Samadrusti Weekly Roundup – 4 (Complex Political Situation in India Today ! || ଭାରତର ଜଟିଳ ରାଜନୈତିକ ପରିସ୍ଥିତି! )
The Hindenburg Research Report has made the political situation in India complex and complicated. Though the opposition still remains disorganized and the media still a trusted friend of the regime, Modi, his party, and the Sangh Parivar appear quite disturbed. There is speculation that Modi might face an internal rebellion if one takes Yogi Adityanath ‘s position on Adani.
ହିନ୍ଦେନବର୍ଗ ଗବେଷଣା ରେପୋର୍ଟ ପରେ ଭାରତର ରାଜନୈତିକ ପରିସ୍ଥିତି ଜଟିଳ ହେଇଯାଇଛି। ବିରୋଧୀ ଦଳ ଗୁଡିକ ଅସଂଘଟିତ ଥିବା ସ୍ଵତେ ଓ ଗଣ ମାଧ୍ୟମ ସାଥିରେ ଥିବା ସତ୍ଵେ ମୋଦୀ ଏବଂ ତାଙ୍କ ଦଳ ତଥା ସଂଘ ପରିବାର ଅତ୍ୟଧିକ ବିବ୍ରତ ହେବା ହୁଏତ ତାଙ୍କ ନିଜ ଦଳ ଭିତରୁ ନେତୃତ୍ଵ ପ୍ରତି ବିପଦ ଆସିବାର ସଂକେତ ପ୍ରଦାନ କରୁଛି ।
Comments
0 comments