In a two-part series, Sudhir Pattnaik presents a short analysis of the stalemate that India’s parliament has been witnessing. This is part 2.
Thank you
ଏହି ବେତାର ଆଲୋଚନାକୁ ସୁଧୀର ପଟ୍ଟନାୟକ ଦୁଇଟି ଭାଗରେ ଉପସ୍ଥାପାନ କରିଛନ୍ତି । ବିଷୟ ରହିଛି ଭାରତର ସଂସଦରେ ଚାଲିଥିବା ଅଚଳାବସ୍ଥା ଉପରେ । ଆମ ଅନୁରୋଧ ଆପଣ ନିଜେ ଶୁଣି ସାରିବା ପରେ ଏହାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ଵ ନିଅନ୍ତୁ । (ଦ୍ଵିତୀୟ ଭାଗ)
ଧନ୍ୟବାଦ
Comments
0 comments