ନୂତନ ଅପରାଧ ଆଇନ ୨୦୨୩ ରାଜଦ୍ରୋହ ଧାରା ‘୧୨୪-ଏ’ର ସ୍ଥିତି

୧୨୪-ଏ ଭାରତୀୟ ଦଣ୍ଡ ସଂହିତା ୧୮୬୦ର ଏକ ଧାରା ଯାହାର ଶିରୋନାମା ହେଉଛି ‘sedition’ ଅର୍ଥାତ୍ ରାଜଦ୍ରୋହ । ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଏହି ଧାରା ବାଦ୍ ପଡିଛି । ଅର୍ଥାତ୍ ରାଜଦ୍ରୋହ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଅନୁସାରେ ଏକ ଅପରାଧ ନୁହେଁ । ଗୃହମନ୍ତ୍ରୀ ଅମିତ ଶାହା, ଏହି ପ୍ରସଙ୍ଗରେ, ଏକ ସାକ୍ଷାତକାରରେ୧, କୁହନ୍ତି, ‘ରାଜଦ୍ରୋହ’ ଏବଂ ‘ଦେଶଦ୍ରୋହ’ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ଅଛି । ପୂର୍ବେ ରାଷ୍ଟ୍ର ବିରୋଧରେ କହିବା ଯଥେଷ୍ଟ ଥିଲା ‘ରାଜଦ୍ରୋହ’ଭାବେ ବିଚାର କରାଯିବା,…

ନିର୍ବାଚନୀ ବଣ୍ଡ୍ ର  ଅନ୍ୟ ଏକ କରୁଣ କାହାଣୀ

ଆମେ ଆମର ପୂର୍ବବର୍ତ୍ତୀ ସଂଖ୍ୟାମାନଙ୍କରେ ‘ନିର୍ବାଚନୀ ବଣ୍ଡ୍’ ଓ ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶ  ପରେ ଏହାର ଉନ୍ମୋଚନକୁ ନେଇ ଯେଉଁ ପରିସ୍ଥିତି ଉପୁଜିଛି, ସେହି ସମ୍ପର୍କରେ କିଛି କିଛି ଆଲୋଚନା କରିଛୁ । ଏଥିପାଇଁ ପାଠକୀୟ ଆଦର ମଧ୍ୟ ପାଇଛୁ । ତେବେ ‘ନିର୍ବାଚନୀ ବଣ୍ଡ୍’ ଉନ୍ମୋଚନ ଅନେକ ଜଘନ୍ୟ ଘଟଣାକୁ ପ୍ରାୟ ପ୍ରତ୍ୟେକ ଦିନ ଲୋକଲୋଚନକୁ ଆଣୁଛି । ସବୁଥିରୁ ସ୍ପଷ୍ଟ ହେଉଯାଉଛି ଯେ ସ୍ୱଚ୍ଛତା ବଦଳରେ ‘ନିର୍ବାଚନୀ ବଣ୍ଡ୍’ ଅନେକ ପରଦା ପଛର ଘଟଣାଗୁଡ଼ିକୁ ଲୁଚାଇ ରଖିବାରେ ସାହାଯ୍ୟ କରିଛି ।…

