ଭାରତର ମୁକୁଟବିହୀନ ‘ସମ୍ରାଟ’ ଓ ତାଙ୍କ ‘ଭୃତ୍ୟ’ମାନେ
ଗତ ଦଶବର୍ଷର ଘଟଣାବଳୀ ପ୍ରମାଣିତ କରିସାରିଲାଣି ଯେ ଏବେ ଭାରତ ଜଣେ ମୁକୁଟବିହୀନ ‘ସମ୍ରାଟ’ଙ୍କ ଦ୍ୱାରା ଶାସିତ । ତାଙ୍କର ‘ଭୃତ୍ୟ’ମାନଙ୍କୁ ଆମେ ତଥାକଥିତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ କରି ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଭାରତକୁ ଏକ ଶ୍ରେଷ୍ଠ…
ଜନସ୍ୱାସ୍ଥ୍ୟର ବ୍ୟବସାୟୀକରଣ
ଜାତୀୟ ବିଶ୍ୱଯୁଦ୍ଧ ପରେ ୧୯୪୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ୍ୟଏଚ୍ଓ) ପ୍ରତିଷ୍ଠା ହୋଇଥିଲା । ଏହାର ୭୫ବର୍ଷ ପୂର୍ଣ୍ଣ ହୋଇଗଲା ଏହି ବର୍ଷରେ । ଏହା ଜାତିସଂଘର ଏକ ବିଶେଷ ସଂସ୍ଥା- ଯାହା, ଅଂଶୀଦାର ଦେଶ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନୟନ,…
ମାଣ୍ଡିପଙ୍କାର ଆଇନାରେ ରାଜ୍ୟର ଖାଦ୍ୟ ସୁରକ୍ଷା
ଦୀର୍ଘ ୨୩ବର୍ଷ ପରେ ଆମ୍ବଟାକୁଆ ଜନିତ ମୃତ୍ୟୁ ଘଟଣା ଏବେ ପୁଣିଥରେ ରାଜ୍ୟର ରାଜନୀତିକୁ ସରଗରମ କରିଦେଇଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଳକ୍ ଅର୍ନ୍ତଗତ ଗଦାପୁର ପଂଚାୟତର ମାଣ୍ଡିପଙ୍କା ଗାଁରେ ଗତ ସପ୍ତାହରେ ଆମ୍ବ ଟାକୁଆର କୋଇଲିରେ ପ୍ରସ୍ତୁତ ଖାଦ୍ୟ…
ପଶ୍ଚିମ ଓଡ଼ିଶାକୁ ପାଉଁଶ ବୋଝ: ରାଜସ୍ବ ମନ୍ତ୍ରୀଙ୍କ ବୈଠକ ସମାଧାନ କରିବ କେତେ?
ପାଉଁଶ ପରିଚାଳନା ନିର୍ଦେଶାବଳୀର ନବୀକରଣର ଆବଶ୍ୟକତା ରହିଛି। ଏଥିସଂକ୍ରାନ୍ତରେ ଜନପ୍ରତିନିଧିଙ୍କ ପରାମର୍ଶ ଏବଂ ଆଇଆଇଏମ, ଭିସୁଟ, ଭିମସାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ଶିକ୍ଷଣ ପ୍ରତିଷ୍ଠାନର ସହଯୋଗରେ ରିପୋର୍ଟ ପ୍ରସ୍ତୁତ କରିବେ ଆରଡିସି। ଲୋ ଲାଇନ ଅଞ୍ଚଳ ଯେଉଁଠି ପାଉଁଶ ପକାଯିବାର ନିର୍ଦେଶ ରହିଛି,…
ପୃଥିବୀରେ ଜୀବନ ସଞ୍ଚାର-୨
ପୂର୍ବ ଅଧ୍ୟାୟରେ, “ପୃଥିବୀରେ ଜୀବନ ସଞ୍ଚାର(୧)” ଆମେ ଦର୍ଶାଇଥିଲେ, ଏରୋବେଶ ଓ ଏନରୋବେଶଙ୍କ ସୃଷ୍ଟି ସମ୍ପର୍କରେ । ଏକ ଉକ୍ରୃଷ୍ଟ ଓ ସଫଳ ଏରୋବେଶ (ଅମ୍ଳଜାନ ବାୟୁ ଜୀବୀ) ଥିଲେ ଷ୍ଟ୍ରେମାଟୋଲାଇଟସ୍ । ଏହି ଅଧ୍ୟାୟରେ ଆମେ ଦେଖିବା ଏହି ଷ୍ଟ୍ରେମାଟୋଲାଇଟସ୍ରୁ…
