ଚିତ୍ରକୁଣ୍ଡାରେ ବଣ୍ଡା ଜନଜାତିର ଜୀବନ

ଏହି ପାହାଡ, ଝରଣା, ନଦୀ, ଜଙ୍ଗଲ ଭିତରେ ନିଜ ଜୀବନକୁ ଖୋଜି ପାଇଛନ୍ତି ବଣ୍ଡାମାନେ

ଚିତ୍ରକୁଣ୍ଡା ଅଞ୍ଚଳ, ମାଲକାନଗିରି ଜିଲ୍ଲାର ପାହାଡ ଘେରା ଅଞ୍ଚଳ। ଏହି ଅଂଚଳରେ ବସବାସ କରନ୍ତି ବଣ୍ଡା ଜନଜାତିର ଲୋକମାନେ। ଏହି ପାହାଡ ଝରଣା ହିଁ ସେମାନଙ୍କ ଜୀବନ ଧାରଣର ମୁଖ୍ୟ ସ୍ରୋତ। ଚିତ୍ରକୁଣ୍ଡା ଗ୍ରସ୍ତ ବେଳେ ସମଦୃଷ୍ଟି ଭିଡ଼ିଓ ଟିମର ଲକ୍ଷ୍ମୀଧର ମୁର୍ମୁଙ୍କ ଦ୍ୱାରା ସଂଗୃହିତ କିଛି ଫୋଟୋର ଏକ ଫିଚର।

ଏହି ପାହାଡ, ଝରଣା, ନଦୀ, ଜଙ୍ଗଲ ଭିତରେ ନିଜ ଜୀବନକୁ ଖୋଜି ପାଇଛନ୍ତି ବଣ୍ଡାମାନେ।

Comments

0 comments

Share This Article
ଭିଡ଼ିଓ ଜର୍ଣ୍ଣାଲିଷ୍ଟ, ଡକୁମେଣ୍ଟାରୀ ଭିଡ଼ିଓ ନିର୍ମାତା/ video journalist