ବେଦ, ପୁରାଣ ଓ ସଂହିତାରେ ଅପମିଶ୍ରଣ
ଯେଉଁମାନେ ଋକବେଦକୁ ଗଭୀର ଭାବେ ଅନୁଶୀଳନ କରିଛନ୍ତି ସେମାନେ ଆମକୁ କହନ୍ତି ଯେ ଋକବେଦୀ ମନ୍ତ୍ରଦ୍ରଷ୍ଟା…
ଫକୀରମୋହନଙ୍କ ଗଳ୍ପରେ ସାମାଜିକ ବାସ୍ତବତା
କଥା ସାହିତ୍ୟରେ ସମ୍ରାଟଭାବେ ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟରେ ଜଣେ ପରିଚିତ । ଏହି…
ମହାତ୍ମା ଗାନ୍ଧୀଙ୍କ ଜୀବନବୋଧରେ ସର୍ବୋଦୟ
ମହାତ୍ମା ଗାନ୍ଧୀ ବହୁ ମାନଦଣ୍ଡରୁ ଅନନ୍ୟ ଓ ଜଣେ ବିଶ୍ୱବିଦିତ ବ୍ୟକ୍ତିତ୍ୱ । ତାଙ୍କ ବିଚାରମଣ୍ଡଳ…
ଓଡ଼ିଶାରେ ମହିଳାମାନଙ୍କ ବିରୁଦ୍ଧରେ କ୍ରମବର୍ଦ୍ଧିଷ୍ଣୁ ଅପରାଧ
ଓଡ଼ିଶା ସାରା ଦେଶରେ ଶାନ୍ତି ଓ ଭକ୍ତିର ରାଜ୍ୟଭାବରେ ପରିଚିତ । ବନ୍ୟା, ବାତ୍ୟା ପରି…
ଆମ ସଂସ୍କୃତିରେ ‘କୁଲା’
ଓଡ଼ିଆ ଭାଷାରେ ପ୍ରାଚୀନ କାଳରୁ ପ୍ରଚଳିତ ଅନେକ ଶବ୍ଦ ପାଠକ ପଢ଼ିଛନ୍ତି । କୌଣସି ଗୋଷ୍ଠୀ ଓ ସମାଜର ଭାଷା ସମୃଦ୍ଧି ହେବାର କାରଣ ହେଉଛି ଶବ୍ଦ । ଯେଉଁ ଭାଷାରେ ଶବ୍ଦ ଅଧିକ, ସେହି ଭାଷା ସେତିକି ଉନ୍ନତ ବୋଲି କୁହାଯାଏ । ଆମ ଓଡ଼ିଆ ଭାଷାରେ ସେହିପରି ଅନେକ ଭାଷାର ଶବ୍ଦ ମିଶି ଶବ୍ଦଭଣ୍ଡାର ସୃଷ୍ଟି ହୋଇଛି । ତେଣୁ ଆମଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଓଡ଼ିଆ ଭାଷାରେ ଅନେକ ପ୍ରାନ୍ତୀୟ ଭାଷାର ପ୍ରଚଳନ ଥିବା ମଧ୍ୟ ଦେଖାଯାଏ । ‘କୁଲା’ ଶବ୍ଦର ଆଲୋଚନା ଓଡ଼ିଶାକୁ ଘେରି ରହିଥିବା ପ୍ରାନ୍ତୀୟ ରାଜ୍ୟଗୁଡ଼ିକର ଶବ୍ଦ ସେହି ଅଞ୍ଚଳର ମୁଖ୍ୟ ଭାଷା ରୂପରେ ପ୍ରଚଳନ ହୁଏ । ବାଲେଶ୍ୱରରେ ବଙ୍ଗାଳୀ ଭାଷାର ଶବ୍ଦ, ସମ୍ବଲପୁରରେ ହିନ୍ଦୀ ଭାଷାର ଶବ୍ଦ, ଗଂଜାମରେ ତେଲୁଗୁ ଭାଷାର ଶବ୍ଦ ବ୍ୟବହାର କରାଯାଏ । ଓଡ଼ିଆ ଶବ୍ଦ ଭଣ୍ଡାରରେ ତତ୍ସମ, ତତ୍ଭବ, ଦେଶଜ, ବୈଦେଶିକ ଶବ୍ଦର ବ୍ୟବହାର ଦେଖାଯାଏ । ଅନେକ ଭାଷାବିତ୍ ବିଭିନ୍ନ ଶବ୍ଦର ବ୍ୟବହାର କରି ଓଡ଼ିଆ ଭାଷା ଭଣ୍ଡାରକୁ ଅଧିକ ସମୃଦ୍ଧ କରିଛନ୍ତି । ଓଡ଼ିଶାର ଗଞ୍ଜାମରେ ପ୍ରଚଳିତ ‘କୁଲା’ ଶବ୍ଦକୁ ଆଲୋଚନା କରିବା । ‘କୁଲା’ ଶବ୍ଦର ବ୍ୟବହାର, କାର୍ଯ୍ୟକାରିତାକୁ ନିମ୍ନରେ ଆଲୋଚନା କରାଗଲା । ‘କୁଲା’ର ସୃଷ୍ଟି ଇତିହାସର ପୃଷ୍ଠାକୁ ଓଲଟାଇ ଦେଖିଲେ ଆଦିମାନବ ଠାରୁ…