ସମ୍ବିଧାନ ଯଥେଷ୍ଟ ନୁହେଁ
ଆଜକୁ ପ୍ରାୟ ୭୫ବର୍ଷ ତଳେ, ୨୬ ନଭେମ୍ବର ୧୯୪୯ ଦିନ ସମ୍ବିଧାନ ସଭାର ବସିଥାଏ ଶେଷ ବୈଠକ । ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ତଥା ଭାରତ ସରକାରଙ୍କର ଆଇନମନ୍ତ୍ରୀ ଡକ୍ଟର ବି ଆର ଆମ୍ବେଦକରଙ୍କ ଦ୍ୱାରା ୨୫ ନଭେମ୍ବର ୧୯୪୯…
ଏ ପକ୍ଷର ଖବର
ଗୋଟିଏ ମହାନ୍ ଜାତିର ଜୀବନରେ ଆମ୍ବଟାକୁଆର ଗୁରୁତ୍ୱ ପାଠକେ! ଗୋଟିଏ ଗୋଟିଏ ଜାତିର ଜୀବନରେ କିଛି କିଛି କଥା ଅନେକ ମହତ୍ୱ ରଖେ । ଯେମିତି ଧରନ୍ତୁ ଓଡ଼ିଶା ପାଇଁ କଳାହାଣ୍ଡିର ଅନାହାର ମୃତ୍ୟୁ, କନ୍ଧମାଳର ଆମ୍ବଟାକୁଆ ଓ…
ଭାରତର ମୁଖ୍ୟ ନ୍ୟାୟାଧୀଶ
ନଭେମ୍ବର ୯, ୨୦୨୨ରେ ଭାରତର ୫୦ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ଡଃ ଧନଞ୍ଜୟ ୟଶବନ୍ତ ଚନ୍ଦ୍ରଚୁଡ଼ ଦାୟିତ୍ୱ ଗ୍ରହଣ କରିଥିଲେ । ନିକଟ ଇତିହାସରେ ଆସିଥିବା ମୁଖ୍ୟ ନ୍ୟାୟାଧୀଶମାନଙ୍କ ଭିତରେ ଅପେକ୍ଷାକୃତ ଅଧିକ ସମୟକାଳ (ଦୁଇ ବର୍ଷ) ଏହି ପଦବୀରେ ରହିବାପରେ…
ଜାତି ଆଧାରିତ ଦେଶର ଜେଲ ବ୍ୟବସ୍ଥା!
ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟ ଦେଇଛନ୍ତି । ଭାରତୀୟ ଜେଲ ମାନଙ୍କରେ ସଂସ୍ଥାଗତ ଭାବେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଜାତିଗତ ବିଦ୍ୱେଷପୂର୍ଣ୍ଣ କାର୍ଯ୍ୟ ବିରୁଦ୍ଧରେ ନ୍ୟାୟାଳୟ ନିଜର ସ୍ପଷ୍ଟ ରାୟ ଦେଇ ତା’କୁ ସମାପ୍ତ…
ବୁଣାକାର ମୁଣ୍ଡରେ ଚଡ଼କ
ଖଜୁରୀ ଗଛର କିସ ବାହୁନିବି ମୂଳରୁ ପାହାଚ ପାହାଚ । ଇଷ୍ଟ୍ଇଣ୍ଡିଆ କମ୍ପାନୀ ଏବଂ ପରବର୍ତ୍ତୀ ସମୟରେ ଖୋଦ ବିଲାତ ସରକାର ଭାରତୀୟ କୃଷକ ଓ କାରିଗରମାନଙ୍କ ଉପରେ ଯେଉଁ ଅକଥନୀୟ ଅତ୍ୟାଚାର କରିଛନ୍ତି ଲେଖିଲେ ମହାଭାରତ ହବ । ଆସନ୍ତୁ…
ପ୍ରଜାକୋର୍ଟ : କାଠଗଡ଼ାରେ ବିକାଶ ଓ ବିସ୍ଥାପନ
