ଆମ୍ବ ପଛକୁ ପଣସ
ବୈଶାଖ ଅଧା ହେଲାଣି । ଆମ୍ବ ହାଉଜାଉ ହୋଇ ପାଚୁଛି । ପାଚିଲା ଆମ୍ବ ଗଛରୁ ଗୁଳୁ ଗୁଳୁ ହୋଇ ଝଡୁଛି । ତୋଟା ଜଗାଳିଙ୍କ ଭାରିକାମ । ପଥର ପଡିଆ ତୋଟା । ହଜାର ଦେଢ଼ହଜାର ଅହୁଁ ଅହୁଁ ଗଛ…
ଭାରତର ଜାତିପ୍ରଥା ଏକ ଉତ୍କଟ ବ୍ୟାଧି
ଭାରତର ଜାତିପ୍ରଥା ଏକ ହୃଦୟ ବିଦାରକ ବ୍ୟବସ୍ଥାର ଘୃଣିତ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମ ସମାଜର ଜାତିପ୍ରଥାଟି ଏକ ଅତ୍ୟନ୍ତ ଜଟିଳ ସମସ୍ୟାକୁ ନେଇ ଗଠିତ ହୋଇଥିବାରୁ ଏହା ଆଜି ସୁଦ୍ଧା ଦୂର ହୋଇପାରୁନାହିଁ । ଜାତି…
The Distressed Tribal Families in the Land of the President and the Chief Minister: Activists Raise the Issue; OHRC Intervenes while Protective Laws Fail.
On March 26, 2025, 43 tribal families from Pokharia village under Purunapani Panchayat in Rairangpur block of Mayurbhanj district were displaced using bulldozers, allegedly violating provisions of Scheduled Areas, PESA…
ଓଡ଼ିଶାରେ ଜାତୀୟ ଶିକ୍ଷାନୀତି -୨୦୨୦ର ପ୍ରଚଳନ : ସମସ୍ୟା ଓ ସମ୍ଭାବନା
ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷାନୀତି -୨୦୨୦ କାର୍ଯ୍ୟକାରୀ ହେବା ନେଇ ନଭେମ୍ବର ୯, ୨୦୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉକ୍ତ ନିଷ୍ପତ୍ତି ମୁତାବକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ…
ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟ
‘ରାଜ୍ୟପାଳ’ମାନେ କେନ୍ଦ୍ରସରକାରଙ୍କର ପ୍ରଭାବରେ ଆସି ବିରୋଧିଦଳ ମାନଙ୍କ ଦ୍ୱାରା ଗଠିତ ରାଜ୍ୟସରକାରମାନଙ୍କୁ ହିନସ୍ତା କରିବା ବା ଏମିତିକି ନିର୍ବାଚିତ ସରକାରମାନଙ୍କୁ କୌଣସି ବାହାନାରେ ବରଖାସ୍ତ କରିବା ଅଥବା ଅନୈତିକ ଭାବେ ଗଠିତ ମେଣ୍ଟଗୁଡ଼ିକୁ ସରକାର ଗଢ଼ିବା ପାଇଁ ସୁଯୋଗ ସୃଷ୍ଟି କରିବା…
ଏ ପକ୍ଷର ଖବର
ମନ ନ ମିଶିଲେ କେଉଁ ନେତା, କେଉଁ କାର୍ଯ୍ୟକର୍ତ୍ତା ଇତିମଧ୍ୟରେ ଗୋଟା ସାଂଘାତିକ ସତ୍ୟ କହି ଦେଇଛନ୍ତି ବିଜେପିର ଅଦ୍ଭୁତ ବିଧାୟକ ବାବୁ ଜୟନାରାୟଣ ମିଶ୍ର । ବାବୁ କହିଛନ୍ତି ଯେ ମନକୁ ମନ ନ ମିଶିଲେ କି…
ବକ୍ସାଇଟ ଲୁଟୁଛି ବେଦାନ୍ତ!
ନେତାଙ୍କ ମତ: ମାଟି ପଛ, ବାକି ସବୁ ଆଗ! କମ୍ ମୂଲ୍ୟରେ ବକ୍ସାଇଟ କିଣି ଲୁଟୁଛି ବେଦାନ୍ତ । ଅଧିକା ମୂଲ୍ୟରେ ବକ୍ସାଇଟ କ୍ରୟ କରିବାପାଇଁ ଟେଣ୍ଡର ପାଇଛି ପାଓନିୟର । ପାଓନିୟର କମ୍ପାନୀକୁ ରୋକିବାପାଇଁ ଚକ୍ରାନ୍ତ ଚଳାଇଛି ବେଦାନ୍ତ…
ମାନସିକତାରେ ଦ୍ୱନ୍ଦ୍ୱ
ଭାରତୀୟ ଜନସମାଜ କ୍ରମଶଃ ଅଧିକରୁ ଅଧିକ ବିକଶିତ ହେଉଛି ବୋଲି ଦାବି କରାଯାଏ । ପ୍ରତିକ୍ଷଣରେ ଭାରତୀୟ ଜନସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ବିଜ୍ଞାନ ଅଧିକରୁ ଅଧିକ ଉନ୍ନତ ହେବାରେ ଲାଗିଛି । ହେଲେ ସେହି ଅନୁସାରେ ଭାରତୀୟଙ୍କ ମାନସିକତା…