ଅତୀତର ସମ୍ପାଦକୀୟଟି ଆଜି ମଧ୍ୟ କେତେ ପ୍ରଯୁଜ୍ୟ! ୨୦୦୮ରୁ ୨୦୨୪

ସମଦୃଷ୍ଟିର ୧-୧୫ ଜାନୁଆରୀ ୨୦୦୮ ସଂଖ୍ୟାରେ ପ୍ରକାଶିତ “ମୋଦିତ୍ୱର ବିଜୟ” ସମ୍ପାଦକୀୟଟି ଆଜି ମଧ୍ୟ କେତେ ପ୍ରଯୁଜ୍ୟ! "ଗୁଜୁରାଟରେ ମୋଦିଙ୍କ ‘ବିଜୟ’ ସତେ ଯେପରି ଅପ୍ରତ୍ୟାଶିତ ଥିଲା ବା ଆଶା କରାଯାଉନଥିଲା, ଏଭଳି ଏକ ଧାରଣା ଗଣମାଧ୍ୟମର ସୃଷ୍ଟି କରାଗଲା । ପରେ ପରେ ହିମାଚଳ ପ୍ରଦେଶର ବିଜେପିର ବିଜୟ ସଂଘ ପରିବାରକୁ ଅଧିକ ଉତ୍ସାହିତ କରିପକାଇଲା । ଗଣମାଧ୍ୟମର କିଛି ପଣ୍ଡିତ ଏଇ ବିଜୟଧାରାର ନୂଆ ନାମ ଦେଲେ ମୋଦିତ୍ୱର ବିଜୟ । ମୋଦିତ୍ୱ କ’ଣ ଯଦି କିଏ ଏଭଳି ପ୍ରଶ୍ନ କରିବସେ,…

Celebrating Independent Journalism

The leading non-corporate media family The Samadrusti which started its Journey in 2004-05 celebrates its Annual Day in a simple and sober way by organising an exhibition of all its ...old issues, its publications and by arranging a discussion on Future of Media in India. Lohia Academy is the host of the program. Here we present first part of the program. The second part comes later.[+] Show More
1 of 33

ନୂତନ ଅପରାଧ ଆଇନ ୨୦୨୩:  ଭାରତୀୟତା ଓ ଔପନିବେଶିକତା

ପୃଷ୍ଠଭୂମି ଡିସେମ୍ବର ୨୫ , ୨୦୨୩ ଦିନ ରାଷ୍ଟ୍ରପତି ତିନୋଟି ଆଇନକୁ ସ୍ୱୀକୃତି ଦେଇଛନ୍ତି୧- ଭାରତୀୟ…

‘ନିର୍ବାଚନୀ ବଣ୍ଡ୍’ର ଉନ୍ମୋଚନ

 ପୂର୍ବରୁ ଆମେ ଏହି ବିଷୟରେ ଆଲୋଚନା କରିଆସିଛୁ । ଗତ ଫେବୃଆରୀ ୧୫,୨୦୨୪ଦିନ ଭାରତର ସର୍ବୋଚ୍ଚ…

ଏମ୍ ଏସ୍ ପି ଗଣିତ ଓ ଚାଷୀ ଆନ୍ଦୋଳନ

ଫସଲର ନୁନ୍ୟତମ ସହାୟକ ମୂଲ୍ୟର ପ୍ରସଙ୍ଗ ସବୁଜ ବିପ୍ଳବ ପରଠୁ ଭାରତରେ ଆଜିଯାଏଁ ହେଇ ଆସିଥିବା…

‘ଜଳବାୟୁ ଉପବାସ’!

ସମଦୃଷ୍ଟି ବ୍ୟୁରୋ    ଗତ ମାର୍ଚ୍ଚ ୬ ତାରିଖରୁ ହିମାଳୟ ହିମବାହାର ଅତ୍ୟନ୍ତ ଭଙ୍ଗୁର ପରିସଂସ୍ଥାନ…

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମଣିଷକୃତ

ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱତାପନ ସମସ୍ୟା ନଥିଲା । ପ୍ରାକୃତିକ କୃଷି ମଣିଷର ପ୍ରଧାନ ଜୀବିକା…

ଇକୋସାଇଡ଼୍!