ହିନ୍ଦୁଧର୍ମରେ ବଶବର୍ତ୍ତୀକରଣର ଧାରଣା
ସମ୍ପ୍ରତି ସ୍ୱରାଜ୍ୟ ପତିକ୍ରାରେ ଲେଖାଟିଏ ଛପିଥିଲା । ତା’ରି ପରିପ୍ରେକ୍ଷୀରେ ଏଇ ଲେଖା । ଏଥିରେ…
ଓଡ଼ିଶାକୁ ଗାନ୍ଧୀ ଆଗମନର ଶତବାର୍ଷିକୀ
ଜାତିର ପିତା, ମହାମାନବ, ମହାପୁରୁଷ ବାପୁ କହିଲେ ଆମ ଆଖି ଆଗରେ ଭାସିଉଠେ ଜଣେ ଆଂଠୁ…
ମୁଁ ନରିଶୋ କହୁଛି
ଓଡ଼ିଶା ରାଇଜର ଖୋର୍ଦ୍ଧା ଜିଲ୍ଲା । ସେହି ଜିଲ୍ଲାରେ ବାଲିପାଟଣା ବ୍ଲକରୁ ମୁଁ ନରିଶୋ ଗାଁ’…
ଶିଳାଲିପି ଓ ଅନୁଶାସନରେ ଓଡ଼ିଆ ଭାଷାର ବିକାଶଧାରା
ଓଡ଼ିଶାର ଶାସନ ଦୃଷ୍ଟିରୁ ବିଚାରକୁ ନେଲାବେଳେ ଶାସକମାନଙ୍କର ଅନୁଶାସନ ଗୁଡ଼ିକୁ ଅନୁଧ୍ୟାନରୁ ଜଣାଯାଏ ଯେ, ଶାସକ…
ପ୍ରତିମୂର୍ତ୍ତି ପ୍ରତିଷ୍ଠା ବନାମ ପୂଜ୍ୟପୂଜା
କେଉଁ ରାଜ୍ୟ ଦେଶର ଦରିଦ୍ରତମ, କେଉଁ ପ୍ରଦେଶ ମାନବ ବିକାଶ ସୂଚକାଙ୍କରେ କେଉଁଠି, କେଉଁସହର ଦେଶର…
କଲମଧାରୀ ମୁକ୍ତିଯୋଦ୍ଧା – ଶିଶିର କୁମାର ଘୋଷ ଓ ମୋତିଲାଲ ଘୋଷ
ଶିଶିର କୁମାର ଘୋଷ (୧୮୪୦-୧୯୧୧) ଏବଂ ତାଙ୍କ ସାନ ଭାଇ ମୋତିଲାଲ ଘୋଷ (୧୮୪୫-୧୯୨୨) ଅମି୍ରତ(ବଙ୍ଗଳା…
ଡ଼ଃ. ହୁସେନ୍ ରବିଗାନ୍ଧୀଙ୍କ କବିତାରେ ନାରୀ
କବି ଡ଼ଃ ହୁସେନ୍ ରବିଗାନ୍ଧୀ ଆଧୁନିକ ଓଡ଼ିଆ ପ୍ରଗତିବାଦୀ କାବ୍ୟଧାରାରେ ଏକ ପ୍ରତିଷ୍ଠିତ ନାମ ।…
ଜହ୍ନରାତି ଓ ଛାଇ ଆଲୁଅର ମଣିଷ
ମୋ ବାଲକୋନୀ ରୁ ଶରତ ପୂର୍ଣ୍ଣିମାର ଜହ୍ନକୁ ଦେଖିବାରେ ମୁଁ ନିରାଶ ହୁଏ । ଯେତେ…
ସାମାଜିକ ଗଣମାଧ୍ୟମରେ ମହିଳା ବିରୋଧୀ ନବ ମାନସିକତାର ପ୍ରତିଫଳନ
ଗତ ବର୍ଷ ବଲାଙ୍ଗୀରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ମାମୁଁଙ୍କ ଘରକୁ ବନ୍ଧୁକ ସହିତ ବିଭିନ୍ନ…
ମାରିଆ ରେସାଙ୍କ ନୋବେଲ ଅଭିଭାଷଣରେ ଆହ୍ୱାନ
ଫିଲିପାଇନସର ମାରିଆ ରେସା ଓ ରୁଷିଆର ଦିମିତ୍ରି ମୁରାତଭଙ୍କ ଭଳି ଦୁଇଜଣ ସାମ୍ୱାଦିକଙ୍କ ନାମ…
ପୋଲିସ ନୁହେଁ; ଖଟ ଧରୁଛି ଚୋର!
୧୯୫୧-୫୨ କଥା ହବ । ମୁଁ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ପଢୁଥାଏ । ମଇ,…