ଆଜିର ଓଡ଼ିଶା ପରିବର୍ତ୍ତନର ରାଜରାସ୍ତାରେ । ଖଣି, କାରଖାନା ଓ ସହରୀକରଣ ଭିତରେ ବଦଳି ଯାଉଛି ଓଡ଼ିଶାର ପୃଷ୍ଠଭୂମି । ଏଇ ବଦଳି ଯାଉଥିବା ଓଡ଼ିଶାର କାହାଣୀ କେବଳ ପ୍ରଗତିର ନୁହେଁ, ତା’ ସହିତ ଉପେକ୍ଷା, ଉତ୍ପୀଡ଼ନ ଓ ଅବିଚାରର କାହାଣୀ…
ନେହରୁଙ୍କ ଶେଷ ଟି ଭି ସାକ୍ଷାତକାର
୧୯୬୪ ମସିହା, ମେ ମାସ । ଏହି ମାସ ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କର ମୃତ୍ୟୁ ହୋଇଥିଲା । ଯେପରି ଜଣାଯାଏ, ମୃତ୍ୟୁର ନଅ ଦିନ ପୂର୍ବରୁ ,୧୮ ମେ ଦିନ , ସେ ଦେଉଥିଲେ ସାକ୍ଷାତକାର…
ଏ ପକ୍ଷର ଖବର
ପଇସା ପାଇଁ ବିଚରା ପାଞ୍ଜି ବଦନାମ! ଆଗରୁ ପାଞ୍ଜି ବିଷୟରେ ଆମର କିଛି ଧାରଣା ନଥିଲା । ପରେ ଏ ବିଷୟରେ ଗୋଟେ ଧାରଣା ଆସିଲା ଯେ ଏଇଟା ହେଉଛି ଜ୍ୟୋତିଷ ବିଦ୍ୟା ଜାଣିଥିବା କଥା କହୁଥିବା କିଛି ଲୋକଙ୍କ ପାଇଁ…
“ଆଞ୍ଚଳିକ ଗଣମାଧ୍ୟମ:ସୁଯୋଗ ଓ ଆହ୍ୱାନ”
ଏହି ଶୀର୍ଷକଟି ଆମର ନୁହଁ । କିଛିଦିନ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ‘ଏଡ଼ିଟରସ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ଓ ‘ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା’ ତରଫରୁ ଏହି ଶୀର୍ଷକଥାଇ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟସ୍ତରର କିଛି…
ଭଗବତୀ ପାଣିଗ୍ରାହୀ:ଅନିର୍ବାଣ-ଅଦମନୀୟ
ଭାରତୀୟ ସ୍ୱାଧୀନତା ସଂଗ୍ରାମ ପର୍ବରେ ଦେଶର ସାମାଜିକ ପରିସ୍ଥିତି ସରଗରମ ହୋଇ ଉଠିଥିଲା-ସ୍ୱାଧୀନତା ସଂଗ୍ରାମ ଉପରେ ୧୯୧୭ ରୁଷ୍ ବିପ୍ଳବର ପ୍ରଚଣ୍ଡ ପ୍ରଭାବ ପଡ଼ିଥାଏ । ବହୁ ତରୁଣ ଭାରତ ବାହାରକୁ ଯାଇ ୟୁରୋପ୍, ଆମେରିକା ଏପରିକି ଲଣ୍ଡନରେ ମଧ୍ୟ ସ୍ୱାଧୀନତା…
ବିପର୍ଯ୍ୟୟ ପାଲଟି ଯାଉଛି ନିତିଦିନିଆ ବାସ୍ତବତା !
ଚଳିତ ବର୍ଷର ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ଭୂସ୍ଖଳନ ପରବର୍ତ୍ତୀ ଅବସ୍ଥାକୁ ସେସବୁ ଅଞ୍ଚଳରେ ନିରୀକ୍ଷଣ କଲେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି, "ପ୍ରଳୟର ତାଣ୍ଡବ ମଧ୍ୟରେ ଏକ ଭୌତିକ ନୀରବତା ସର୍ବତ୍ର ପରିବ୍ୟାପ୍ତ’ । ଅପରପକ୍ଷରେ ସ୍ଥାନୀୟ…

Recent Comments