ଇକୋସାଇଡ଼ ଗ୍ରୀକ ଶବ୍ଦ (ଓଇକୋ) ଘର ଏବଂ ଲାଟିନ୍ ଶବ୍ଦ (ସାଇଡର)ର  ହତ୍ୟା ସମାହାରରେ ତିଆରି…

ସୁସ୍ଥ ସ୍ୱାସ୍ଥ୍ୟର ଅସଲ ରହସ୍ୟ ପୁଷ୍ଟିଯୁକ୍ତ ଫସଲ ଓ ଜୈବିକ କୃଷି

ଆମ ସମୟେର ସୁସ୍ଥ ଓ ନିରୋଗୀ ଜୀବନ ଜିଇଁବା ହେଲା ବଡ଼ କଥା । ଯୁଆଡ଼େ…

ଭାଇଚାରାର ଅପୂର୍ବ ମିଳନସ୍ଥଳୀ: ନିଜାମୁଦ୍ଦିନର ବସନ୍ତ ଉତ୍ସବ

ସର୍ବଧର୍ମ ସମନ୍ୱୟର ପ୍ରତୀକ ଭାବେ ପ୍ରତୀୟମାନ ହଜରତ ନିଜାମୁଦ୍ଦିନ ଆଲିଆ ଦରଘାରେ ପୀତାମ୍ବରୀ ପାଟ ପିନ୍ଧି…

ମହିଳା ନେତୃତ୍ୱ ନିର୍ମାଣକୁ ନେଇ କିଛି ମଂଜ କଥା

କିଛି ଝିଅ ରାତିକୁ ଲେଖିଲେଖି ପାଲଟୁଥାନ୍ତି ସକାଲ ସମୟ ତାଙ୍କୁ ଉଚ୍ଚାରୁଥାଏ କେବେ କୁନ୍ତଳା ତ…

ବାଙ୍କସିଙ୍କ  ଗ୍ରାଫିଟି

କାନ୍ଥ ବାଡ଼ରେ ପ୍ରତିବାଦର ଛବି ଆଙ୍କୁଥିବା ଚିତ୍ରଶିଳ୍ପୀମାନଙ୍କ ଭିତରେ ବିଭିନ୍ନ କାରଣରୁ ବାଙ୍କ୍ସି ଏକ ଖୁବ…

ନିଆରା କାରା ପତ୍ର

ଏହି ସବୁ ଲୋକ ଯେଉଁମାନେ ଏତେ ଆକ୍ରାମକ ଢଂଗରେ ସମ୍ପୂର୍ଣ୍ଣକ୍ରାନ୍ତିର ସ୍ଲୋଗାନ ଦେଉଛନ୍ତି ଅଥଚ ସେମାନେ…

ଜୈବ କୃଷି: ଏକ ସକ୍ଷିପ୍ତ ସୂଚନା

ଦେଶୀଚାଷ ପାଇଁ ପ୍ରଧାନ ଉପାଦାନ ଦେଶୀ ବିହନ

ପରିବା ନା ମରିବା!

ଏବେ ବଜାରରେ ପରିବା ମୂଲ୍ୟ କମିଯାଇଛି । ଏହା ଏକ ସୁଖଦ ଖବର ସେମାନଙ୍କ ପାଇଁ…

କୁହ ‘ସମଦୃଷ୍ଟି’

କୁହ ‘ସମଦୃଷ୍ଟି’ ନିରବିଚ୍ଛିନ୍ନ ସେ ଯାତ୍ରାର ଇତିହାସ, ଓଡ଼ିଶା ପ୍ରାନ୍ତେ ଦେଖିଲ କି କାହିଁ ଅସହାୟ…

ସାମ୍ୟବାଦୀ :  ତମେ ଆଗକୁ ଦେଖ, ପଛକୁ ନୁହଁ!

ଭାରତବର୍ଷରେ କମ୍ୟୁନିଷ୍ଟ  ଦଳ ଗଠନ ହେବାର ଶହେ ବର୍ଷରୁ ଊର୍ଦ୍ଧ ହୋଇଗଲା । ସ୍ୱାଧୀନତା ସଂଗ୍ରାମରେ…

ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ଉଦ୍ୟମ

ବିଷ ମୁକ୍ତ ସ୍ଵାସ୍ଥକର ଖାଦ୍ୟ ଉତ୍ପାଦନ ପାଇଁ ନିଆଳିର ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର…

ଆଉ କେତେ ବିଷ ପିଇଲେ ଚେତିବା!

ନଟବର ବାବୁ ଆହୁରି ଅନେକ କଥା କହି ଆମକୁ ଚେତିବା ପାଇଁ ପରାମର୍ଶ ଦେଇଥିଲେ ।…