ ଘଟଣାର ବିବିଧତା କିଛି କମ୍ ନୁହଁ । କିଛି ଘଟଣା ଆମେ ଦେଖିଲେ ବି କେତେ ବୁଝିପାରୁଛେ ତାହା ଆମେ ନିଜେ ହିଁ କହିପାରିବା । ତେବେ ଗଣମାଧ୍ୟମ…
ଋଷିକୂଲ୍ୟା ନଦୀ ସୁରକ୍ଷା ଆନ୍ଦୋଳନ
ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀର ଭବିଷ୍ୟତକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କାଠାରେ ଥିବା ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ଏକ ବୃହତ୍ ଡେମ୍ ନିର୍ମାଣ କରିବାକୁ…

Recent Comments