ଓଡ଼ିଶାରେ ଗୋଟିଏ ନେସନ୍ ଗୋଟିଏ ରେସନ୍ କାର୍ଡ଼: ଯନ୍ତ୍ରଣା ଅଧିକ- କୌଣସି ଲାଭ ନାହିଁ
୧୨ ନଭେମ୍ବର ୨୦୨୦ ମସିହା, ଆତ୍ମନିର୍ଭର ଭାରତ ପ୍ୟାକେଜ୍ ବିଷୟରେ ତାଙ୍କର ଘୋଷଣାନାମାରେ ନିର୍ମଳା ସୀତାରମଣ…
ଏ ଜନରାଜ୍ୟ କାହାର!
ଜାନୁଆରୀ ୨୬,୨୦୨୧ ଦିନ ରାଜଧାନୀ ଦିଲ୍ଲୀରେ ସ୍ୱାଧୀନତା ପରବର୍ତ୍ତୀ ଇତିହାସରେ ପ୍ରଥମ ଥର ପାଇଁ ଏକ…
ଲୋକତନ୍ତ୍ରର ସୁରକ୍ଷା ପାଇଁ ଐତିହାସିକ କୃଷକ ସତ୍ୟାଗ୍ରହ
ନଭେମ୍ବର ୪ର୍ଥ ସପ୍ତାହରୁ ପଞ୍ଜାବ-ହରିଆନାରୁ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେଲା, କେନ୍ଦ୍ର ସରକାର…
‘ଟିକା ଜାତୀୟତାବାଦ’
‘ଟିକା ଜାତୀୟତାବାଦ’ ଯାହାକୁ ଇଂରାଜୀରେ ଭ୍ୟାକ୍ସିନ୍ ନ୍ୟାସ୍ନାଲ୍ଜିମ୍ କୁହାଯାଉଛି, ତାହାର ଶିକାର କେବଳ ଯେ ଆମ…
ସେମିଗାଲୁ: ଗୋଟେ ଗାଁର ନାଁ
ଏକ ଜଙ୍ଗଲ,ପାହାଡ଼ ଓ ଝରଣା ଘେରା ଗାଁ ସେମିଗାଲୁ । ଗାଁକୁ ଯିବାପାଇଁ ହେଲେ ମୁନିଗୁଡ଼ାରୁ…
ସାଗର ଲହରୀ ରାଜାଦେଶକୁ ଅପେକ୍ଷା କରେ ନାହିଁ
ସେ ତାଙ୍କ ଚାରିପଟେ ଯାହା ଦେଖୁଥିଲେ ସେ ସବୁର ସେ ଅଧିଶ୍ୱର ଥିଲେ ଓ ସେହି…
ଭାଗଚାଷୀଙ୍କ ଭାଗ ନାହିଁ!
କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପରେ ଏମଏସପି ରୁ ବଞ୍ଚିତ ଆଶଙ୍କାରେ ବର୍ତ୍ତମାନ ଦିଲ୍ଲୀର…
କୃଷକର କାନ୍ଦ ଓ ସରକାରଙ୍କର ନାନାବାୟା ଗୀତ
ଖରିଫ ଧାନ କିଣିବା ପାଇଁ ମଣ୍ଡି ସବୁ ଖୋଲି ସାରିଲାଣି । ମଣ୍ଡିର ପରିବେଶ ଜଣେ…
ଏକ ଐତିହାସିକ କୃଷକ ଆନ୍ଦୋଳନ
ରାଜଧାନୀ ଦିଲ୍ଲୀର ସୀମା, ଏବେ ଦେଶର କୃଷକ ଆନ୍ଦୋଳନର ଦୁର୍ବାର ଘାଟୀରେ ପରିଣତ ହୋଇଯାଇଛି ।…
ଗଣତନ୍ତ୍ର କାହିଁ!
ଡିସେମ୍ବର ୮,୨୦୨୦ ଦିନ ସଙ୍ଘ ପରିବାର ସମର୍ଥିତ ସ୍ୱରାଜ୍ୟ ପତ୍ରିକା ତରଫରୁ ଆୟୋଜିତ ଏକ ଅଧିବେଶନରେ…
ଭାରତୀୟ କୃଷି ଇତିହାସରେ ଲଙ୍ଗଳ, ବଳଦ ଓ ଶଗଡ଼
ମେସୋପଟାମିଆର ସୁମେରିୟମାନେ ପ୍ରଥମେ ଲଙ୍ଗଳରେ ଗାଈ ବା ଷଣ୍ଢ ଯୋଚି ଚାଷ ଆରମ୍ଭ କରନ୍ତି ।…
ଅବିଶେଷଜ୍ଞ ଦୃଷ୍ଟିରେ କେନ୍ଦ୍ର ବଜେଟ ୨୦୨୨-୨୩ ପ୍ରବେଶ ପୂର୍ବରୁ ପଳାୟନ
ପ୍ରବେଶ ପୂର୍ବରୁ ପଳାୟନ ଏହି ଶିରୋନାମାରେ ଲିଖିତ ପ୍ରଥମ ପ୍ରବନ୍ଧରେ ଅମୃତ କାଳରେ ଆମ ଦେଶ…
ଢିଙ୍କିଆ ଜନ ଆନ୍ଦୋଳନ ପରିପ୍ରେକ୍ଷୀରେ ‘ରାଷ୍ଟ୍ର ଦମନ ଓ ବ୍ୟକ୍ତି ସ୍ୱାଧୀନତା’
ବିକାଶ ନାମରେ ବିନାଶଲୀଳା ଚଳାଇଥିବା ଯେକୌଣସି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ସଂଗଠନ, ରାଜନୈତିକ…
ନିର୍ବାଚନରୁ ଶିକ୍ଷା!
ଏବେ ଦେଶରେ ପାଂଚଟି ରାଜ୍ୟର ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷିତ…
ଋଷର ୟୁକ୍ରେନ୍ ଯୁଦ୍ଧ ଓ ନାଟୋର ଯଥାର୍ଥତା
ଗତ କିଛିମାସ ଧରି ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଶେଷରେ ଯୁଦ୍ଧର…
