ମାଣ୍ଡିପଙ୍କାର ଆଇନାରେ ରାଜ୍ୟର ଖାଦ୍ୟ ସୁରକ୍ଷା
ଦୀର୍ଘ ୨୩ବର୍ଷ ପରେ ଆମ୍ବଟାକୁଆ ଜନିତ ମୃତ୍ୟୁ ଘଟଣା ଏବେ ପୁଣିଥରେ ରାଜ୍ୟର ରାଜନୀତିକୁ ସରଗରମ…
ଜାତି ଆଧାରିତ ଦେଶର ଜେଲ ବ୍ୟବସ୍ଥା!
ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟ ଦେଇଛନ୍ତି । ଭାରତୀୟ ଜେଲ ମାନଙ୍କରେ…
ଜଳବାୟୁ ପାଇଁ ଲଦାଖବାସୀଙ୍କ ଐତିହାସିକ ଆନ୍ଦୋଳନ !
ଗତ କିଛିମାସ ହେଲା ନିଜର ପରିବେଶ ଓ ଜଳବାୟୁର ସୁରକ୍ଷା ପାଇଁ ଲଦାଖବାସୀ ଚଳାଇଥିବା…
ଇସ୍ରାଏଲର ପେଜର୍ ବିସ୍ଫୋରଣ : ଆତଙ୍କବାଦର ବିପଜ୍ଜନକ ଚେହେରା
ବିଶ୍ୱର ପ୍ରମୁଖ ଆତଙ୍କବାଦୀ ଘଟଣାର ତାଲିକାରେ ନିକଟରେ ଆଉ ଏକ ଘଟଣା ଯୋଡ଼ି ହୋଇଯାଇଛି ।…
ପେନସନ୍ ର ଗୋଲକଧନ୍ଦାରେ କର୍ମଚାରୀ
ନିକଟରେ କେନ୍ଦ୍ରର ଏନ୍ଡ଼ିଏ ସରକାର ତାଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏକ ନୂଆ…
କର୍ପୋରେଟଙ୍କ ସ୍ୱାର୍ଥରେ କେନ୍ଦ୍ରର ବଜେଟ୍
ଗତ ୨୩ତାରିଖରେ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ସଂସଦରେ ଆଗତ ହୋଇଛି ।…
ଆଦିବାସୀଙ୍କୁ ଭୂମିହୀନ କରିବାର ଷଡ଼ଯନ୍ତ୍ର!
ଗତ ନଭେମ୍ବର ୧୪ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକରେ ନବୀନ ପଟ୍ଟନାୟକଙ୍କ ସରକାର ଆଦିବାସୀ ଜମି ହସ୍ତାନ୍ତର…
ବିଶ୍ୱଗୁରୁ ଭାରତରେ କ୍ଷୁଧାର ସ୍ଥିତି
ସଦ୍ୟ ପ୍ରକାଶିତ ଚଳିତବର୍ଷର ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ଆମ ଦେଶ ପୁଣିଥରେ ନୈରାଶ୍ୟଜନକ ସ୍ଥିତିରେ ରହିଥିବା…
କର୍ପୋରେଟ୍ଙ୍କ ପାଇଁ ଜଙ୍ଗଲ ସଂରକ୍ଷଣ ବିଲ୍
ମଣିପୁର ପ୍ରସଙ୍ଗକୁ ନେଇ ଗତ ଜୁଲାଇ ୨୭ତାରିଖରେ ସଂସଦରେ ବିରୋଧିଦଳର ସଦସ୍ୟମାନେ ଅନୁପସ୍ଥିତି ଥିବାବେଳେ କେନ୍ଦ୍ରର…
ବଳାତ୍କାର ଓ ମହିଳାବିରୋଧୀ ମାନସିକତା
୨୦୧୨, ଡିସେମ୍ବର ୧୬ତାରିଖର ରାତି । ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍ ଭିତରେ ଜଣେ ଅସହାୟା…
ଡାରଉଇନ୍ ଙ୍କ ତତ୍ତ୍ୱକୁ ଏତେ ଭୟ କାହିଁକି?
ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏନ୍ସିଇଆର୍ଟି ପକ୍ଷରୁ ପ୍ରକାଶିତ ନବମ ଓ ଦଶମ ଶ୍ରେଣୀର…
ଆର୍ଥିକ ଅସମାନତାରେ ବିପଜ୍ଜନକ ବୃଦ୍ଧି
ବିଶ୍ୱର ଆର୍ଥିକ ବିକାଶ ଉପରେ ଚର୍ଚ୍ଚା କରିବାକୁ ପ୍ରତିବର୍ଷ ଜାନୁଆରୀ ଶେଷ ସପ୍ତାହରେ ସ୍ୱିଜରଲାଣ୍ଡର ଡାଭୋସଠାରେ…
ଫସଲର ଏମ ଏସ ପି ପାଇଁ ଆଇନ ଜରୁରୀ?
ଦିଲ୍ଲୀ ସୀମାରେ ଦେଶର କୃଷକମାନଙ୍କ ଐତିହାସିକ ଆନ୍ଦୋଳନକୁ ଏବେ ତିନ ମାସ ହେବାକୁ ଯାଉଛି ।…
ଏକ ଐତିହାସିକ କୃଷକ ଆନ୍ଦୋଳନ
ରାଜଧାନୀ ଦିଲ୍ଲୀର ସୀମା, ଏବେ ଦେଶର କୃଷକ ଆନ୍ଦୋଳନର ଦୁର୍ବାର ଘାଟୀରେ ପରିଣତ ହୋଇଯାଇଛି ।…
ଋଷର ୟୁକ୍ରେନ୍ ଯୁଦ୍ଧ ଓ ନାଟୋର ଯଥାର୍ଥତା
ଗତ କିଛିମାସ ଧରି ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଶେଷରେ ଯୁଦ୍ଧର…
କର୍ପୋରେଟଙ୍କ ପାଇଁ ସମର୍ପିତ କେନ୍ଦ୍ର ବଜେଟ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇତିମଧ୍ୟରେ ଚଳିତବର୍ଷର ସାଧାରଣ ବଜେଟ୍କୁ ସଂସଦରେ ଉପସ୍ଥାପିତ କରିଛନ୍ତି ।…