The new parliament building, which was inaugurated on May 28, 2023, has pushed further all real issues confronted by common people in India to the backstage with the help of corporate and State controlled Media. We should not fall into their trap. – A talk by Sudhir Pattnaik
ଭାରତର ନୂତନ ସଂସଦ ଭବନ ଯାହା ମେ ମାସ ୨୮ ତାରିଖ ଦିନ ଉଦଘାଟନ ହେଇଛି, ଲାଗୁଛି ଭାରତର ସାଧାରଣ ଲୋକେ ଭୋଗୁଥିବା ସମସ୍ୟା ଗୁଡ଼ିକୁ ଅଧିକ ପଛକୁ ଠେଲି ଦେଇଛି। ସବୁକିଛି କମ୍ପାନୀ ଓ ସରକାରଙ୍କ ନିୟନ୍ତ୍ରଣ ରେ ଥିବା ଗଣମାଧ୍ୟମ ର ସହୋଯୋଗ ରେ ସମ୍ଭବ ହେଉଛି। ଆମେ ଏ ଭଳି ଏକ ଷଡ଼ଯନ୍ତ୍ର ରେ ପଡ଼ିବା ଉଚିତ୍ ନୁହଁ। ସୁଧୀର ପଟ୍ଟନାୟକ ଙ୍କୁ ଚାଲନ୍ତୁ ଶୁଣିବା – ସୁଧୀର ପଟ୍ଟନାୟକ
Comments
0 comments