ମହ୍ଲାରର ମୂର୍ଚ୍ଛନା
ମିଞ୍ଜି ମିଞ୍ଜି ହୋଇ ଜଳୁଛି ମହ୍ଲାର ଜନଜାତିର ଯନ୍ତ୍ରଣା ଜର୍ଜରିତ ଜୀବନ । ମୌନ ମହ୍ଲାରର ମରମ ମରୁଛି ଟିକେ ମଲମ ପାଇଁ । ମନସ୍ତାପର ମନରେ ମହ୍ଲାର ଦେଖୁଛି ଆଦିବାସୀ ଜନଜାତିଙ୍କ ପାଇଁ ସରକାରୀ ମାୟାକାନ୍ଦଣା । ଜୀବନର ଚଲାପଥରେ…
ଜଗତୀକରଣ ଓ ପରିବର୍ତ୍ତିତ ସଂସ୍କୃତି
ସମଗ୍ର ବିଶ୍ୱରେ ମନୁଷ୍ୟର ପରିଚୟ ଏକ ସ୍ୱତନ୍ତ୍ର ଦୃଷ୍ଟିକୋଣ । ବୁଦ୍ଧି ଓ ବିଚାରରେ ସ୍ୱତନ୍ତ୍ରତା ହିଁ ତା’ର ପରିଚୟ । ପ୍ରାକ୍ କାଳରୁ ଏଯାବତ୍ ବିଭିନ୍ନ ମାର୍ଗ ଏବଂ ଦୃଷ୍ଟିକୋଣ ନେଇ ମଣିଷ ଅବିରତ ଆଗେଇ ଚାଲିଛି । ସମୟକ୍ରମେ…
ଋଷିକୂଲ୍ୟା ନଦୀ ସୁରକ୍ଷା ପଦଯାତ୍ରା
(ଆଦାନୀ ଓ ଟାଟା କମ୍ପାନୀଙ୍କୁ ପାଣି ଯୋଗାଇବାକୁ ଋଷିକୂଲ୍ୟାର ଉପରମୁଣ୍ଡ ପିପଳପଙ୍କାଠାରେ ପ୍ରସ୍ତାବିତ ଡ଼େମ୍ ନିର୍ମାଣ ଓ ନଦୀରୁ ଅବାଧ ବାଲି ଖନନ ବିରୁଦ୍ଧରେ) ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀ ଏବେ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାକୁ…
ଓଡ଼ିଶା ଭୋଗୁଛି ଜଳବାୟୁର ଯାତନା
୨୦୨୪ ମସିହା ଡିସେମ୍ବର ୨୦ ଓ ୨୮ ଦୁଇଟି ପର୍ଯ୍ୟାୟରେ ଆମ ରାଜ୍ୟ ଭୋଗିଥିଲା ଅବେଳରେ ବର୍ଷା ବିତ୍ପାତ । ପାଚିବାକୁ ଆରମ୍ଭ କରିଥିବା ଖରିଫ ଧାନ ଫସଲ ପାଣିରେ ବୁଡିରହିବାରୁ ୬ଲକ୍ଷରୁ ଅଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ।…
ବିପଦରେ ଚିତା ଓ ତିସ୍ତା!
ତିସ୍ତା ନଦୀରେ ବିଜେପି ଝଡ଼! ଏକ ଅସ୍ୱାଭାବିକ ତଥା ଅସଙ୍ଗତ ପଦକ୍ଷେପ ଗ୍ରହଣ କରି ଭାରତୀୟ ଜନତା ପାର୍ଟିର ସିକ୍କିମ୍ ପ୍ରଦେଶ ସଭାପତି ଗତ ଫେବୃଆରୀ୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି କେନ୍ଦ୍ର ସରକାରଙ୍କ ଦ୍ୱାରା ତିସ୍ତା…
ଦାଦନ ଛାତ୍ର
ମାଟ୍ରିକ ପରୀକ୍ଷା ପୂର୍ବର କଥା । ନୂଆପଡ଼ା ଜିଲ୍ଲା ଶିକ୍ଷାବିଭାଗ ଜାଣିଲା ଯେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି । ଚୁଲାଭାଟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉଦ୍ୟମକ୍ରମେ ଭଇଁଷାଦାଦର ଗାଁର ଜଣେ ଦାଦନ ଛାତ୍ରୀଙ୍କୁ ତାର କାର୍ଯ୍ୟସ୍ଥଳୀରୁ…
ଏ ପକ୍ଷର ଖବର
ବାଚସ୍ପତି ହିଁ ଶ୍ରେଷ୍ଠ ବିଧାୟକ! ପାଠକେ! ଯାହା ଲାଗୁଛି ଏଇଥର ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ କି ବିଧାୟିକା ବଛା ହୋଇଯିବେ । ହଁ । ଯାହା ଶୁଣିଲୁ ୨୦୧୬ରୁ ଏହି କାମଟା ଆଜ୍ଞା ହୋଇପାରୁ ନାହିଁ…
ଜଳବାୟୁ ପରିବର୍ତ୍ତନ ଓ ମହିଳାମାନଙ୍କ ଉପରେ ତା’ର ଅସମାନ ପ୍ରଭାବ
ଜଳବାୟୁ ପରିବର୍ତ୍ତନ କହିଲେ ତାପମାନ ଓ ପାଣିପାଗରେ ଦୀର୍ଘକାଳୀନ ପରିବର୍ତ୍ତନକୁ ବୁଝାଏ । ଏହି ପରିବର୍ତ୍ତନ ପ୍ରକୃତିର ନିୟମଦ୍ୱାରା ନିରୁପିତ ହେବା କଥା ପରନ୍ତୁ ମଣିଷ ସମାଜର ବିଭିନ୍ନ କାର୍ଯ୍ୟକଳାପ ତଥା ଅତ୍ୟଧିକ ଜୀବାଶ୍ମ ଇନ୍ଧନର (ଯଥା କୋଇଲା, ତେଲ…

Recent Comments